ରାଉରକେଲାରେ ଡାଇରିଆ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ରାଉରକେଲା :  ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଡାଇରିଆ ସଂକ୍ରମଣ ନେଇ ଗଭୀର ଚିନ୍ତାପ୍ରକଟ କରିବା ସହ ସଂକ୍ରମଣକୁ ନିୟନ୍ତ୍ରଣ କରିବା ସହ ରୋକିବା ପାଇଁ ଏହି ସବୁ ଅଞ୍ଚଳକୁ ଅବିଳମ୍ବେ କେନ୍ଦ୍ରୀୟ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ…

ଭାରତ ବନାମ ଦକ୍ଷିଣ ଆଫ୍ରିକା: ଆଜି ନିର୍ଣ୍ଣାୟକ ମ୍ୟାଚ୍

ପର୍ଲ: ଭାରତ-ଦକ୍ଷିଣ ଆଫ୍ରିକା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଆଜି ଶେଷ ମ୍ୟାଚ୍ ।  ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ପର୍ଲରେ ଖେଳାଯିବାକୁ ଥିବାରୁ ଆଜି କିଏ ଜିତିବ ତାକୁ ଅପେକ୍ଷା। ତେ‌ଣୁ ଉଭୟ ଦଳ  ମ୍ୟାଚ୍‌ ଜିତି ଶୃଙ୍ଖଳା କରାୟତ୍ତ କରିବାକୁ ଚାହିବେ। ଦକ୍ଷିଣ ଆଫ୍ରିକାରେ ଭାରତ…

ରାଶିଫଳ

ମେଷ: ପରିବାର ଲୋକଙ୍କର ପରାମର୍ଶ ଉପାଦେୟ ସାବ୍ୟସ୍ତ ହେବ। ସୁଖ ସୁବିଧା ବୃଦ୍ଧି ହେବ। ଅଫିସରେ ବଡ଼ ଅଧିକାରୀଙ୍କ ସହ ମହତ୍ତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରିବେ। ‌ ବୃଷ: ବକେୟା ଧନ ପାଇବେ। ସାମାଜିକ କାର୍ଯ୍ୟରେ ସହଯୋଗ ଦେବା ପାଇଁ ଚିନ୍ତା କରିବେ। ବ୍ୟବସାୟରେ ଯୋଜନା ଅନୁଯାୟୀ କାମ…

ମହମ୍ମଦ ଶାମିଙ୍କ ସମେତ ୨୬ ଜଣଙ୍କୁ ଅର୍ଜୁନ ପୁରସ୍କାର

କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ବୁଧବାର ‘ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୩’ ଘୋଷଣା କରିଛି। ଏହା ଅନୁସାରେ, ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଦୁଇ ଷ୍ଟାର୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ଚିରାଗ ଚନ୍ଦ୍ରଶେଖର ସେଟ୍ଟି ଓ ରଙ୍କିରେଡ୍ଡୀ ସାତ୍ତ୍ୱିକ୍‌ ସାଇରାଜ୍‌ଙ୍କୁ ପ୍ରଦାନ…

ଷ୍ଟାର୍କ ସବୁଠୁ ଦାମୀ

ଆଇପିଏଲ୍‌ର ୨୦୨୪ ତଥା ସପ୍ତଦଶ ସଂସ୍କରଣ ପାଇଁ  ନିଲାମ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଏ ୧୦ଟି ଯାକ ଦଳ ଖେଳାଳି କିଣାରେ ମୋଟ ୨୩୦ କୋଟି ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଅଷ୍ଟ୍ରେଲିଆର ବାମହାତୀ ଦ୍ରୁତ ବୋଲର ମିଚେଲ୍‌ ଷ୍ଟାର୍କ ୮ ବର୍ଷ ପରେ ଆଇପିଏଲ୍‌କୁ ଫେରି ସବୁଠାରୁ ଦାମୀ…

ପାସ୍ ହେଲା ୩ ସଂଶୋଧିତ ନୂଆ ଆଇନ ବିଲ୍

ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା, ଭାରତୀୟ ସାକ୍ଷ୍ୟ ଆଇନ ଲୋକସଭାରେ ଆଜି ପାସ୍ ହୋଇଛି ।  ଏହି ବିଲ୍ ପାସ୍ ଅବସରରେ ନାଗରିକଙ୍କ ସୁରକ୍ଷା, ଗୁରୁତ୍ୱ ଏବଂ ରାଷ୍ଟ୍ରହିତକୁ କଥା କହିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ । ମବ୍ ଲିଞ୍ଚିଂ ବା ଭିଡ଼ ହିଂସା ଏକ ଘୃଣିତ ଅପରାଧ ଅଟେ । ଆଉ…

ମଝି ଚିଲିକାରୁ ଉଦ୍ଧାର ହେଲେ ସମସ୍ତ ୬୦ ଡଙ୍ଗା ଯାତ୍ରୀ

ଚିଲିକା ମଝିରେ ଫସିଥିବା ଯାତ୍ରୀବାହୀ ଡଙ୍ଗାରୁ ଉଦ୍ଧାର ହେଲେ ସମସ୍ତ ଯାତ୍ରୀ। ସାତପଡ଼ା ଚିଲିକାରେ ଆଜି ଦିନ ପ୍ରାୟ ୧ଟା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଫସି ଯାଇଥିଲା ଡଙ୍ଗା। ତେବେ ଅଳ୍ପକେ ବର୍ତ୍ତିଗଲେ ୬୦ ଯାତ୍ରୀ । ଡଙ୍ଗାରେ ୬୦ ଯାତ୍ରୀ ଓ ୩୦ରୁ ଉର୍ଦ୍ଧ୍ବ ବାଇକ୍ ଥିଲା। ଡଙ୍ଗାଟି…

ଅନଲାଇନ୍‌ ଟ୍ରାନଜାକସନର ଟାଇମ୍‌ ଲିମିଟ୍‌ କେତେ?

ଯଦି ଆପଣ ସବୁକିଛି ଅନଲାଇନରେ ମଗାଉଛନ୍ତି କିମ୍ବା ଏଥିପାଇଁ ଅନଲାଇନ୍‌ ମନି ଟ୍ରାନ୍ସଫର କରୁଥିବା ଆପ୍ସ ଉପରେ ନିର୍ଭର କରୁଛନ୍ତି ତାହେଲେ ଏବେ ଆପଣଙ୍କୁ ଏହାର ଟାଇମ ଲିମିଟ ବିଷୟରେ ନିହାତି ଜାଣିବା ଉଚିତ । ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ଏହି ସବୁ ଆପର ଏକ ଲିମିଟ୍‌ ରହିଛି ଏବଂ ଯଦି ଆପଣ…

ଶୀତଦିନେ କମ ପାଣି ପିଉଥିଲେ ସାବଧାନ !

ଶୀତ ପ୍ରକୋପ ରୁ ଆମକୁ ଅଳସୁଆ ଲାଗିଥାଏ, ଏହାଛଡା ଆମେ ଥଣ୍ଡା ପ୍ରକୋପ ରୁ କୌଣସି କାର୍ଯ୍ୟ କରିବାକୁ ଇଛା ମଧ୍ୟ କରିନଥାଉ, ସେହିଭଳି ଥଣ୍ଡା ଦିନରେ ଆମେ ପାଣି ମଧ୍ୟ ପିଇବାକୁ ଇଚ୍ଛା କରୁ ନାହିଁ । ଯାହାକି ଶରୀର ପାଇଁ ଅନେକ ରୋଗକୁ ଟାଣିଆଣି ଥାଏ । ସେ ଯେଉଁ ଋତୁ ହେଉନା କାହିଁକି ଶରୀର ରେ…

ଫୋନ୍ କଲ୍ ଉପରେ ଲାଗିବ ଜୋରିମାନା

ଚଳିତ ବର୍ଷ ଲୋକସଭାରେ ଉପସ୍ଥାପିତ ହୋଇଥିବା ଟେଲିକମ ବିଲ ଯଦି ଆଇନରେ ପ୍ରଣୟନ ହୁଏ ତେବେ ଏହାର ସବୁଠାରୁ ବେଶି ଫାଇଦା ଗ୍ରାହକଙ୍କୁ ହେବ । ଟେଲିକମ ବିଲ ୨୦୨୩ରେ ୨ଟି ପ୍ରମୁଖ ବ୍ୟବସ୍ଥା କରାଯାଇଛି । ଅଦରକାରି କଲ ସମସ୍ୟାର ସମାଧାନ ପାଇଁ ଗ୍ରାହକମାନଙ୍କ ପାଇଁ ଡିସପ୍ୟୁଟ ରିଜଲ୍ୟୁଶନର…