ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା

ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଅବପାତ। ପାରାଦୀପ ଠାରୁ ଦକ୍ଷିଣରେ ୫୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଖୁବଶୀଘ୍ର ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବା ସହ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି । ଏକ ଦୁର୍ବଳ ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳରେ ସମାନ୍ତରାଳ ଭାବରେ…

ଆଜି ଭାରତ-ନ୍ୟୁଜିଲାଣ୍ଡ ଟକ୍କର

ଚଳିତ ବିଶ୍ବକପ୍ ରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଲଢ଼େଇ ହେବ । ଉଭୟ ଦଳ ସମସ୍ତ ୪ଟି ଲେଖାଏଁ ମ୍ୟାଚ ଜିତିଛନ୍ତି । ଉଭୟ ଦଳ ଟପ୍ ଫର୍ମରେ ଅଛନ୍ତି । ବିଶ୍ବକପ୍ ଇତିହାସକୁ ଦେଖିଲେ ନ୍ୟୁଜିଲାଣ୍ଡର ପଲା ଭାରି ଲାଗୁଛି । ଦୁଇ ଦଳ ୯ ଥର ମୁହାଁମୁହିଁ ହୋଇଥଇବା ବେଳେ ୫ ଥର ନୃୁଜିଲାଣ୍ଡ ବାଜି…

ଆଜିର ରାଶିଫଳ

ମେଷ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଆପଣ କିଛି ନୂଆ ଶିକ୍ଷା ଲାଭ କରିବେ। ବେପାରରେ ଲାଭ ପାଇବେ। ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ। ଜୀବନସାଥୀ ସହ ବାହାରକୁ ବୁଲି ଯିବେ। ବୃଷ: ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। କାରବାରରେ ଉନ୍ନତି ହେବ। ଅଫିସ କାମରେ ଦୂର ସ୍ଥାନକୁ ଯିବେ।…

ରାବଣ ଭୂମିକା ପାଇଁ ୧୫୦କୋଟି ନେବେ ୟଶ

‘ଦଙ୍ଗଲ୍‌’ ଏବଂ ‘ଛିଛୋରେ’ ପରି ଫିଲ୍ମ ବନାଇଥିବା ନିର୍ମାତା ନିତେଶ ତିୱାରୀ ‘ରାମାୟଣ’କୁ ବଡ଼ ପରଦାରେ ଦେଖାଇବାର ଯୋଜନା କରିଛନ୍ତି। ତେ‌ବେ ଶୁଣିବାକୁ ମିଳିଛି ଯେ ଏହି ‘ରାଏତେ ପରିଶ୍ରମ ପାଇଁ ୟଶ ସେଭଳି ଅଧିକ ପାରିଶ୍ରମିକ ଦାବି କରିଥିବା ଜଣାପଡ଼ିଛି। ଚର୍ଚ୍ଚା ହେଉଛି ଯେ, ରାମାୟଣ ପାଇଁ…

ଗଗନାୟନ ଅଭିଯାନ ହେଉଛି ମାନବଯୁକ୍ତ ମହାକାଶଯାନ ଉତ୍‌କ୍ଷେପଣ ପାଇଁ ଇସ୍ରୋ ଯାତ୍ରାର ପ୍ରଥମ ପଦକ୍ଷେପ

କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ), ପିଏମଓ, କାର୍ମିକ, ଜନ ଅଭିଯୋଗ, ପେନସନ, ଆଣବିକ ଶକ୍ତି ଏବଂ ମହାକାଶ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ , ଆଜି ସକାଳେ ଆବର୍ଟ ମିଶନ -୧ (ଟିଭି - ଡି୧) ର ପରୀକ୍ଷାମୂଳକ ଉଡ଼ାଣର ସଫଳତା…

ରମାଦେବୀ ଜୁନିଅର କଲେଜରେ ରାଗିଂ ଅଭିଯୋଗ

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପରିସରରେ ଥିବା ଉଚ୍ଚ ମାଧ୍ୟମିକ ସ୍କୁଲ ବା ଜୁନିଅର କଲେଜରେ ରାଗିଂ ଅଭିଯୋଗ। ଅଭିଯୋଗ ଆଣିଲେ ଯୁକ୍ତଦୁଇ ପ୍ରଥମ ବର୍ଷର ଜଣେ ଛାତ୍ରୀ । କଲେଜ କର୍ତ୍ତୃପକ୍ଷ ଓ ଗଣଶିକ୍ଷା ବିଭାଗରେ ଛାତ୍ରୀ ଅଭିଯୋଗ କରିଛନ୍ତି । ଅଭିଯୋଗର ତଦନ୍ତ ପାଇଁ ଉଚ୍ଚ…

ସ୍ବଦେଶ ଫେରିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ

ଇସଲାମବାଦ: ସ୍ବଦେଶ ଫେରିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ । ଫେରିବା ପରେ ସେ ପାକିସ୍ତାନ ଜନସାଧାରଣଙ୍କୁ ଅଭିଭାଷଣ ଦେଇ ତାଙ୍କ ନାମରେ ମିଥ୍ୟା ମାମଲା କରାଯାଇ ଜେଲ ପଠାଯାଇଥିବା କହିଛନ୍ତି । ସେ ପାକିସ୍ତାନ ପାଇଁ ଦିନ ରାତି କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ମିଥ୍ୟା…

ଇଂଲଣ୍ଡକୁ ୨୨୯ ରନରେ ହରାଇଲା ଦକ୍ଷିଣ ଆଫ୍ରିକା

ମୁମ୍ବାଇ: ଇଂଲଣ୍ଡର ଲଜ୍ଜାଜନକ ପରାଜୟ । ୨୨୯ ରନରେ ହରାଇଲା ଦକ୍ଷିଣ ଆଫ୍ରିକା । ଗତ ବିଶ୍ବକପରେ ଚାମ୍ପିୟନ ହୋଇଥିବା ଦଳର ଶୋଚନୀୟ ପରାଜୟ । ଦକ୍ଷିଣ ଆଫ୍ରିକାର ୪୦୦ ରନ ଲକ୍ଷ୍ୟ ଜବାବରେ ଇଂଲଣ୍ଡ ମାତ୍ର ୧୭୦ ରନ କରି ଅଲଆଉଟ ହୋଇଯାଇଛି । ଦକ୍ଷିଣ ଆଫ୍ରିକାର ବୋଲିଂ ଆଗରେ ଧରାଶାୟୀ ହୋଇଛି…