ଅଙ୍ଗନବାଡ଼ି କର୍ମୀଙ୍କ ରଣ ହୁଙ୍କାର : ୧୦ଟି ଦାବି ନେଇ ରାଜ୍ୟ ସରକାରଙ୍କୁ ଚେତାବନୀ

ଭୁବନେଶ୍ବର: ଉଚିତ୍‌ ପାରିଶ୍ରମିକ ମିଳିବା ନେଇ ପ୍ରତିଶ୍ରୁତି ମିଳିଥିଲା। ସରକାର ରାଜି ହୋଇଥିଲେ । ଆଲୋଚନା ହୋଇଥିଲା ।  କିନ୍ତୁ କେବେ ମିଳିବ ସେ ନେଇ  ସ୍ପଷ୍ଟ କରିନଥିବା ଅଙ୍ଗନବାଡି ସଂଘ ପକ୍ଷରୁ କୁହାଯାଇଛି। ଲୋୟର ପିଏମ୍‌ଜିରେ ଅଙ୍ଗନବାଡ଼ି କର୍ମୀଙ୍କ ରଣ ହୁଙ୍କାର ଦେଖିବାକୁ ମିଳିଛି…

ଟ୍ରୁଡ଼ୋ ସବୁଠୁ ବିଫଳ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ଏକ ଜନମତ ସର୍ଭେ ଅନୁଯାୟୀ କାନାଡ଼ାର ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା କମିବାରେ ଲାଗିଛି । ବିରୋଧୀ ଦଳ ନେତାଙ୍କୁ ଲୋକେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ଭାରତ ବିରୋଧରେ ମତ ଦେବା ପରେ ଏବେ ସାରା ବିଶ୍ବରେ ତାଙ୍କୁ ନେଇ ଚର୍ଚା ହେଉଛି । ବିଶେଷ କରି ମୋଦି…

ଏନ୍‌ଡିଏ ‌ମେଣ୍ଟରେ ସାମିଲ ହେଲା ଦେବଗୌଡ଼ାଙ୍କ ଜେଡିଏସ୍‌

୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ଏବଂ ଜେଡିଏସ୍‌ ମଧ୍ୟରେ ମେଣ୍ଟ ଘୋଷଣା ହୋଇଛି । କର୍ଣ୍ଣାଟକର ଜନତା ଦଳ ଧର୍ମନିରପେକ୍ଷ (ଜେଡିଏସ୍‌)  ଏନ୍‌ଡିଏରେ ସାମିଲ ହୋଇଛି। ବିଜେପି ଜାତୀୟ ସଭାପତି ଜେ ପି ନଡ୍ଡା  ଏକ୍ସରେ ଏହି ଘୋଷଣା କରିଛନ୍ତି। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି…