ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ ଡି.ଆର. ଓଜୋଲା
ଭୁବନେଶ୍ବର: ଓଡ଼ିଶାରେ ଚେସର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ ଡି.ଆର. ଓଜୋଲା । ଫିଡା ପରିଚାଳନା ବୋର୍ଡ ଉପାଧ୍ୟକ୍ଷ ଡି.ଆର. ଓଜୋଲା ରାଜ୍ୟରେ କ୍ରୀଡାର ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ଓଜୋଲା । ଚେସର ବିକାଶ ନେଇ ଆରମ୍ଭ ହୋଇଛି ଷ୍ଟେଟ ଚେସ୍…