ରାମଲାଲଙ୍କୁ କେମିତି କରିବେ ଦର୍ଶନ

ଅଯୋଧ୍ୟା:ରାମଲାଲଙ୍କୁ କେମିତି ଓ କେତେବେଳେ କରିବେ ଦର୍ଶନ  । ଭଗବାନ ରାମଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ  ଅଯୋଧ୍ୟାର କୋଣ କୋଣରେ ଉତ୍ସବର ମାହୋଲ। ଅଯୋଧ୍ୟା ହେଉଛି ପୁରୁଷୋତ୍ତମ ରାମଙ୍କ ଜନ୍ମ ସ୍ଥାନ। ଆଜି ଅଯୋଧ୍ୟାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି। ଜାନୁଆରୀ ୨୨ରେ ଭବ୍ୟ ରାମ ମନ୍ଦିର…

ଆଜିଠୁ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କୁ ମିଳିବ ନିଟ୍ ଓ ଜେଇଇ ପାଇଁ ଅନଲାଇନ କୋଚିଂ

ଭୁବନେଶ୍ୱର : ଆଜିଠୁ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କୁ ମିଳିବ ନିଟ୍ ଓ ଜେଇଇ ପାଇଁ ଅନଲାଇନ କୋଚିଂ  । ନିଟ୍ ଓ ଜେଇଇ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଆଜିଠାରୁ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କୁ ମିଳିବ ଅନଲାଇନ କୋଚିଂ। ଆଜିଠୁ ୩୧ ତାରିଖ ପର୍ଯ୍ୟନ୍ତ ଦୁଇଟି ସିଟିଂରେ…

ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ଆରମ୍ଭ

ହୀରାକୁଦ  ଜଳଭଣ୍ଡାରର ୫୦୦ ବର୍ଗ କିଲୋମିଟର ମଧ୍ୟରେ ପକ୍ଷୀ ଗଣନା କରାଯାଉଛି। ସକାଳ ୬ଟାରୁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ, ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପକ୍ଷୀ ଗଣାଯିବ। ହୀରାକୁଦ ଓ୍ବାଇଲ୍ଡ ଲାଇଫ ଡିଭିଜନ ପକ୍ଷରୁ ସମ୍ବଲପୁର, ଝାରସୁଗୁଡା ଓ ଛତିଶଗଡ ସଂଲଗ୍ନ ଜଳଭଣ୍ତାରରେ ପକ୍ଷୀ ଗଣନା…

ରାଶିଫଳ

ମେଷ: ଚାକିରିରେ ଦରମା ବୃଦ୍ଧି ସହ ବଦଳିର ଯୋଗ ରହିଛି। ଯାନ କିଣିବାର ଇଚ୍ଛା ପୂରା ହେବ। ବିରୋଧୀ ଆପଣଙ୍କ ଲାଗି ସମସ୍ୟା ସୃଷ୍ଟି କରିପାରନ୍ତି। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ। ବୃଷ: କାରବାରରେ ଉତ୍‌ଥାନ ପତନ ଲାଗି ରହିବ। ନିକଟ ସଂପର୍କୀୟ ସହିତ ସମୟ କାଟିବେ। ରାଜନୀତି…

ପଞ୍ଚମ ଥର ପାଇଁ ଶେଖ୍‌ ହସିନା ସରକାର

ପୁଣିଥରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ତଥା ଆୱାମୀ ଲିଗ୍ ମୁଖ୍ୟ ଶେଖ୍‌ ହସିନା କ୍ଷମତା ଦଖଲ କରିବାକୁ ଯାଉଛନ୍ତି। ସାଧାରଣ ନିର୍ବାଚନରେ ବିପୁଳ ବିଜୟ ହାସଲ ସହ ହସିନା ପଞ୍ଚମ ଥର ପାଇଁ ସରକାର ଗଠନ କରିବା ରାସ୍ତା ସଫା ହୋଇଯାଇଛି। ୨୦୦୯ ମସିହାରୁ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଦକ୍ଷିଣ…

ଆଜିଠୁ ଧର୍ମଘଟକୁ ଓହ୍ଲାଇବେ ପରିବହନ ଶ୍ରମିକ

ରାଜ୍ୟବ୍ୟାପୀ ଧର୍ମଘଟ କରିବେ ପରିବହନ ଶ୍ରମିକ ସଂଘର ସଦସ୍ୟ । ନୂଆ ହିଟ ଆଣ୍ଡ ରନ୍ ଆଇନକୁ ପ୍ରତ୍ୟାହାର ଦାବିରେ ଧର୍ମଘଟ କରୁଛି ଓଡ଼ିଶା ପରିବହନ ଶ୍ରମିକ ସଂଘ । ଡ୍ରାଇଭର ସଂଘର ଆନ୍ଦୋଳନ ପରେ ପରିବହନ ଶ୍ରମିକ ସଂଘ ମଧ୍ୟ ଧର୍ମଘଟକୁ ଓହ୍ଲାଇଛି । ଫଳରେ ସାଧାରଣ ଜନତାଙ୍କ ଉପରେ ପରୋକ୍ଷ ଭାବରେ…

ଆଫଗାନିସ୍ତାନ ବିପକ୍ଷ ଟି-୨୦ ପାଇଁ  ରୋହିତ ଶର୍ମା ଅଧିନାୟକ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଆଫଗାନିସ୍ତାନ ବିପକ୍ଷ ଟି-୨୦ ପାଇଁ  ରୋହିତ ଶର୍ମା ଅଧିନାୟକ ଭାବେ ଦାୟିତ୍ବ ତୁଲାଇବେ । ରୋହିତ ଶର୍ମା ଏବଂ ବିରାଟ କୋହଲି ଦଳକୁ ଫେରିଛନ୍ତି । ମହମ୍ମଦ ସିରାଜ ଏବଂ ଜଶପ୍ରିତ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି ।…

ମୋଦୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ମାଳଦ୍ବୀପର ୩ ମନ୍ତ୍ରୀ ନିଲମ୍ବିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ମାଳଦ୍ବୀପର ୩ ମନ୍ତ୍ରୀ ନିଲମ୍ବିତ । ନିଲମ୍ବିତ ହୋଇଥିବା ତିନି ମନ୍ତ୍ରୀ ହେଲେ ଯୁବ ସଶକ୍ତିକରଣ, ସୂଚନା ଓ କଳା ମନ୍ତ୍ରଣାଳୟ ମନ୍ତ୍ରୀ ମରିୟମ ଶିଆନା, ପରିବହନ ଏବଂ ବେସାମରିକ ବିମାନ ଚଳାଚଳ…

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଶ୍ବଶୁର ଘରୁ ଆସିଲା ୫ ହଜାର ପ୍ରକାରର ଉପହାର

ଅଯୋଧ୍ୟା : ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଶ୍ବଶୁର ଘର ମିଥିଳାରୁ ରାମଲଲାଙ୍କ ପାଇଁ ୫ ହଜାର ଉପହାର ଆସିଛି। ଜନକପୁର ଧାମର ମେୟର ମନୋଜ କୁମାର ଶାହ ଏବଂ ଜାନକୀ ମନ୍ଦିରର ମହନ୍ତ ରାମତପେଶ୍ବର ଦାସଙ୍କ ନେତୃତ୍ବରେ…

ଅନ୍ୟକୁ ବିବାହ ପରେ ବି ପୂର୍ବ ସ୍ୱାମୀଙ୍କଠାରୁ ଭରଣପୋଷଣ ପାଇବେ ମୁସଲିମ ମହିଳା

ଅନ୍ୟକୁ ବିବାହ ପରେ ବି ପୂର୍ବ ସ୍ୱାମୀଙ୍କଠାରୁ ଭରଣପୋଷଣ ପାଇବେ ମୁସଲିମ ମହିଳା । ଅନ୍ୟ ଜାଗାରେ ବିବାହ କରିଥିଲେ ବି ସେ ଭରଣପୋଷଣ ପାଇବାର ହକ୍‌ଦାର ।ଛାଡପତ୍ର ହୋଇଥିବା ମୁସଲମାନ ମହିଳାଙ୍କ ସପକ୍ଷରେ ବମ୍ବେ ହାଇକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଛାଡପତ୍ର ପରେ ରକ୍ଷଣାବେକ୍ଷଣ ସହ ଜଡିତ…