ଅଭିବୃଦ୍ଧି ବଢିଲେ ବି ଲୋକଙ୍କ ଆୟ ବଢୁନି
ବେରୋଜଗାରୀ ଓ ମହଙ୍ଗା ବଜାର ଯୋଗୁ ଲୋକଙ୍କ କ୍ରୟ ଶକ୍ତି କମି ଚାଲିଛି। କୋଭିଡ ପରଠାରୁ ବେରୋଜଗାରୀ ସଂଖ୍ଯା ଦ୍ରୁତଗତିରେ ବଢିବା ଫଳରେ ମୁଣ୍ଡପିଛା ଆୟ ପ୍ରଭାବିତ ହୋଇଛି। କିନ୍ତୁ ବଡ଼ କଥା ହେଲା ରାଜ୍ୟମାନେ ଏ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛନ୍ତି।ଓଡ଼ିଶାରେ ମୁଣ୍ଡପିଛା ଆୟ ୧୦ ପ୍ରତିଶତରୁ…