ଆଜିର ରାଶିଫଳ

ମେଷ: ଆପଣଙ୍କ ଭିତରେ ଆତ୍ମବିଶ୍ବାସ ପୂରି ରହିବ। ନୂଆ କାମ ଆରମ୍ଭ କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ। ଜୀବନସାଥୀର ଭାବନାକୁ ବୁଝିବା ପାଇଁ ସବୁ ପ୍ରକାର ପ୍ରୟାସ କରିବେ। ‌ ବୃଷ: ସଠିକ୍ ଯୋଜନା କ୍ୟାରିଅରରେ ପରିବର୍ତ୍ତନ ଆଣିବ। ଆପଣଙ୍କ ବ୍ୟବହାର ଆପଣଙ୍କୁ ଲୋକପ୍ରିୟ କରିଦେବ।…

ମୋଦିଙ୍କୁ ନେଇ ବିବାଦୀୟ ଟିପ୍ପଣୀ ପରେ ମାଳଦ୍ୱୀପ ନେତାଙ୍କ ଉପରେ ବର୍ଷିଲେ ଭାରତୀୟ

ନୂଆଦିଲ୍ଲୀ: ଲାକ୍ଷାଦ୍ୱୀପ ଗସ୍ତ କରି ଫଟୋ ସେୟାର କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ସେହି ଟ୍ବିଟ୍‌ ପରେ ମାଳଦୀପର ଜଣେ ପରେ ଜଣେ ମନ୍ତ୍ରୀ ବିବାଦୀୟ ବୟାନ ଦେଇଥିଲେ। ମାଳଦୀପ ମନ୍ତ୍ରୀମାନଙ୍କ ବୟାନକୁ ଭାରତୀୟ ନେତା , ବଲିଉଡ ତାରକା ଏବଂ ପୂର୍ବତନ କ୍ରିକେଟ…

ଫାଟୁଛି କି ଓଠ ? 

ଚର୍ମର ଶୁଷ୍କତା ସହିତ, ଫଟା ଓଠ ମଧ୍ୟ ଶୀତ ଦିନର ଏକ ସାଧାରଣ ସମସ୍ୟା । ଏପରି ପରିସ୍ଥିତିରେ, ଆପଣ ଦାମୀ ବ୍ୟୁଟି ପ୍ରଡକ୍ଟସ ବ୍ୟବହାର କରୁଥିବେ ଯାହା ଅନେକ ରାସାୟନିକ ପଦାର୍ଥରେ ଭରପୁର ଥାଏ । ଏହାର ଅତ୍ୟଧିକ ବ୍ୟବହାର ଆପଣଙ୍କ ଓଠକୁ ଧୀରେ ଧୀରେ କଳା କରିବା ଆରମ୍ଭ କରେ ।ଏଭଳି ପରିସ୍ଥିତିରେ,…

ବିବାହ କରିବେ ରକୁଲ-ଜ୍ୟାକି

ରକୁଲ୍‌ ପ୍ରୀତ୍ ସିଂହଙ୍କ ବିବାହର ସାହାନାଇ ଆସନ୍ତା ଫେବ୍ରୁଆରିରେ ବାଜିବାକୁ ଯାଉଛି। ନିଜ ପୁରୁଷ ବନ୍ଧୁ ଅଭିନେତା ଓ ପ୍ରଯୋଜକ ଜ୍ୟାକି ଭାଗ୍‌ନାନିଙ୍କୁ ସେ ଆସନ୍ତା ଫେବ୍ରୁଆରି ୨୨ରେ ବିବାହ କରିବାକୁ ଯାଉଛନ୍ତି। ଗତ ୨ ତାରିଖ ଦିନ ରାତିରେ ଉଭୟ ନୂଆବର୍ଷ ପାଳନ କରିବା ପରେ  ମୁମ୍ବାଇ…

ଟି-୨୦ ଦଳକୁ ଫେରିବେନି ରାହୁଲ-ଶ୍ରେୟସ

ରୋହିତ ଶର୍ମା ଏବଂ ବିରାଟ କୋହଲି ବର୍ଷକ ପରେ ଟି-୨୦ ଦଳକୁ କମବ୍ୟାକ କରୁଥିବା ବେଳେ ଆହତ ସମସ୍ୟା ଯୋଗୁଁ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସୂର୍ଯ୍ୟକୁମାର ଯାଦବ ଦଳରୁ ବାଦ୍ ପଡ଼ିଛନ୍ତି । କିନ୍ତୁ ଦଳର ଷ୍ଟାର ବ୍ୟାଟର କେ.ଏଲ ରାହୁଲ, ଶ୍ରେୟସ ଆୟରଙ୍କ ସହ ୟୁଜବେନ୍ଦ୍ର ଚହଲ ଏବଂ ରବିଚନ୍ଦ୍ରନ…

୫ ଏମ୍‌ପିଙ୍କୁ ମିଳିବ ସଂସଦରତ୍ନ ପୁରସ୍କାର

୫ ଏମ୍‌ପିଙ୍କୁ ମିଳିବ ସଂସଦରତ୍ନ ପୁରସ୍କାର ନୂଆଦିଲ୍ଲୀ: ଚଳିତ ବର୍ଷର ସଂସଦରତ୍ନ ପୁରସ୍କାର ପାଇଁ ଲୋକ ସଭାର ୫ ଏମ୍‌ପିଙ୍କୁ ଚୟନ କରାଯାଇଛି। ଭାଜପା ଏମ୍‌ପି ସୁକାନ୍ତ ମଜୁମଦାର, ସୁଧୀର ଗୁପ୍ତା, ଶିବସେନାର ଶ୍ରୀକାନ୍ତ ଏକନାଥ ଶିନ୍ଦେ, ଏନ୍‌ସିପିର ଅମୋଲ ରାମସିଂ କୋଲ୍‌ହେ ଏବଂ କଂଗ୍ରେସ…

GST ନିୟମରେ ବଡ଼ ପରିବର୍ତ୍ତନ

ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରୁ କେନ୍ଦ୍ର ସରକାର GST ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ବର୍ତ୍ତମାନ ୫ କୋଟି ଟଙ୍କାରୁ ଉଦ୍ଧ୍ୱର୍ ବ୍ୟବସାୟ କରୁଥିବା ବ୍ୟବସରୟୀମାନେ ଇ-ଚାଲାଣ(e-Invoice) ବିନା ଇ-ୱେ ବିଲ୍(e way Bill) ଜେନେରେଟ କରିପାରିବେ ନାହିଁ । ଦ୍ରବ୍ୟ ଏବଂ ସେବା…

ଘନ କୁହୁଡ଼ି ଆସ୍ତରଣ

ରାଜ୍ୟରେ ସକାଳୁ ସକାଳୁ ଘନ କୁହୁଡ଼ି ଆସ୍ତରଣ । ଆଜି ୧୫ ଜିଲ୍ଲାକୁ ଘନ କୁହୁଡ଼ି ନେଇ ୟଲୋ ଆଲର୍ଟ ଜାରି କରାଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ।…

ଗୁଗଲ ଆକାଉଣ୍ଟ ହ୍ୟାକ କରୁଛନ୍ତି ହ୍ୟାକର୍ସ !

ମୋବାଇଲ, କମ୍ପ୍ୟୁଟର ଯୁଗରେ ଗୁଗଲ ଆକାଉଣ୍ଟ କୌଣସି କାମ କରିବା ଏକ ପ୍ରକାର ଅସମ୍ଭବ । ଫାଷ୍ଟ ଇଣ୍ଟରନେଟ୍‌ ଯୁଗ ଲୋକଙ୍କ ଯେତିକି ସୁବିଧା ଯୋଗାଇଛି, ସେତିକି ସମସ୍ୟାରେ ବି ପକାଇଛି । ଆଜିର ସମୟରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ସାଇବର କ୍ରାଇମରୁ ବର୍ତ୍ତିବା । ଯେତେ ଅତ୍ୟାଧୁନିକ…

ଇସ୍ରାଏଲରେ ଲାଇଭ ଟିଭିରେ ବନ୍ଧୁକ ସହ ଆଙ୍କର

ଇସ୍ରାଏଲ ଓ ହମାସ୍‌ ମଧ୍ୟରେ ଗତ ଅକ୍ଟୋବର ୭ରୁ ସଂଘର୍ଷ ଚାଲିଛି। ଏଥିରେ ୨୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଏଥିସହିତ ଗାଜା ଧ୍ବଂସସ୍ତୂପରେ ପରିଣତ ହୋଇସାରିଲାଣି। ନିକଟ ଭବିଷ୍ୟତରେ ଏହି ଯୁଦ୍ଧ ଥମିବା ବି ଦେଖାଯାଉନାହିଁ। ଏଭଳି ସ୍ଥିତିରେ ଇସ୍ରାଏଲର ଏକ ଲାଇଭ ଟିଭିରେ ଜଣେ ଆଙ୍କର…