ତାଲିମ ବିମାନ କ୍ରାସ୍ ଲ୍ୟାଣ୍ଡିଂ,ପାଇଲଟ୍ ସୁରକ୍ଷିତ

ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ପୁଣି ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ଗୋଟିଏ ବର୍ଷ ମଧ୍ୟରେ ଏହା ଦ୍ବିତୀୟ ବିମାନ ଦୁର୍ଘଟଣା । ପୂର୍ବରୁ ଅଜିତ ପାୱାରଙ୍କର ଏହି ବିମାନ ବନ୍ଦରରେ ପ୍ଳେନ କ୍ରାସ ହେବା ଫଳରେ ପ୍ରାଣହାନୀ ହୋଇଥିଲା । ତେବେ ସେହି ବାରାମତୀ ବିମାନବନ୍ଦର ନିକଟରେ ଆଜି ସକାଳେ…

ଆସନ୍ତା ୬ରୁ ୭ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ

ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେବାର ସମ୍ଭାବନା କମ୍ । ଆଗାମୀ ୪୮ ଘଣ୍ଟାରେ ଏହା ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇପାରେ । କିନ୍ତୁ ଅବପାତ ହେବାର କ୍ୱଚିତ୍ ସମ୍ଭାବନା ଅଛି । ତେବେ ଆସନ୍ତା ୬ରୁ ୭ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ…

ଆଜିର ରାଶିଫଳ

ମେଷ: ଖର୍ଚ୍ଚ ବୃଦ୍ଧିର ସୁଯୋଗ ମିଳିପାରେ । ଲାଭଦାୟକ କାର୍ଯ୍ୟ ପାଇଁ ପ୍ରୟାସ ପ୍ରବଳ ହେବ । ବୁଦ୍ଧିର ସକ୍ରିୟତା ଛୋଟ ଲାଭରୁ ଆନନ୍ଦ ଆଣିବ । କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପୂରଣ କରିବା ପାଇଁ ତତ୍ପରତା ରହିବ । ଲାଭଜନକ କାର୍ଯ୍ୟରେ ସକ୍ରିୟତା ରହିବ । ଆଜି ଅଟକି ରହିଥିବା ଲାଭ ହାସଲ…

ଖରିଫ ୨୦୨୬ ପାଇଁ ଆବଶ୍ୟକତାଠାରୁ ୫୧% ଅଧିକ ସାର ଉପଲବ୍ଧ

୧୧/୦୪/୨୦୨୬: ପଶ୍ଚିମ ଏସିଆର ପରିସ୍ଥିତି ମଧ୍ୟରେ, ଭାରତ ସରକାର ନିୟମିତ ଅପଡେଟ୍ ମାଧ୍ୟମରେ ନାଗରିକମାନଙ୍କୁ ସୂଚନା ଦେବା ପାଇଁ ପ୍ରୟାସ ଜାରି ରଖିଛି। ଏହି ପରିପ୍ରେକ୍ଷୀରେ, ଆଜି ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ଏକ ଗଣମାଧ୍ୟମ ବ୍ରିଫିଂ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ପେଟ୍ରୋଲିୟମ୍ ଏବଂ …

ସାଇବର୍ ଅପରାଧ ରୋକିବାରେ ମୁଲ୍ ଆକାଉଣ୍ଟ୍ ଏକ ପ୍ରମୁଖ ପ୍ରତିବନ୍ଧକ

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (I4C) ଏବଂ ରିଜର୍ଭ ବ୍ୟାଙ୍କ ନବସୃଜନ ହବ୍ (RBIH) ସାଇବର-ସକ୍ଷମ ଆର୍ଥିକ ଠକେଇର ମୁକାବିଲା ପାଇଁ ସହଯୋଗକୁ ସୁଦୃଢ଼ କରିବା ଏବଂ ବ୍ୟାଙ୍କିଙ୍ଗ ଏବଂ ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମ…

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କରିଛନ୍ତି ପ୍ରାୟ ୪୫,୦୦୦ ଯାତ୍ରୀ

ଯେତେବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୫ ଜୁନ୍‍ ୬ ତାରିଖ ରେ ଐତିହାସିକ ୨୭୨ କିଲୋମିଟର ଦୀର୍ଘ ଉଧମପୁର-ଶ୍ରୀନଗର-ବାରାମୁଲା ରେଳ ସଂଯୋଗକୁ ଉଦଘାଟନ କରିଥିଲେ, ସେତେବେଳେ ଏହା ଏକ ମୁହୂର୍ତ୍ତ ଥିଲା ଯାହା ମହତ୍ତ୍ୱାକାଂକ୍ଷାକୁ ବାସ୍ତବତାରେ ପରିଣତ କରିଥିଲା। ୨୦୨୬ ଏପ୍ରିଲ୍‍ ୩୦…

ବିଶ୍ୱର ୪୦ରୁ ଅଧିକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଇଛନ୍ତି ଜରୁରୀକାଳୀନ ପଦକ୍ଷେପ

ସାମ୍ପ୍ରତିକ ବିଶ୍ୱ ସଂକଟ ସମୟରେ ବିଭିନ୍ନ ଦେଶର ସରକାର ଖର୍ଚ୍ଚ ହ୍ରାସ, ଯାତ୍ରା କମାଇବା ଏବଂ ଶକ୍ତି ସଂରକ୍ଷଣ କରିବାକୁ ନିୟମିତ ଭାବେ ନାଗରିକମାନଙ୍କୁ ନିବେଦନ କରୁଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସଂଯମତା ଅବଲମ୍ବନ କରିବା ଲାଗି ଅପିଲ୍‌ କରିଛନ୍ତି । ତାଙ୍କର…

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୫୬ତମ ମ୍ୟାଚ୍‌ : ସନରାଇଜର୍ସ ହାଇଦ୍ରାବାଦକୁ ୮୨ ରନ୍‌ରେ ପରାସ୍ତ କଲା ଗୁଜରାଟ ଟାଇଟନ୍ସ

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୬ର ୫୬ତମ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଦମଦାର ବ୍ୟାଟିଂ ଏବଂ ବୋଲିଂ କରିଛି। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦକୁ ୮୨ ରନ୍‌ରେ ପରାସ୍ତ କରିଛି। ଟସ୍‌ ଜିଣି ହାଇଦ୍ରାବାଦ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା।…

ଓ୍ବାର୍କ ଫ୍ରମ ହୋମ ଲାଗୁ କରିବାକୁ ସରକାରଙ୍କ ନିକଟରେ ଦାବି କଲା ଆଇଟି ସଂସ୍ଥା

ପେଟ୍ରୋଲ ଏବଂ ଡିଜେଲ୍ ଉପରୁ ନିର୍ଭଳଶୀଳତା କମ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଅପିଲ କରିଛନ୍ତି । ଏହାକୁ ନେଇ ଓ୍ବାର୍କ ଫ୍ରମ ହୋମ ଲାଗୁ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାକୁ ନେଇ ଦେଶର ଏକ ପ୍ରମୁଖ ଆଇଟି ସଂସ୍ଥା ସରକାରଙ୍କୁ ଆଡଭାଇଜରୀ ଜାରି କରିବାକୁ ଦାବି କରିଛି । Nascent…

ମେ’ ୨୦ ରେ ବର୍ଷାର ଆଗମନ ,ଆଣ୍ଡାମାନରେ ପହଞ୍ଚିବ ମୌସୁମୀ!

ମୌସୁମୀ ଆସିବାକୁ ବାଟ ସଫା । ମେ’ ୨୦ ରେ ବର୍ଷାର ଆଗମନ । ଆଣ୍ଡାମାନରେ ପହଞ୍ଚିବ ମୌସୁମୀ! । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଠିକ୍ ସମୟରେ ଭାରତୀୟ ଭୂଖଣ୍ଡରେ ପ୍ରବେଶ କରିବାକୁ ଯାଉଛି । ମେ ୨୦ ସୁଦ୍ଧା ଆଣ୍ଡାମାନ ସାଗର, ଦକ୍ଷିଣ…