ମାଆ ‘ସମଲେଇ ପ୍ରକଳ୍ପ’ ଲୋକାର୍ପଣ

ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମାଆ ‘ସମଲେଇ ପ୍ରକଳ୍ପ’ର ଲୋକାର୍ପଣ ହେବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ପ୍ରକଳ୍ପର ଲୋକାର୍ପଣ କରିବେ। ତେବେ ଏହା ପୂର୍ବରୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ରଖିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମା’ ସମଲେଶ୍ୱରୀ…

ସବୁଠାରୁ ଆଗରେ ଫ୍ଲିପକାର୍ଟ

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୨-୨୩ ରେ ୪୮ ପ୍ରତିଶତ ଭାଗିଦାରୀ ସହିତ ଫ୍ଲିପକାର୍ଟ ବଜାର ଅଗ୍ରଣୀ ଥିଲା। ଫ୍ଲିପକାର୍ଟ ପାଇଁ ମୋବାଇଲ୍ ଏବଂ ପୋଷାକ ହେଉଛି ସବୁଠାରୁ ବଡ ପ୍ଲାଟଫର୍ମ। ରିପୋର୍ଟରେ କୁହାଯାଇଛି ଯେ, ଅନଲାଇନ୍ ସ୍ମାର୍ଟଫୋନ୍ ଏବଂ ଅନ୍ଲାଇନ୍ ଫ୍ୟାଶନ୍ ବଜାରରେ ଫ୍ଲିପକାର୍ଟର ଅଂଶ…

ବିହାର ରାଜନୀତିରେ ହଟଚମଟ, ନୀତିଶ-ବିଜେପି ଡିଲ୍

ପାଟନା: ବିହାର ରାଜନୀତିରେ  ଭାଙ୍ଗିପାରେ ଆରଜେଡି-ଜେଡିୟୁ ମେଣ୍ଟ ।  ଜେଡିୟୁ-ବିଜେପି ଏକାଠି ହେଲେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ବିଜେପିରୁ ଦୁଇଜଣ ଉପ-ମୁଖ୍ୟମନ୍ତ୍ରୀ ହେବା ନେଇ ଆଲୋଚନା ହେଉଛି। ଏହି ସମୟରେ ଆଉ ଏକ ବଡ ଖବର ହେଉଛି ଯେ,  ଜେଡିୟୁ ତାର ସବୁ…

ସାହସିକତା ଓ ବିଶିଷ୍ଟ ସେବା ପାଇଁ ସମ୍ମାନିତ ହେଲେ ପୋଲିସ ଅଧିକାରୀ

ଭୁବନେଶ୍ବର: ଉଲ୍ଲେଖନୀୟ ସେବା, ସାହାସିକତା ଓ ବିଶିଷ୍ଟ ସେବା ପାଇଁ ପୋଲିସ ପଦକ ପ୍ରଦାନ କରାଯାଇଛି । ଉଲ୍ଲେଖନୀୟ ସେବା ପାଇଁ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର, ଜୟପୁର ଭିଜିଲାନ୍ସ ଏସପି ବେଣୁଧର ନାୟକ, ସ୍ପେଶାଲବ୍ରାଞ୍ଚ ଅତିରିକ୍ତ ଏସପି ଅନନ୍ତ ଚରଣ ପତି, ଗଞ୍ଜାମ ଜିଲ୍ଲା ଅତିରିକ୍ତ ଏସପି…

ହସ୍ପିଟାଲରେ ସୈଫ ଅଲ୍ଲୀ ଖାନ

ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ଏହି ଅଭିନେତାଙ୍କୁ ଆଜି ସକାଳେ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୈନିକ ଭାସ୍କରର ରିପୋର୍ଟ ଅନୁଯାୟୀ ତାଙ୍କର ଆଣ୍ଠୁ ଏବଂ କାନ୍ଧରେ ଫ୍ୟାକ୍ଚର ହୋଇଛି । ତାଙ୍କ ଆଣ୍ଠୁରେ…

କାହିଁକି ବଢୁଛି କ୍ୟାନ୍ସର ବିପଦ ?

କ୍ୟାନ୍ସର ଦ୍ରୁତ ଗତିରେ ବଢିବାରେ ଲାଗିଛି । ଫଳରେ ଏହି ରୋଗରେ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଉଛି । କ୍ୟାନ୍ସର ପାଇଁ ବୈଜ୍ଞାନିକମାନେ ଅନେକ ପ୍ରକାର ଉପଚାର ବାହାର କରିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ସଠିକ୍ ନିରାକରଣ ବାହାରି ପାରିନାହିଁ । ପ୍ରତିବର୍ଷ ଧୂମପାନ କେବଳ ଫୁସଫୁସ କର୍କଟ…

ଅଶ୍ବିନ-ଜାଡ଼େଜା ସଫଳ ‌ସ୍ପିନ୍‌ ଯୋଡ଼ି

ଅଶ୍ବିନ ଓ ରବୀନ୍ଦ୍ର ଜାଡ଼େଜା ଭାରତ ପାଇଁ ସବୁଠୁ ସଫଳ ଟେଷ୍ଟ୍‌ ବୋଲିଂ ଯୋଡ଼ି ହୋଇପାରିଛନ୍ତି। ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ୍‌ରେ ଏହି ଯୋଡ଼ି ଭାରତୀୟ ଭାବେ ନୂଆ କୀର୍ତ୍ତିମାନ କରିଛନ୍ତି। ଏହି ମ୍ୟାଚ୍‌ରେ ଉଭୟ ୩-୩ ୱିକେଟ୍‌ ନେବା ସହ ମୋଟ ଉପରେ ୫୦୨* ୱିକେଟ୍‌…

ସ୍ମାର୍ଟ ବଜାରର ଫୁଲ୍ ପୈସା

ଚଳିତ ବର୍ଷ ଏହି ସେଲ୍‌ ଜାନୁଆରି ୨୪ରୁ ଆରମ୍ଭ ହୋଇ ୨୮ ପର୍ଯ୍ୟନ୍ତ ଚାଲିବ। ସାରା ଦେଶରେ ଥିବା ୪୦୦୦ରୁ ଅଧିକ ସ୍ମାର୍ଟ ବଜାର, ସ୍ମାର୍ଟ ସୁପର ଷ୍ଟୋର୍‌ ଓ ସ୍ମାର୍ଟ ପଏଣ୍ଟ୍‌ ଷ୍ଟୋର୍‌ରେ ଏହି ସୁବିଧା ମିଳିବ। ଜିଓମାର୍ଟ ଆପ୍‌ରେ ମଧ୍ୟ ଏହି ସେଲ୍ ଉପଲବ୍ଧ ହେବ। ଗ୍ରାହକମାନେ ଏହି ସେଲ୍…

ପାଣିପାଗରେ ପରିବର୍ତ୍ତନ

ଆଗାମୀ ଦୁଇ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିବ କୋହଲା ପାଗ । ଦକ୍ଷିଣ ଛତିଶଗଡ଼ ବାୟୁମଣ୍ଡଳ ଉପରି ଭାଗରେ ଥିବା ଏକ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳ ବିଶେଷ ଭାବେ ଉତ୍ତର ଉପକୂଳ, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା, ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ସ୍ୱଳ୍ପରୁ…