YouTube କ୍ରିଏଟର୍ସମାନଙ୍କ ପାଇଁ କମ୍ପାନୀ ଲଞ୍ଚ କଲା ନୂଆ ଫିଚର

ଗୁଗଲର ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ YouTube ରେ କମ୍ପାନୀ ଏକ ନୂଆ ଫିଚର୍ସ ଯୋଡିଛି । ଏହି ଫିଚର ଦ୍ୱାରା କ୍ରିଏଟର୍ସମାନେ ଅତି ସହଜରେ ସେମାନଙ୍କର ପୋଡକାଷ୍ଟକୁ ସହଜରେ ଅପଲୋଡ୍ କରି ପାରିବେ । YouTube ଷ୍ଟୁଡିଓ ଭିତରେ ପୋଡକାଷ୍ଟ ଭିଡିଓ ସେୟାର କରିବାକୁ କମ୍ପାନୀ ଏକ ନୂଆ ଅପ୍ସନ ଦେଉଛି,…

ସବୁ ବ୍ୟାଙ୍କ ଖାତା ବିବରଣୀ ଦେବାକୁ ପଡ଼ିବ

ଆଇଟିଆର-୧ ଓ ଆଇଟିଆର୍‌-୪ ଫର୍ମକୁ ବଡ଼ଦିନ ପୂର୍ବରୁ ଉନ୍ମୋଚନ କରାଯାଇଛି। ୨୦୨୪-୨୫ ଆକଳନ ବର୍ଷ ଲାଗି ଆସିଥିବା ଏହି ଫର୍ମରେ ଟିକସଦାତାମାନଙ୍କୁ କେତେକ ଅତିରିକ୍ତ ସୂଚନା‌ ଦେବାକୁ ପଡ଼ିବ। ନୂଆ ଫର୍ମରେ କେତେ ଟଙ୍କାର ନଗଦ ରାଶି ମିଳିଛି ଓ ନିଜ ନାମରେ ଥିବା ସବୁ ବ୍ୟାଙ୍କ ଖାତାରେ ବିବରଣୀ…

ଆସିବେ ଖଡ଼ଗେ, ରାହୁଲ, ପ୍ରିୟଙ୍କା

ଜାନୁଆରି ମାସରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ସୁନ୍ଦରଗଡ଼ ଆସିବେ। ଆଜି ସୁନ୍ଦରଗଡ଼ ଗସ୍ତରେ ଆସିଥିବା ପିସିସି ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ନିକଟରେ ନୂଆଦିଲ୍ଲୀରେ ଓଡ଼ିଶା କଂଗ୍ରେସ ସହ ଏଆଇସିସିର…

ଗାଜା ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲୀୟ ବିମାନ ଆକ୍ରମଣ 

କେନ୍ଦ୍ରୀୟ ଗାଜାସ୍ଥିତ ଏକ ଶରଣାର୍ଥୀ ଶିବିର‌ ଉପରେ ଗୋଟାଏ ଇସ୍ରାଏଲୀୟ ଲଢୁଆ ବିମାନ ଆକ୍ରମଣ କରିବାରୁ ଅନ୍ୟୂନ ୭୦ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା କଥା ରବିବାର ଦିନ ହମାସ୍‌ ନିୟନ୍ତ୍ରଣାଧୀନ ଗାଜାର ସ୍ବାସ୍ଥ୍ୟମନ୍ତ୍ରାଳୟ କହିଛି।ବିମାନ ଆକ୍ରମଣରେ ଅଲ୍‌-ମଗାଜୀ ଶିବିରରେ ଥିବା ଘର ସବୁ…

ରାଶିଫଳ

ମେଷ: ପାରିବାରିକ ଅଶାନ୍ତିରୁ ମୁକ୍ତି ପାଇବେ। ଆପଣଙ୍କ କାମ ନେଇ କର୍ତ୍ତୃପକ୍ଷ ଖୁସି ରହିବେ। ଜୀବନସାଥୀ ଆପଣଙ୍କୁ ଖୁସି ହେବାର କାରଣ ଦେବେ। ଛାତ୍ରଛାତ୍ରୀ ମନ ଚାହୁଁଥିବା ବିଷୟରେ ଭଲ ପ୍ରଦର୍ଶନ କରିବେ। ବୃଷ: ବେପାରୀଙ୍କୁ ଲାଭ ମିଳିବ। ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନେବେ। ଦାମ୍ପତ୍ୟ…

ରାଜ୍ୟରେ ଶୀତ କମିବା ସହ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି

ରାଜ୍ୟରେ ଶୀତ କମିଛି । ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ବର୍ତ୍ତମାନ ରାଜ୍ୟକୁ ଉଷ୍ଣ ଶୁଷ୍କ ପବନ ପ୍ରବାହ ବଢୁଥିବାରୁ ତାପମାତ୍ରା ବୃଦ୍ଧି ହେବା ସହ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ଅନୁଭୁତ ହେଉଛି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଉପକୂଳ ସମେତ…

ବଡ଼ଦିନ ଓ ନୂଆବର୍ଷ ପାଇଁ ଖୋଲା ରହିବ ନନ୍ଦନକାନନ

ଭୁବନେଶ୍ବର: ବଡ଼ଦିନ ଓ ନୂଆବର୍ଷ ପାଇଁ ଖୋଲା ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ । ପର୍ଯ୍ୟଟକଙ୍କ ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ବଡ଼ଦିନ ପାଇଁ ଆସନ୍ତା ୨୫ ତାରିଖ ଓ ଜାନୁଆରୀ ପହିଲାରେ ପର୍ଯ୍ୟଟକଙ୍କ ପାଇଁ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରତି…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୩ ନକ୍ସଲ

ଛତିଶଗଡ଼ର ନକ୍ସଲ ପ୍ରବଣ ଦାନ୍ତେୱାଡାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୩ ନକ୍ସଲ । ଦାନ୍ତେୱାଡର ଟୁମକାପାଲ ଓ ଡାବା କୁନ୍ନା ଗାଁ ମଧ୍ୟରେ ଏନକାଉଣ୍ଟର ହୋଇଛି  । ଏହି ଅଞ୍ଚଳରେ କିଛି ନକ୍ସଲ ଲୁଚି ରହିଥିବା ଖବର ମିଳିବା ପରେ ଡିଆରଜି, ସିଆରପିଏଫ ଓ ପୁଲିସ ପକ୍ଷରୁ ମିଳିତ ଅପରେସନ ଆରମ୍ଭ…

ଧରାବତରଣ କଲେ ଯୀଶୁ

ଭୁବନେଶ୍ବର: ମଧ୍ୟରାତ୍ରରେ ପ୍ରଭୁ ଯୀଶୁ ଧରାବତରଣ କଲେ। ଏହାପରେ ଖେଳିଗଲା ଖୁସିର ମାହୋଲ। ଅନ୍ତୁଡ଼ିଶାଳରେ ନବଜାତ ଯୀଶୁଙ୍କ ପଦାର୍ପଣ ପରେ ଚଳଚଞ୍ଚଳ ହୋଇଉଠିଲା ସମଗ୍ର ଚର୍ଚ୍ଚ ପରିବେଶ। ପ୍ରଭୁଙ୍କ ଦିବ୍ୟଦର୍ଶନ କରିବା ସହ ଶ୍ରଦ୍ଧାଳୁମାନେ ଖୁସିରେ ପରସ୍ପରକୁ ଆଲିଙ୍ଗନ କରି ଜଣାଇଲେ ‘ମେରି…

ଧରାବତରଣ କରିବେ ପ୍ରଭୁ ଯୀଶୁ

ଧରାବତରଣ କରିବେ ପ୍ରଭୁ ଯିଶୁଖ୍ରୀଷ୍ଟ । ମଧ୍ୟରାତ୍ରୀରେ ଜନ୍ମନେବେ ଯିଶୁଖ୍ରୀଷ୍ଟ । ସାରା ରାଜ୍ୟରେ ଶିଶୁ ଯିଶୁଙ୍କ ସ୍ବାଗତ ପାଇଁ ସୁରକ୍ଷା ସହ  ହୋଇଛି ସମସ୍ତ ପ୍ରସ୍ତୁତି । ନିର୍ମାଣ ହୋଇଛି ପବିତ୍ର ଗୁହାଳ । କ୍ୟାଥୋଲିକ ଓ ବାପଟିଷ୍ଟ ଚର୍ଚ୍ଚ ଗୁଡ଼ିକରେ ସମସ୍ତ ବ୍ୟବସ୍ଥା ଚୂଡାନ୍ତ ହୋଇଛି ।…