ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ୮୩.୩ ମିଲିୟନ ଡଲାର ଜୋରିମାନା

ନ୍ୟୁୟର୍କ: ଏକ ଜୁରି କୋର୍ଟ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଲେଖକ ଇ ଜିନ କାରୋଲଙ୍କୁ ବଦନାମ କରିଥିବାରୁ ୮୩.୩ ମିଲିୟନ ଡଲାର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଆମେରିକାର ରାଷ୍ଟ୍ରପତି ଥିବାବେଳେ ୨୦୧୯ରେ ଏଲ ପତ୍ରିକାର ପୂର୍ବତନ ସ୍ତମ୍ଭକାରଙ୍କୁ ବଦନାମ କରିଥିଲେ।…

ଭାଜପା ନେତାଙ୍କୁ ସରକାରରେ ସାମିଲ କରିବେ ନୀତୀଶ,

ନୂଆଦିଲ୍ଲୀ: ଆରଜେଡି ଏବଂ କଂଗ୍ରେସ ସହ ମେଣ୍ଟକୁ ସମାପ୍ତ କରି ବିଜେପି ସହ ପୁଣି ମେଣ୍ଟ କରିବା ଲାଗି ନୀତୀଶ ସ୍ଥିର କରିଛନ୍ତି।  ସେ ଇସ୍ତଫା ଦେଇ ସନ୍ଧ୍ୟା ସୁଦ୍ଧା ଏନ୍‌ଡିଏ ସରକାରର ନେତୃତ୍ବ ନେଇ ନୂଆ ମୁଖ୍ୟମନ୍ତ୍ରୀ ଭ‌ାବେ ଶପଥ ଗ୍ରହଣ କରିବେ। ଆସନ୍ତା ତିନି ମାସ ମଧ୍ୟରେ ହେବାକୁ ଥିବା…

ଓଲିଙ୍କ ଅପରାଜିତ ୧୪୮, ଇଂଲଣ୍ଡକୁ ୧୨୬ ରନ୍‌ର ଲିଡ୍‌

ଭାରତର ପ୍ରଥମ ଇନିଂସ ୪୩୬ରେ ଅଟକିବା ପରେ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ଇଂଲଣ୍ଡ  ଷ୍ଟମ୍ପ ଅପସାରଣ ସୁଦ୍ଧା ୬ ୱିକେଟ୍ ହରାଇ ୩୧୬ ରନ୍ କରିଛି। ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଓଲି ପପ୍‌। ସେ ଅପରାଜିତ ୧୪୮ ରନ୍ କରିଛନ୍ତି। ସେ ଓ ରେହାନ ଅହମଦ  ଦଳର ଇନିଂସକୁ ଆଗେଇ ନେବେ। ପ୍ରଥମ…

ନିର୍ବାଚନ ପ୍ରଭାରୀ ଘୋଷଣା କଲା ବିଜେପି; ବିଜୟପାଲ ସିଂହ ତୋମାରଙ୍କୁ ଓଡ଼ିଶା ଓ ବୈଜୟନ୍ତଙ୍କୁ ୟୁପି ଦାୟିତ୍ୱ

ରାଜ୍ୟ ପାଇଁ ପ୍ରଭାରୀ ତାଲିକା ଘୋଷଣା କରିଛି ଦଳ। ବିଜୟ ସିଂହ ତୋମାରଙ୍କୁ ଓଡ଼ିଶା ପ୍ରଭାରୀ ଭାବେ ନିଯୁକ୍ତ କରାଯାଇ ଥିବାବେଳେ  ଲତା ଉସେଣ୍ଡିଙ୍କୁ ଓଡ଼ିଶା ସହ ପ୍ରଭାରୀ ଦାୟିତ୍ୱ ମିଳିଛି। ୨୦୧୪ ନିର୍ବାଚନରେ ଉତ୍ତର ପ୍ରଦେଶ ପ୍ରଭାରୀ ଦାୟିତ୍ୱ ତୁଲାଇ ଥିଲେ ଅମିତ ଶାହ। ଏହାପରେ ୨୦୧୯ରେ…

ବଡେ ମିଆଁ ଛୋଟେ ମିଆଁ

ଲିଜ ହୋଇଛି ବଲିଉର ଅପକମିଂ ଫିଲ୍ମ 'ବଡେ ମିଆଁ ଛୋଟେ ମିଆଁ' ଟିଜର। ଦମ୍‌ଦାର ଆକ୍ସନ ସାଙ୍ଗକୁ ଡଏଲଗ୍, ଲୋକଙ୍କୁ କରିଛି ଆଟ୍ରାକ୍ଟଏହି ଫିଲ୍ମକୁ ନେଇ ଦର୍ଶକମାନେ ବେଶ୍‌ ଉତ୍ସାହିତ ଥିବା ବେଳେ ମେକର୍ସ ଏବେ ଏହାର ଟିଜର ରିଲିଜ କରିଛନ୍ତି। ୧ ମିନିଟ୍‌ ୩୮ ସେକେଣ୍ଡର ଏହି ଟିଜର୍‌ରେ ଭରପୂର…

ଆଜିର ରାଶିଫଳ

ମେଷ: ସମସ୍ତ ସମସ୍ୟାର ଫଇସଲା ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ । ସାଙ୍ଗସାଥିମାନେ ସାହାଯ୍ୟ କରିବା ଫଳରେ ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ । ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣ କରି ବେଶ୍ ଆନନ୍ଦ ଅନୁଭବ କରିବେ । ବୃଷ: ସ୍ୱାସ୍ଥ୍ୟ କିମ୍ବା ଆଇନ୍ ଅଦାଲତ୍ ସମ୍ପର୍କୀୟ ଦୁଶ୍ଚିନ୍ତା…

ସମଲେଇ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମା’ ସମଲେଇ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି ।ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି  ମା' ସମଲେଇ ଆମ ସମସ୍ତଙ୍କର ଆରାଧ୍ୟ ଦେବୀ। ତାଙ୍କରି କୃପା ଓ ଆଶିଷରେ 'ସମଲେଇ' ପ୍ରକଳ୍ପ ସାକାର ହୋଇଛି। ଏବେ ମା'ଙ୍କ ପୀଠର ଭବ୍ୟ ପରିବେଶ…

ଆଜିଠୁ ଏନ୍‌ଡିଏର ପଦଯାତ୍ରା

ଦୁଇ/ତିନି ମାସ ପରେ ଦେଶରେ ସାଧାରଣ ନିର୍ବାଚନ ହେବ। ଲୋକକସଭା ନିର୍ବାଚନ ପୂର୍ବରୁ ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟିର ନେତୃତ୍ବରେ ଏନ୍‌ଡିଏ ଆଜି (କେରଳ) କେରଳରେ ଏକମାସ ବ୍ୟାପି…

ଶୀତଦିନେ ଦେଖାଦିଏ ଫ୍ଲୁ

ଶୀତଦିନେ ଅତ୍ୟଧିକ ଥଣ୍ଡା କାରଣରୁ ହୃଦୟ ମାଂସପେଶୀକୁ ଅମ୍ଲଜାନଯୁକ୍ତ ରକ୍ତ ଯୋଗାଣ ହ୍ରାସ କରିପାରେ । ଏପରି ସ୍ଥିତିରେ ହୃଦୟ ଅତ୍ୟଧିକ ପରିଶ୍ରମ କରିବାକୁ ଏକପ୍ରକାର ବାଧ୍ୟ ହୋଇଥାଏ । ଶୀତଦିନେ ଛାତି ସଂକ୍ରମଣ, ହୃଦସ୍ପନ୍ଦନ ଓ ରକ୍ତଚାପ ଆଦି ସମସ୍ୟା ବୃଦ୍ଧି ପାଇଥାଏ । ଅତ୍ୟଧିକ ଥଣ୍ଡା…

ଅଯୋଧ୍ୟାରୁ ନିରାଶ ହୋଇ ଫେରିଲେ ରାମ

ଅଯୋଧ୍ୟାରେ ଅରୁଣ ଗୋବିଲଙ୍କୁ ଦେଖି ଲୋକମାନେ ତାଙ୍କର ଭବ୍ୟ ସ୍ବାଗତ କରିଥିଲେ। କିନ୍ତୁ ଅରୁଣଙ୍କୁ ଅଯୋଧ୍ୟାରୁ ନିରାଶ ହୋଇ ଫେରିବାକୁ ପଡ଼ିଥିଲା। କାରଣ ସେ ଅନେକ ଦିନକୁ ଅପେକ୍ଷା କରି ରହିଥିବା ରାମଲଲ୍ଲାଙ୍କୁ ଦର୍ଶନ କରି ପାରିଲେ ନାହିଁ।ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ପୂର୍ବରୁ  ଅରୁଣ…