ମିସ୍‌ ୟୁନିଭର୍ସ ୨୦୨୩ ର ବିଜେତା ଘୋଷଣା

ସେଏନିସ୍‌ ପଲାସିଓସ୍‌ ବିଜେତା ଭାବେ ମନୋନୀତ ହୋଇଛନ୍ତି ଏବଂ ମିସ୍‌ ୟୁନିଭର୍ସ ୨୦୨୩ର ମୁକୁଟ ପିନ୍ଧିଛନ୍ତି । ସେଏନିସ୍‌ ପଲାସିଓସ୍‌ଙ୍କୁ ୨୦୨୨ର ମିସ୍‌ ୟୁନିଭର୍ସ ଆର୍ବୋନି ଗାବ୍ରିଏଲ୍‌ ମୁକୁଟ ପିନ୍ଧେଇଛନ୍ତି । ଆର୍ବୋନି ଗାବ୍ରିଏଲ୍‌ ମିସ୍‌ ୟୁଏସ୍‌ରୁ ମିସ୍‌ ୟୁନିଭର୍ସ ହୋଇଥିଲେ…

ଉଦ୍ଧାର ହେଉ ନାହାନ୍ତି ଶ୍ରମିକ 

ନଅ ଦିନ ହେଲାଣି ଉତ୍ତରକାଶୀରେ ଟନେଲ୍ ତଳେ ଫସି ରହିଛନ୍ତି ୪୧ ଶ୍ରମିକ । ସେମାନଙ୍କୁ ଉଦ୍ଧାର ପାଇଁ ଅହରହ ଉଦ୍ୟମ ଚାଲିଛି । କେମିତି ଅଛନ୍ତି ଓ ସେମାନଙ୍କର ସୁରକ୍ଷାକୁ ନେଇ ଅନିଶ୍ଚିତତା ବଢ଼ିବାରେ ଲାଗିଛି ।ଉଦ୍ଧାର ପାଇଁ ଆହୁରି ୩-୪ ଦିନ ଲାଗିପାରେ । ପାହାଡ଼ ଉପରୁ ଏକ ଭର୍ଟିକାଲ ହୋଲ୍…

୨୧ରୁ ଶୀତ ଅଧିବେଶନ

ଭୁବନେଶ୍ବର: ଆସନ୍ତା ୨୧ ତାରିଖରୁ  ଷୋଡ଼ଶ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ଡିସେମ୍ବର ୩୦ ତାରିଖ ଯାଏ ଏହି ଅଧିବେଶନ ଚାଲିବାକୁ ଥିବାବେଳେ ମୋଟ୍‌ ୩୦ଟି କାର୍ଯ୍ୟ ଦିବସ ରହିଛି।  ବାଚସ୍ପତି ପ୍ରମିଳା ମଲ୍ଲିକ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି। ମଙ୍ଗଳବାର ପୂର୍ବାହ୍ନରେ ଉପବାଚସ୍ପତି…

ଆଜିଠୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ ଦିନିଆ ଓଡ଼ିଶା ଗସ୍ତ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ (ନଭେମ୍ବର ୨୦ ତାରିଖ) ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ତିନିଦିନିଆ ଗସ୍ତ କାଳରେ ମହାମହିମ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଗସ୍ତକାଳରେ ବାରିପଦା, ରାଇରଂଗପୁର, ପାହାଡ଼ପୁର,…

ଫାଇନାଲରେ ହାରିବାର ମୁଖ୍ୟ କାରଣ ଭାବେ ବ୍ୟାଟିଂ ବିଫଳତା

ଫାଇନାଲରେ ହାରିବାର ମୁଖ୍ୟ କାରଣ ଭାବେ ବ୍ୟାଟିଂ ବିଫଳତାକୁ ଦେଖାଯାଉଛି । କାରଣ ଟୁର୍ଣ୍ଣାମେଣ୍ଟ ସାରା ବଡ଼ ବଡ଼ ସ୍କୋର ଛିଡ଼ା କରିଥିବା ଟିମ ଇଣ୍ଡିଆ ଫାଇନାଲରେ ଏକ ବଡ଼ ସ୍କୋର ଛିଡ଼ା କରିପାରିଲା ନାହିଁ । ଅଧିନାୟକ ରୋହିତ ଶର୍ମା ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । କିନ୍ତୁ ୩ଟି ଓ୍ବିକେଟର…