ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ନୀତି, ୪ ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଅପରାହ୍ନ ସାଢ଼େ ୨ଟାରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା…

ଆଜିର ରାଶିଫଳ

ମେଷ: ସମ୍ବେଦନା ସହିତ ଯୋଡ଼ିହେଲେ ସେବାର ମହତ୍ତ୍ବ ଉପଲବ୍ଧ ହେବ। ଜଣେ ସଚ୍ଚା ସେବକ ଭାବେ ଉଚ୍ଚ ସମ୍ମାନର ଅଧିକାରୀ ହେବେ। ବ୍ୟବସାୟ ଲାଭପ୍ରଦ ହେବ। ଧୈର୍ଯ୍ୟବାନ୍‌ ହେବେ। ବୃଷ: ଭ୍ରାତୃପ୍ରେମରେ ଅନୁବନ୍ଧିତ ହୋଇପାରନ୍ତି। ଆୟର ସ୍ବଳ୍ପତା ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିବାକୁ…

ରାଜ୍ୟରେ ନିଯୁକ୍ତି ସୃଷ୍ଟି କରିପାରୁନି ଏମଏସଏମଇ

ଜ୍ୟରେ ଗତ ୫ ବର୍ଷରେ ନ୍ୟୁନ ରହିଛି ଅଣୁ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗର ପ୍ରଦର୍ଶନ। ଏମଏସଏମଇ ଶିଳ୍ପ ଅଭିବୃଦ୍ଧି କ୍ଷେତ୍ରରେ ରାଜ୍ୟ ସେଭଳି ଭଲ ପ୍ରଦର୍ଶନ କରିପାରିନାହିଁ  । ବିଶେଷ ଭାବେ ୧୧ ଜିଲ୍ଲାରେ ଶିଳ୍ପ ଅଭିବୃଦ୍ଧି ଏବଂ କର୍ମନିଯୁକ୍ତି ପଛେଇ ଯାଇଛି । ନଜର ପକାନ୍ତୁ ରାଜ୍ୟସଭାରେ ସାଂସଦ…

ଘରୋଇ ଉପାୟରେ ଦୂରେଇ ହେବ ମୁହଁର ଲୋମ

ମହିଳାଙ୍କ ମୁହଁରେ ଲୋମ ହେବା ଅନେକଙ୍କ ପାଇଁ ସାଧାରଣ କଥା । ବିଶେଷ କରି ଏହା ହର୍ମୋନ ଅସନ୍ତୁଳନ , ପିସିଏଏସ୍ ଏବଂ ମନୋପଜ୍ ସମସ୍ୟା ଯୋଗୁଁ ହୋଇଥାଏ । କିନ୍ତୁ ଏନେଇ ଚିନ୍ତା କରିବାର  କାରଣ ନାହିଁ   । କାରଣ ଏହାକୁ ଘରୋଇ ଉପାୟରେ ଦୂରେଇ ହେବ । ହଳଦୀ, ଓଟମିଲ୍ସ ଓ କଦଳୀ ମିଶାଇ ଏକ…

ସ୍ୱାଧୀନତା ଦିବସ, କିଏ କେଉଁଠି ପତାକା ଉତ୍ତୋଳନ କରିବେ ଜାଣନ୍ତୁ..

ସ୍ୱାଧୀନତା ଦିବସ ଶୁକ୍ରବାର । ଏହି ଅବସରରେ ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟ ସ୍ଥାନରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ ଜାଣନ୍ତୁ.. ଭୁବନେଶ୍ୱରରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦୁଝରରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, କଟକରେ ଉପମୁଖ୍ୟମନ୍ତ୍ରୀ…

ଆଧାର ନାଗରିକତାର ପ୍ରମାଣପତ୍ର ବୋଲି ସ୍ବୀକାର କରାଯାଇପାରିବ ନାହିଁ – ସୁପ୍ରିମକୋର୍ଟ

ବିହାରରେ ହୋଇଥିବା ଭୋଟର ତାଲିକାର ବିଶେଷ ସଘନ ସଂଶୋଧନ (ଏସଆଇଆର)କୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟ ଏସଆଇଆରକୁ ନେଇ ନିର୍ବାଚନ କମିସନଙ୍କ ଆଭିମୁଖ୍ୟକୁ ଠିକ ବୋଲି କହିଛନ୍ତି । ଏହା ସହିତ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଆଧାର ଭାରତର ନାଗରିକତାର ଏକ…

୨୦୨୫ ମହିଳା ଦିନିକିଆ ବିଶ୍ବକପ୍‌ର ଟ୍ରଫି ଉନ୍ମୋଚିତ

ସୋମବାର ଏକ ସ୍ବତନ୍ତ୍ର ଉତ୍ସବରେ ୨୦୨୫ ମହିଳା ଦିନିକିଆ ବିଶ୍ବକପ୍‌ର ଟ୍ରଫି ଉନ୍ମୋଚନ ହୋଇଛି। ଏହି ବିଶ୍ବକପ୍‌କୁ ଭାରତ ଓ ଶ୍ରୀଲଙ୍କା ଯୁଗ୍ମ ଭାବେ ଆୟୋଜନ କରୁଛନ୍ତି। ଏହା ସେପ୍ଟେମ୍ବର ୩୦ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଖେଳାଯିବ। ଏହି ଉତ୍ସବରେ ଆଇସିସି ଅଧ୍ୟକ୍ଷ ଜୟ ଶାହା, ପୂର୍ବତନ ଭାରତୀୟ…

‘କୁଲି’ ର ଟିକେଟ୍ ମୂଲ୍ୟ ୪,୫୦୦ଟଙ୍କା

ଏହି ସପ୍ତାହରେ ଦୁଇଟି ବଡ଼ ଫିଲ୍ମ 'କୁଲି' ଏବଂ 'ୱାର ୨' ପରସ୍ପର ସହିତ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଫିଲ୍ମରେ ବଡ଼ ବଡ଼ ସୁପରଷ୍ଟାର ଥିବା ବେଳେ ପ୍ରଶଂସକମାନେ ସେମାନଙ୍କର ଫିଲ୍ମର ରିଲିଜ୍‌କୁ ଅପେକ୍ଷା‌ କରି ରହିଛନ୍ତି। ଗୋଟାଏ ପଟେ ହ୍ରିତିକ୍ ରୋଶନ ଏବଂ ଜୁନିଅର ଏନଟିଆରଙ୍କ ଅଭିନୀତ…

ସୁନା ଉପରେ କୌଣସି ଶୁଳ୍କ ଲାଗୁ ହେବ ନାହିଁ – ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏକ ବଡ଼ ଘୋଷଣା କରିଛନ୍ତି। ଦି ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ୍ କହିଛନ୍ତି ଯେ, ସୁନା ଉପରେ କୌଣସି ଶୁଳ୍କ ଲାଗୁ ହେବ ନାହିଁ। ପୂର୍ବରୁ, କଷ୍ଟମ୍ସ ଏବଂ ସୀମା ସୁରକ୍ଷା ବିଭାଗ କହିଥିଲା ଯେ, ସୁନା ଉପରେ ଭାରୀ ଟିକସ ଲାଗୁ…

ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫାକଚରିଂ ୟୁନିଟ୍‌ ପ୍ରତିଷ୍ଠା ହେବ

ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫାକଚରିଂ ୟୁନିଟ୍‌ ପ୍ରତିଷ୍ଠା ହେବା ନେଇ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ହୋଇଥିବା କେନ୍ଦ୍ର ମନ୍ତ୍ରୀ ବୈଷ୍ଣବ କହିଛନ୍ତି। ଏପରିକି ଦେଶରେ ଆଉ ୪ଟି ସେମିକଣ୍ଡକ୍ଟର ୟୁନିଟ ପ୍ରତିଷ୍ଠା ନେଇ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ହୋଇଛି। ପଞ୍ଜାବ ଏବଂ…