ଆଇଫୋନ୍ର କମାଲ୍
୧୬ ହଜାର ଫୁଟ ଉପରୁ ଫୋନ ପଡ଼ିବି ବି ସୁରକ୍ଷିତ । ଖାଲି ସୁରକ୍ଷିତ ନୁହେଁ ପୂର୍ବ ଭଳି ଚାଲୁଛି ଫୋନ୍ । ଆଲାସ୍କା ଏୟାର୍ ଲାଇନ୍ସର ବୋଇଂ 737-9 ମାକ୍ସ ବିମାନର ଏମାର୍ଜେନ୍ସି କବାଟ ଉଡ଼ିଯିବା ଘଟଣାରେ ଆସିଛି ଏଭଳି ତତ୍ୟ । ବିମାନର ଏମାର୍ଜେନ୍ସି କବାଟ ଉଡ଼ିଯିବା ପରେ ବିମାନରେ ଥିବା କିଛି…