ଦଳ ଛାଡ଼ିଲେ କଂଗ୍ରେସ ନେତା ମିଲିନ୍ଦ ଦେଓରା

ଜଣଙ୍କ ପରେ ଜଣେ କଂଗ୍ରେସ ନେତା ଜଳ ଛାଡି ଚାଲିଯାଉଛନ୍ତି । ଏହାରି କ୍ରମରେ  କଂଗ୍ରେସ ସହ ଦୀର୍ଘ ଦିନର ସମ୍ପର୍କ ଛିନ୍ନ କରିଛନ୍ତି ମିଲିନ୍ଦ ଦେଓରା  । ସେ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁରଲୀ ଦେଓରାଙ୍କ ପୁଅ । ସେ କହିଛନ୍ତି ଆଜିଠାରୁ କଂଗ୍ରେସ ସହ ତାଙ୍କ ପରିବାରର ଥିବା ୫୫ ବର୍ଷର…

କାଲିଠୁ ଆରମ୍ଭ ହେବ ୭୬ ତମ ବିଶ୍ଵ ପ୍ରଶିଦ୍ଧ ଧନୁଯାତ୍ରା

ବରଗଡ଼: ସୋମବାରଠାରୁ ଆରମ୍ଭ ହେବ ୭୬ ତମ ବିଶ୍ଵ ପ୍ରଶିଦ୍ଧ ଧନୁଯାତ୍ରା । କାଲିଠାରୁ ୧୧ ଦିନ ପର୍ଯ୍ୟନ୍ତ ବରଗଡରେ ଜିଲ୍ଲାପ୍ରଶାସନ ବଦଳରେ ଚାଲିବ ମହାରାଜା କଂସଙ୍କ ରାଜୁତି। ଏନେଇ ସାରା ବରଗଡ଼ ସହର ଚଳଚଂଚଳ ହୋଇଉଠିଥିବା ବେଳେ ମଥୁରା ଠାରୁ ଆରମ୍ଭ କରି ଗୋପପୁର ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନକୁ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୧୭ ତାରିଖ ସରକାରୀ ଛୁଟି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନକୁ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଲୋକାର୍ପଣ ଉତ୍ସବ ଭକ୍ତି ଓ ଉତ୍ସାହର ସହିତ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରକଳ୍ପ  ହେବ ଓଡିଆ ଅସ୍ମିତାର ଅନନ୍ୟ ନିଦର୍ଶନ। ଜଗତର  ନାଥ ଓ…

ଶରୀରରେ ସୁଗାରର ମାତ୍ରା କମ୍ ହେଲେ ହୋଇଥାଏ ଅନେକ ରୋଗ

ଆଜିକାଲି ଖରାପ ଲାଇଫଷ୍ଟାଇଲ ଯୋଗୁଁ ଲୋକମାନେ ଅଧିକ ପ୍ରଭାବିତ ହେଉଛନ୍ତି । ଡାକ୍ତରମାନେ ମିଠା କିମ୍ବା ଚିନି ଠାରୁ ଦୂରରେ ରହିବାକୁ ଆମକୁ ପରାମର୍ଶ ଦିଅନ୍ତି । କିନ୍ତୁ ସୁଗାର ଲେଭଲ ଆମ ଶରୀର ପାଇଁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ। ଗ୍ଲୁକୋଜର ସାଧାରଣ ସ୍ତର ପ୍ରତି ଡେସିମିଟରରେ ୮୦-୧୧୦…

ପାରା ଆଥଲେଟିକ୍ସରେ ପଦକ ବର୍ଷା

ଅନ୍ତିମ ଦିନରେ ୪ଟି ସ୍ୱର୍ଣ୍ଣ ପଦକ ମିଳିଥିବା ବେଳେ ଗୋଟିଏ କାଂସ୍ୟ ପଦକ ନିଜ ନାମରେ କରିଛନ୍ତି ଓଡ଼ିଆ ଖେଳାଳି । ପାରା ଆଥଲେଟିକ୍ସର ବିଭିନ୍ନ କ୍ଷେତ୍ରରେ ପଦକ ଜିତି ଓଡ଼ିଶାକୁ ଗର୍ବ ଏବଂ ଗୌରବ ଆଣିଛନ୍ତି ରାଜ୍ୟର ଏହି ପ୍ରତିଭାବାନ କ୍ରୀଡ଼ାବିତ୍ । ଗୋଟିଏ ଦିନରେ ୫ଟି ପଦକ ଦେଇ ଓଡ଼ିଶାର ଟେକ…

ଓପ୍ପୋ ରେନୋ ପ୍ରୋ’ 11 ମଡେଲ୍‌

ଓପ୍ପୋ ରେନୋ ସିରିଜର ଏକ ପ୍ରିମିୟମ ମଡେଲ । ଅନ୍ୟ ମହଙ୍ଗା ମଡେଲ ଭଳି ଏହାର ଦାମ୪୦ ହଜାର ଭିତରେ ରହିବ ।୫୦ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା, ୩୨ ସେକେଣ୍ଡାରୀ କ୍ୟାମେରା ରହଛି । ଏଥିରେ ୩୨ ମେଗାପିକ୍ସେଲର ଫ୍ରଣ୍ଟ୍‌ କ୍ୟାମେରା ମଧ୍ୟ ରହିଛି ।ଏଥିରେ 4,700mAh ବ୍ୟାଟେରୀ ବ୍ୟାକ୍‌ଅପ୍‌…

ଚର୍ଚ୍ଚାରେ ବାବୁସାନ

ଓଡ଼ିଆ ସିନେ ଅଭିନେତା ବାବୁସାନ ମହାନ୍ତି ଗତ ବର୍ଷ ଅନ୍ୟ ଜଣେ ଅଭିନେତ୍ରୀଙ୍କ ସହିତ ତାଙ୍କ ଘନିଷ୍ଠ ବନ୍ଧୁତାକୁ ନେଇ ବେଶ୍‌ ବିବାଦୀୟ ହୋଇ ପଡ଼ିଥିଲେ। ତାଙ୍କ ପତ୍ନୀଙ୍କ ଦୃଢ଼ ପ୍ରତିବାଦ ସହିତ ଅନେକ କିଛି ଘଟଣା ଘଟିଯାଇଥିଲା। ଯାହା ସାରା ଓଡ଼ିଶାବାସୀଙ୍କୁ ଭଲ ଭାବେ ଜଣା। ତେବେ, ସମୟ ସହିତ…

ନିଯୁକ୍ତି ଦେବ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ

ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ମୁମ୍ବାଇ ଅଞ୍ଚଳର ସ୍ପୋର୍ଟସ କୋଟା ଅଧୀନରେ ଇନ୍ସପେକ୍ଟର, ଷ୍ଟେନୋଗ୍ରାଫର, ଟ୍ୟାକ୍ସ ଆସିଷ୍ଟାଣ୍ଟ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି । ଏହି ଅଭିଯାନ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍…

ତାଇୱାନର ନୂଆ ରାଷ୍ଟ୍ରପତି

ଚୀନ ବିରୋଧୀ ଭାବେ ଜଣାଶୁଣା ଶାସକ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି-DPPର ରାଷ୍ଟ୍ରପତି ପ୍ରାର୍ଥୀ ଥିଲେ ଲାଇ ଚିଙ୍ଗତେ। ମୁଖ୍ୟ ବିରୋଧୀ ଦଳ କୋମିଙ୍ଗଟାନ-KMTର ପ୍ରାର୍ଥୀ ହୋ ୟୁଇ ଏବଂ ତାଇୱାନ ପିପୁଲ୍ସ ପାର୍ଟି-TPPର ରାଷ୍ଟ୍ରପତି ପ୍ରାର୍ଥୀ ତଥା ତାଇପେଇର ପୂର୍ବତନ ମେୟର କୋ ଓ୍ବେନ ଜେ…

କମିବ ଦିନ ତାପମାତ୍ରା, ବଢିବ ଶୀତ

କମିବ ଦିନ ତାପମାତ୍ରା। ବଢିବ ଶୀତ। ଉପାନ୍ତରୁ ଉପକୂଳ ସବୁଠି ଦେଖାଦେଇଛି ଏଭଳି ପାଗ । ଘନ କୁହୁଡିର ଚାଦର ତଳେ ସାରା ଓଡ଼ିଶା । ଆସନ୍ତାକାଲି ପର୍ଯ୍ୟନ୍ତ ଅତି ଘନ କୁହୁଡି ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ଗତକାଲି ରାଜଧାନୀ ଭୁବନେଶ୍ୱର ସମେତ କଟକ, କେନ୍ଦ୍ରାପଡା, ରାଉରକେଲା,…