ଜର୍ମାନ ଚାନସେଲରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନିର ଚାନସେଲର ମହାମହିମ ଶ୍ରୀ ଓଲାଫ୍ ସ୍କୋଲଜଙ୍କୁ ଭେଟିଥିଲେ । ଫେବ୍ରୁଆରି ୨୦୨୩ରେ ଭାରତ ଗସ୍ତ ପରେ ଚାନସେଲରଙ୍କ ଏହା ଚଳିତ ବର୍ଷର ଦ୍ବିତୀୟ ଭାରତ ଗସ୍ତ ଥିଲା। ଜି-୨୦ ଅଧ୍ୟକ୍ଷତାର ସଫଳତା ପାଇଁ ଚାନସେଲର ସ୍କୋଲଜ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ…