ପିଏମ ସୂର୍ଯ୍ୟଘର ଯୋଜନା ଆରମ୍ଭ ହେଲା ରେଜିଷ୍ଟ୍ରେସନ

କେନ୍ଦ୍ର ସରକାରଙ୍କ ମାଗଣା ବିଦ୍ୟୁତ୍ ଯୋଜନା ଅଧୀନରେ ହିତାଧିକାରୀମାନେ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତର ସୁବିଧା ପାଇବେ। ଏହି ଯୋଜନାରେ ଘରର ଛାତ ଉପରେ ସୌର ପ୍ୟାନେଲ ଲଗାଯିବ। ଏହି ଯୋଜନାରେ ସରକାର ୭୫ ହଜାର କୋଟି ଟଙ୍କା ବିନିଯୋଗ କରିବେ। ଏହି ଯୋଜନାର ହିତାଧିକାରୀଙ୍କୁ ସରକାର ସବସିଡି…

ପ୍ରିଲିମିନାରୀ ପରୀକ୍ଷା ସେଣ୍ଟର ବଦଳିଲା

ଚଳିତ ମାସ ୧୧ ଓ ୧୨ ତାରିଖରେ ଏହି ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା ଆୟୋଜିତ ହେବ । ସେନେଇ ନିକଟରେ ଓଏସଏସସି ୱେବସାଇଟରେ ଆଡମିଟ୍ କାର୍ଡ ଜାରି କରାଯାଇଥିଲା । ତେବେ ପରୀକ୍ଷାର ୩ ଦିନ ପୂର୍ବରୁ ଆସିଛି ଏକ ଜରୁରୀ ଖବର । ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷା ସେଣ୍ଟର…

ରାଜ୍ୟସଭା ଲାଗି ମନୋନୀତ ସୁଧା ମୂର୍ତ୍ତି

ଇନଫୋସିସ୍ ସହପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ସୁଧା ମୂର୍ତ୍ତି ରାଜ୍ୟସଭା ଲାଗି ମନୋନୀତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏ ବିଷୟରେ ଘୋଷଣା କରିଛନ୍ତି । ତେବେ ଏହି ଘୋଷଣା ପରେ ସୁଧା ମୂର୍ତ୍ତି କହିଛନ୍ତି ଆଜି ମହିଳା ଦିବସରେ ତାଙ୍କୁ ବଡ ଉପହାର ମିଳିଛି । ସେ କହିଛନ୍ତି…

ଦିଲ୍ଲୀ ଗଲେ ପାଣ୍ଡିଆନ ଓ ବବି

ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ନେଇ ଚର୍ଚ୍ଚା ଯେତିକି ବଢ଼ୁଛି ଆଶାୟୀଙ୍କ ହୃତ୍‌ସ୍ପନ୍ଦନ ସେତେ ବଢ଼ୁଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ସାଧାରଣ ସମ୍ପାଦକ (ସଂଗଠନ) ମାନସ ମହାନ୍ତି ଦିଲ୍ଲୀରେ ଅଛନ୍ତି। ଆଜି ସଂଧ୍ୟାରେ ବିଜେଡି ନେତା ତଥା ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଏବଂ…

କୋହଲିଙ୍କୁ କାଟିଲେ ଜୟ

ଧର୍ମଶାଳା ଟେଷ୍ଟ୍‌ର ପ୍ରଥମ ଦିନରେ ଏକକାଳୀନ ବହୁ କୀର୍ତ୍ତିମାନ ସ୍ଥାପିତ ହୋଇଛି। କୋହଲା ପାଗରେ ପାଣି ବର୍ଷିବା ପରିବର୍ତ୍ତେ ରେକର୍ଡ ବର୍ଷା ଦେଖିବାକୁ ମିଳିଛି। କୁଲଦୀପ ଯାଦବ ଦ୍ରୁତତମ ୫୦ ୱିକେଟ୍‌ର ବିରଳ କ୍ଲବ୍‌ରେ ସାମିଲ ‌ହୋଇଛନ୍ତି। ଅଧିନାୟକ ରୋହିତ ଶର୍ମା ପ୍ରଥମ…

ଜଗିବେ ୧୨ ପ୍ଲାଟୁନ ପୋଲିସ ଫୋର୍ସ

ମହାଶିବରାତ୍ରୀରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଶ୍ରଦ୍ଧାଳୁମାନେ କିପରି ଶାନ୍ତିଶୃଙ୍ଖଳାରେ ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କରିବେ ସେନେଇ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା…

ଅନ୍ତର୍ଜାତୀୟ ମହିଳା ଦିବସ 

ରାଜ୍ୟ ସରକାର ସେମାନଙ୍କ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଅଧିକାରର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇ ଉଦ୍ୟମ ଜାରି ରଖିଛନ୍ତି ବୋଲି ବିଶ୍ୱ ମହିଳା ଦିବସ ଉପଲକ୍ଷେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।ଲୋକସେବା କନ୍‌ଭେନଶନ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ…

ଟାଙ୍କିଏ ପାଣିକୁ ୨୦୦୦ ଟଙ୍କା

ବେଙ୍ଗାଲୁରୁରେ ଉତ୍କଟ ଜଳସଙ୍କଟ ଦେଖାଦେଇଥିବାବେଳେ ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏଭଳି ଜଳସଙ୍କଟ କେବେ ଦେଖାଦେଇ ନ ଥିଲା। ଏହାର ସୁଯୋଗ ନେଇ ମାଫିଆମାନେ ପାଣି ଟ୍ୟାଙ୍କର ଦାମ୍‌ ମନଇଚ୍ଛା ବଢ଼ାଇ ଦେଇଛନ୍ତି। ୧,୦୦୦ ଟଙ୍କାରେ ପୂର୍ବରୁ ମିଳୁଥିବା ଗୋଟିଏ ଟାଙ୍କି ପାଣି ଦାମ୍‌…

ଥରିଲା ଚାଇନା

ନ୍ୟାଶନାଲ ସେଣ୍ଟର ଫର ସିସମୋଲେଜି(ଏନସିଏସ) ରିପୋର୍ଟ କରିଛି ଯେ ଚାଇନାର କ୍ୱିଂଘାଇ ଅଞ୍ଚଳରେ ୫ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି।ଏ ନେଇ ଏନସିଏସ ପକ୍ଷରୁ ଏକ ଅଫିସିୟାଲ ଟୁଇଟ କରି ସତର୍କ ସୂଚନା ଜାରି କରାଯାଇଛି। ଏହାସହ ସମସ୍ତେ ଏହି ଭୂକମ୍ପକୁ ନେଇ ସତର୍କ ରହିବାକୁ…

ଆଜି ମହାଶିବରାତ୍ରି

ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ମହାଶିବରାତ୍ରି ଭାବରେ ପ୍ରସିଦ୍ଧ। ଏହି ତିଥିରେ, ଦିନରେ ଉପବାସ ଏବଂ ରାତିରେ ଉଜାଗର ରହି ବ୍ରତପାଳନ କରାଯାଏ। ଏ ନେଇ ଅନେକ ବ୍ରତକଥା ଓଡ଼ିଆରେ ଅଛି। ସେଥିମଧ୍ୟରୁ ଦୁଇଟି ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ତାହା ସୂଚାଏ, ନ ଜାଣି ବ୍ରତବିଧି ପାଳନ କଲେ ଯେପରି…