ମହୁଆ ମୋଇତ୍ର ଓ ପିନାକୀଙ୍କ ମଧ୍ୟରେ ସମ୍ପର୍କ କୁ ନେଇ ଚର୍ଚା

ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ପାଇଁ ନୂଆ ବିବାଦ । ତାଙ୍କ ସହ ମହୁଆ ଲିଙ୍କ୍ ଥିବା ନେଇ ରାଜ୍ୟ ବିଜେପି ଅଭିଯୋଗ କରିଛି । ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ବା କ୍ୟାଶ୍ ଫର୍ କ୍ବେରି ମାମଲାରେ ଛନ୍ଦି ହୋଇଛନ୍ତି ଟିଏମ୍ସି ସାଂସଦ ମହୁଆ ମୈତ୍ର । ତେବେ ତାଙ୍କ ସହ ପିନାକୀଙ୍କ ଫଟୋକୁ…

୧୨୦୦ ଭାରତୀୟ ଇସ୍ରାଏଲରୁ ଫେରିଲେଣି

ନୂଆଦିଲ୍ଲୀ: ଭାରତ ସରକାର ଯୁଦ୍ଧଗ୍ରସ୍ତ ଇସ୍ରାଏଲରୁ ୧୨୦୦ ଭାରତୀୟଙ୍କୁ ଫେରାଇ ଆଣିଲେଣି। ୫ଟି ବିମାନରେ ୧୨୦୦ ଭାରତୀୟ ଇସ୍ରାଏଲରୁ ସ୍ବଦେଶକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରେ ୧୮ ଜଣ ନେପାଳ ନାଗରିକ ମଧ୍ୟ ଅଛନ୍ତି। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚି ଏହି ସୂଚନା…

ପ୍ରେମିକ ଦୁଆରେ ସ୍ବାମୀ ପରିତ୍ୟକ୍ତା ଶିକ୍ଷୟିତ୍ରୀ

ଭୁବନେଶ୍ବର: ବିବାହ କରିବାକୁ କଥା ଦେଇ ପ୍ରତାରଣା କରିଥିବା ପ୍ରେମିକ ଦୁଆରେ ସ୍ବାମୀ ପରିତ୍ୟକ୍ତା ଶିକ୍ଷୟିତ୍ରୀ ଧାରଣାରେ ବସିଛନ୍ତି । ଗତ ୧୦ ତାରିଖରୁ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ସେ ଯୁବକଙ୍କ ଘର ଆଗରେ ବସିଛନ୍ତି । …