ଜେଏଫ୍ଏସ୍ଏଲ୍ର ବଜାର ମୂଲ୍ୟ ୨ଲକ୍ଷ କୋଟି
ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପ୍ର ଅଗ୍ରଣୀ କମ୍ପାନୀ ଜିଓ ଫାଇନାନ୍ସିଆଲ ସର୍ଭିସେସ୍ ଲିମିଟେଡ୍(ଜେଏଫ୍ଏସ୍ଏଲ୍) ର ବଜାର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚତ୍ଛି। ଏପରିକି ୨ଲକ୍ଷ କୋଟି ଟଙ୍କା ଉପରେ ଜେଏଫ୍ଏସ୍ଏଲ୍ର ବଜାର ମୂଲ୍ୟ ହୋଇଥିବା ଜଣାପଡିଛି। ଉଲ୍ଲେଖଯୋଗ୍ୟ,…