ଇରାନ ପ୍ରସ୍ତାବରେ କ୍ଷତିପୂରଣ ଶବ୍ଦ ବ୍ୟବହାରକୁ ନେଇ ରାଷ୍ଟ୍ରପତି ଟ୍ରମ୍ପ କ୍ଷୁବ୍ଧ

ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ଏଯାଏଁ କୌଣସି ନିଷ୍କର୍ଷରେ ପହଞ୍ଚି ନାହିଁ । ଇରାନ ମଧ୍ୟ ପାକିସ୍ତାନ ଜରିଆରେ ଆମେରିକାର ପ୍ରସ୍ତାବର ଜବାବ ପଠାଇଛି । ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ବର୍ତ୍ତମାନର ଯୁଦ୍ଧବିରତି ଲାଇଫ୍ ସପୋର୍ଟ ଉପରେ ରହିଛି…

ବିଜୟ ମୁଖ୍ୟମନ୍ତ୍ରୀ ହେବା ପରେ ତ୍ରିଶା କ୍ରିଷ୍ଣନ୍ ତାଙ୍କର ପ୍ରଥମ ପୋଷ୍ଟ କଲେ ସେୟାର

ସମଗ୍ର ତାମିଲନାଡୁ ଥାଲାପତି ବିଜୟଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପାଇକି ଖୁସି ଅନୁଭବ କରୁଛି। ଅଭିନେତା ମେ ୧୦ ତାରିଖରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ଯେଉଁଠାରେ ତାଙ୍କ ରୁମର୍ଡ ଗର୍ଲଫ୍ରେଣ୍ଡ ତ୍ରିଶା କୃଷ୍ଣନ୍ ମଧ୍ୟ ଉପସ୍ଥିତ ଥିଲେ। ଉଭୟ ସେମାନଙ୍କ ସମ୍ପର୍କ ବିଷୟରେ ଗୁଜବ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁନା ନ କିଣିବାକୁ ଲୋକଙ୍କୁ ନିବେଦନ କରିବା ସତ୍ତ୍ୱେ ବୃଦ୍ଧି ପାଇଛି ସୁନା ଓ ରୁପା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁନା ନ କିଣିବାକୁ ଲୋକଙ୍କୁ ନିବେଦନ କରିବା ସତ୍ତ୍ୱେ, ଆଜି, ମେ ୧୨ ତାରିଖରେ ସୁନା ଓ ରୁପା ମୂଲ୍ୟ ବୃଦ୍ଧି ପାଇଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ,ଏକ କିଲୋଗ୍ରାମ ରୁପାର ମୂଲ୍ୟ ₹୧୧,୬୨୦ ବୃଦ୍ଧି ପାଇ ₹୨୬୭,୮୨୦ ଟଙ୍କା…

ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ -ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ । ସଫିସିଏଣ୍ଟ ମହଜୁଦ ରହିଛି । ରାଜ୍ୟ ସହ ଦେଶରେ ମଧ୍ୟ ଯଥେଷ୍ଟ ରହିଛି । ଟାଙ୍କି କେଉଁଠି ବି ବନ୍ଦ ନାହିଁ । ସବୁଠାରେ ଖୋଲା ଅଛି । ସ୍ଥିତି ଉପରେ ନଜର ରଖିଥିବା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କୌଣସି ଟାଙ୍କି ବନ୍ଦ ପାଇଁ ଯୋଗାଣ ବିଭାଗ…

ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ବଶର୍ମା

ଆସାମରେ ହିମନ୍ତ ସରକାରର ଶପଥ ଗ୍ରହଣ ସମାରୋହ । ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ହିମନ୍ତ ବିଶ୍ବଶର୍ମା ।ଆସାମ ରାଜ୍ୟପାଳ ହିମନ୍ତ ଶର୍ମାଙ୍କୁ ପଦ ଓ ଗୋପନୀୟତାରଶପଥ ପାଠ କରାଇଛନ୍ତି । ହିମନ୍ତ ବିଶ୍ୱଶର୍ମା ରାଜ୍ୟର ପ୍ରଥମ ଅଣ-କଂଗ୍ରେସ ନେତା ଯିଏ ଲଗାତାର…

ପେପର ଲିକ୍ ନେଇ ବିବାଦ ପରେ ବାତିଲ ହେଲା NEET (UG) ପରୀକ୍ଷା,ଖୁବ୍ ଶୀଘ୍ର ଘୋଷଣା ହେବ ନୂତନ ପରୀକ୍ଷା ତାରିଖ

NEET (UG) ୨୦୨୬ ପରୀକ୍ଷା ବାତିଲ । ପେପର ଲିକ୍ ନେଇ ବିବାଦ ପରେ ଏଭଳି ପଦକ୍ଷେପ ନେଇଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA)। ଏହି ପରୀକ୍ଷା ମେ ୩, ୨୦୨୬ରେ ଅନୁଷ୍ଠିତ ହୋଇଥିଲା। ଏହା ପରେ, NTA ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ମଙ୍ଗଳବାର ଜାରି ଏକ ବିବୃତ୍ତିରେ, ଏଜେନ୍ସି…

ପେଟ୍ରୋଲ ଓ ଡିଜେଲକୁ ନେଇ ଟାଙ୍କିମାନଙ୍କୁ ଆସିଛି ନିର୍ଦ୍ଦେଶ,ଚାରି ଚକିଆ ବାହାନ ପାଇଁ ୪୫ ରୁ ୫୦ ଲିଟର ଦେବାକୁ ଆସିଛି…

ଭୁବନେଶ୍ୱରରେ ମଧ୍ୟ ତେଲକୁ ନେଇ ଦେଖାଦେଇଛି ସମସ୍ୟା। ଅନେକ ଟାଙ୍କିରେ ତେଲ ସରିବା ପରେ ଟାଙ୍କିକୁ ତେଲ ଆସୁଛି । ଏଥିପାଇଁ ୪ରୁ ୫ ଘଣ୍ଟା ମଧ୍ୟ ଅପେକ୍ଷା କରିବାକୁ ପଡୁଛି। ପୂର୍ବରୁ ଷ୍ଟକ ସରିବା ପୂର୍ବରୁ ତେଲ ଟାଙ୍କିରେ ଲୋଡ ହେଉଥିଲା ବର୍ତ୍ତମାନ ତାହା ହେଉ ନାହିଁ। ଚାରି ଚକିଆ ବାହାନ ପାଇଁ…

ବାଲିଅନ୍ତା ସୌମ୍ୟଙ୍କୁ ପିଟିପିଟି ହତ୍ୟା ମାମଲା, ୧୬ ଜଣ ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତ କରିଛି କ୍ରାଇମବ୍ରାଞ୍ଚ ଟିମ

ବାଲିଅନ୍ତା ସୌମ୍ୟଙ୍କୁ ପିଟିପିଟି ହତ୍ୟା ମାମଲାରେ ଜଣଙ୍କୁ ଇଠାଇନେଲା କ୍ରାଇମବ୍ରାଞ୍ଚ । ବର୍ବର କାଣ୍ଡରେ ସମ୍ପୃକ୍ତି ଥିବା ନେଇ ଜଣେ ଅଭିଯୁକ୍ତକୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ । ଭିଡ଼ ଭିତରେ ସୋମ୍ୟଙ୍କୁ ହତ୍ୟା କରିଥିବା ଆଉ ଜଣେ ଯୁବକକୁ ଅଟକ ରଖି ପଚରାଉଚରା । ୧୬ ଜଣ ଅଭିଯୁକ୍ତଙ୍କ…

ଆଜିର ରାଶିଫଳ

ମେଷ: ଶୁଭ କାର୍ଯ୍ୟ ଲାଭଦାୟକ ଫଳାଫଳ ପ୍ରଦାନ କରିବ । ମନୋରଞ୍ଜନ ବୃଦ୍ଧି ପାଇବ । ବୃଦ୍ଧି ଖର୍ଚ୍ଚର ସୁଯୋଗ ମିଳିପାରେ । ବହୁତ କାମ ହେବ । ପୁରୁଣା ବନ୍ଧୁମାନଙ୍କ ସହିତ ଲାଭ ଏବଂ ସାକ୍ଷାତ ହେବ । ବୃତ୍ତିଗତ ସମୃଦ୍ଧି ମଧ୍ୟ ଘଟିବ ଏବଂ ଖୁସି ବୃଦ୍ଧି ପାଇବ । କାମର ବ୍ୟସ୍ତତା ଆପଣଙ୍କ ଆରାମ ଏବଂ…

ପୁରୀ ଅସ୍ତରଙ୍ଗ ପୀର ଯାହାନିଆ ସମୁଦ୍ରରେ ବିଚିତ୍ର ଦୃଶ୍ୟ,ଦେଖାଦେଲା ହାତୀ ଶୁଣ୍ଢ

ସମୁଦ୍ରରେ ଦେଖାଦେଲା ହାତୀ ଶୁଣ୍ଢ । ପୁରୀ ଅସ୍ତରଙ୍ଗ ପୀର ଯାହାନିଆ ସମୁଦ୍ରରେ ବିଚିତ୍ର ଦୃଶ୍ୟ ଦେଖାଯାଇଛି । ପର୍ଯଟକ ମାନେ ସ୍ନାନ କରୁଥିବା ସମୟରେ ସମୁଦ୍ର ଭିତରେ ଦେଖିବାକୁ ମିଳିଥିଲା ଏକ ବିଚିତ୍ର ଦୃଶ୍ୟ । ପାଗ ଠିକଠାକ ରହିଥିବା ବେଳେ ହଠାତ ସମୁଦ୍ର ଉପରେ ଘୋଟି ଆସିଥିଲା କଳାହାଣ୍ଡିଆ…