ହିତାଧିକାରୀଙ୍କ ପାଇଁ ଖୁସି ଖବର

ପିଏମ କିଷାନ ଯୋଜନାର ହିତାଧିକାରୀମାନଙ୍କ ପାଇଁ ଖୁସି ଖବର ଆସିଛି। ସେମାନଙ୍କ ବ୍ୟାଙ୍କ ସଞ୍ଚୟ ଖାତାକୁ ଖୁବ ଶୀଘ୍ର ଏହି ଯୋଜନାର ୧୬ତମ କିସ୍ତି ଆସିବାକୁ ଯାଉଛି। ଫେବ୍ରୂଆରି ମାସ ଶେଷ ସପ୍ତାହରେ ଏହା ସଞ୍ଚୟ ଖାତାକୁ ଆସିବ ବୋଲି କୁହାଯାଉଛି। ଦେଶର ଚାଷୀମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼…

ଚିପ୍ ନିର୍ମାତାଙ୍କୁ ପ୍ରୋତ୍ସାହନ

ଚିପ୍ ନିର୍ମାତାଙ୍କୁ ଆକୃଷ୍ଟ କରିବା ଲାଗି ରାଜ୍ୟ ସରକାର ଓଡ଼ିଶା ସେମିକଣ୍ଡକ୍ଟର ମାନୁଫାକ୍‌ଚରିଂ ଓ ଫାବଲେସ୍‌ ନୀତି ୨୦୨୩ରେ ସଂଶୋଧନ କରିଛନ୍ତି। ସେହି ସଂଶୋଧନକୁ କ୍ୟାବିନେଟ୍ କମିଟି ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଛି। ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ୫୦୦ କୋଟି ଟଙ୍କାରୁ ଅଧିକ…

ବିବାଦରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର

କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମ୍ୟାନେଜର ସାଗର ବେହେରା ଓ ତାଙ୍କ ସହଯୋଗୀ ମିଶି ତାଙ୍କୁ ମାଡ଼ ମାରିଥିବା ନେଇ ପ୍ରମୋଦ ବେହେରା ବାଦାମବାଡ଼ି ଥାନାରେ ଏକ ଏତଲା ଦେଇଛନ୍ତି। ତେବେ ପାଲା ମଣ୍ଡପ ନିକଟରେ ପ୍ରମୋଦ ରହୁଥିବା ଭଡ଼ା ଘରେ ସାଗର ଅନ୍ୟ ଜଣେ ଯୁବକଙ୍କୁ ନେଇ ପହଞ୍ଚି ଥିଲେ। ଏହାପରେ ବନ୍ଦ…

ଜିତିବା ଲକ୍ଷ୍ୟରେ ଭାରତ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟ୍‌ ଦୁଇ ଦଳଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି। କାରଣ ଭାରତ ଏବେ ୨-୧ରେ ଶୃଙ୍ଖଳାରେ ଆଗୁଆ ଥିବା ବେଳେ ରାଞ୍ଚିରେ ଜିତିଲେ ଶୃଙ୍ଖଳା କବ୍‌ଜା କରିନେବ। ତେଣୁ ଶୃଙ୍ଖଳାରେ ଜୀବିତ ରହିବାକୁ ହେଲେ ଇଂଲଣ୍ଡକୁ ଏହି ମ୍ୟାଚ୍‌ ଜିତିବା…

ଦୁର୍ଘଟଣାରେ ବାପପୁଅ ମୃତ, ଖବର ପାଇ ହୃଦଘାତରେ ଚାଲିଗଲେ ଦାଦା

ସଡ଼କ ଦୁର୍ଘଟଣାରେ ବଡ଼ ଭାଇ ଓ ପୁତୁରାଙ୍କ ମୃତ୍ୟୁ । ଆଜି ସକାଳ ପ୍ରାୟ ୯ଟା ବେଳେ ଲକ୍ଷ୍ମଣ ବାପାଙ୍କ ସହ ସ୍କୁଟିରେ ବାଙ୍କପାଟୁଳୀ ସାପ୍ତାହିକ ହାଟକୁ ଆସୁଥିଲେ। ଏହି ସମୟରେ ପିପିଳିଆ ଛକ ନିକଟରେ କେନ୍ଦୁଝର ପଟକୁ ଆସୁଥିବା ଏକ ରଡ୍‌ ବୋଝେଇ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ…

ଅଦ୍ୟ ଫେବୃଆରୀ ମାସ ୨୩ ତାରିଖ ୨୦୨୪ ମସିହା(ଶୁକ୍ରବାର) ଶକାବ୍ଦ -୧୯୪୫ ସମ୍ବତ -୨୦୮୦ ଦିଲ୍ଲୀସ୍ୱରାଦ୍ଧ-୧୪୩୧ ସମ୍ବତ୍ସର-ପିଙ୍ଗଳ ମାଘମାସ- ଶୁକ୍ଳପକ୍ଷ ତିଥି- ଚତୁର୍ଦ୍ଦଶୀ ଦିବା ଘ ୦୩/୪୫ ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା ନକ୍ଷତ୍ର- ଅଶ୍ଳେଷା ରାତ୍ରି ଘ୦୮/୧୭ ପର୍ଯ୍ୟନ୍ତ ତଦନ୍ତେ…

ଆରମ୍ଭ ହେବ ନାଟମଣ୍ଡପ ମରାମତି

ଆରମ୍ଭ ହେବ ଶ୍ରୀମନ୍ଦିରରେ ନାଟମଣ୍ଡପ ମରାମତି କାମ । ଦିନ ଗୋଟାଏରୁ କାମ ଆରମ୍ଭ ହୋଇ ସନ୍ଧ୍ୟା ୭ଟାରେ ଶେଷ ହେବ । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଏହି ମରାମତି କାମ କରାଯିବ । ଏଥିପାଇଁ ଶ୍ରୀଜିଉଙ୍କ ପୂଜାବିଧିର ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ରାତି ୩ଟା ୧୪ରେ…

ଶରଦଙ୍କୁ ମିଳିଲା ନୂଆ ଦଳୀୟ ଚିହ୍ନ

୨୪ ନିର୍ବାଚନରେ ନୂଆ ନାମ ଓ ନୂଆ ଚିହ୍ନ ନେଇ ଶରଦ ପାୱାରଙ୍କ ଦଳ ମଇଦାନକୁ ଓହ୍ଲାଇବ । ଶରଦ ପାୱାରଙ୍କ ନୂଆ ଦଳର ନାଁ ‘ଏନସିପି ଶରଦ ଚନ୍ଦ୍ର ପାୱାର’ ରହିଛି । ତାଙ୍କ ଦଳୀୟ ଚିହ୍ନ ଜଣେ ବ୍ୟକ୍ତି ପେଁକାଳି ଫୁଙ୍କୁଥିବା ଦେଖିବାକୁ ମିଳିଛି । ଗତ ସପ୍ତାହରେ ନିର୍ବାଚନ କମିଶନ ଅଜିତ ପାୱରଙ୍କ…

ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ ଅନ୍ତର୍ଜାତୀୟ ଗୀତା ମହୋତ୍ସବ

ଶ୍ରୀଲଙ୍କାର ବୁଦ୍ଧ ଶାସନ, ଧାର୍ମିକ ଓ ସାଂସ୍କୃତିକ ବ୍ୟାପାର ମନ୍ତ୍ରୀ ବିଦୁରା ବିକ୍ରମନାୟକେ କହିଛନ୍ତି ଯେ କଲମ୍ବୋରେ ଅନ୍ତର୍ଜାତୀୟ ଗୀତା ମହୋତ୍ସବ ଅନୁଷ୍ଠିତ ହେବ। ପରିଚାଳନା କମିଟି ବୈଠକରେ ମନ୍ତ୍ରୀ କହିଛନ୍ତି, ଶ୍ରୀମଦ୍ ଭଗବତ ଗୀତାର କାଳଜୟୀ ଶିକ୍ଷାକୁ ଲୋକପ୍ରିୟ କରିବା ଏହି…

ବଢୁଛି ଖରା

ଗଲା କିଛି ଦିନ ଧରି ରାଜ୍ୟରେ ବଢୁଛି ଖରା । ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ସବୁଠି ଖରାର ଦାଉ । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ତାତି ଆହୁରି ବଢ଼ିପାରେ । ରାଜ୍ୟର କିଛି ଅଞ୍ଚଳରେ ତାତି ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଗତକାଲି ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା…