ରସେଲଙ୍କୁ ଶାହରୁଖଙ୍କ ଆଲିଙ୍ଗନ

ଗୁକୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌) ସହମାଲିକ ତଥା ବଲିଉଡ୍ ସୁପରଷ୍ଟାର୍ ଶାହରୁଖ ଖାନ ଦଳର ବିଜୟ ପରେ ପଡ଼ିଆକୁ ଆସି ଅଲ୍‌ରାଉଣ୍ଡ ପ୍ରଦର୍ଶନ ଦେଇଥିବା ଆନ୍ଦ୍ରେ ରସେଲଙ୍କୁ କୁଣ୍ଢାଇ ପକାଇଥିଲେ। ସନ୍‌ରାଇଜର୍ସ ବିପକ୍ଷ ଏହି ମ୍ୟାଚ୍‌ରେ ରସେଲ ୨୫ ବଲ୍‌ରେ ଅପରାଜିତ ୬୪ ରନ୍‌ କରିବାରୁ…

ମସ୍କୋ ଆକ୍ରମଣରେ ୩ ଜଣ ଦୋଷୀ ସାବ୍ୟସ୍ତ

ରୁଷ୍‌ ରାଜଧାନୀ ମସ୍କୋର ପ୍ରସିଦ୍ଧ କ୍ରୋକସ୍‌ ସିଟି ହଲ୍‌ରେ ଶନିବାର ହୋଇଥିବା ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ଅନେକ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏହି ଆକ୍ରମଣ ମାମଲାରେ ଅଦାଲତରେ ‌ଏବେ ୩ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଦୋଷୀ ସାବ୍ୟସ୍ତ…

ପୁରୁଣା ନୁହେଁ ନୂଆ ପୁସ୍ତକ ପଢ଼ିବେ ପିଲା

୨୦୨୪-୨୫ ପାଇଁ ଏହି ନୂତନ ସିଲାବସ୍ ଏପ୍ରିଲ ୧ ତାରିଖରୁ ଲାଗୁ ହେବ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ (CBSE) ଅଧିକାରୀଙ୍କ ସୂଚନାନୁଯାୟୀ ୩ୟ ଶ୍ରେଣୀ ଏବଂ ୬ଷ୍ଠ ଶ୍ରେଣୀର ସିଲାବସ୍ ବ୍ୟତୀତ ଅନ୍ୟ ଶ୍ରେଣୀର ସିଲାବସରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏନେଇ CBSE ଅନୁବନ୍ଧିତ…

ବିଜେଡି ଛାଡି ବିଜପିରେ ମିଶିବେ କି ?

ଲୋକସଭା ନିର୍ବାଚନ-୨୦୨୪ ଏବେ ନୂଆ ମୋଡ଼ ନେଇଛି । ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ଏବେ ବିଜେଡି ଓ ବିଜେପି ରାଜ୍ୟରେ ଏକାକୀ ନିର୍ବାଚନ ଲଢିବାକୁ ଯାଉଛନ୍ତିା ଏଥିପାଇଁ ଉଭୟ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ଟିକେଟ୍ କସରତ । ଏହାସହିତ ଉଭୟ ଦଳରେ ଦେଖିବାକୁ ମିଳିଛି ଦଳ ଡିଆଁ ପର୍ବ ।…

ସାରା ରାଜ୍ୟରେ ପାରଦ ଉପରମୁହାଁ 

ସାରା ରାଜ୍ୟରେ ମେଘମୁକ୍ତ ଆକାଶ ସହ ଶୁଖିଲା ପାଗ ଜାରି ରହିଛି । ଅନ୍ୟପକ୍ଷରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବାୟୁମଣ୍ଡଳରେ ଶୁଷ୍କତା ପରିମାଣ ବୃଦ୍ଧି ପାଇଛି । ଯାହାର ପ୍ରଭାବରେ ତାତି ବଢିଛି । ଏପରିକି ରାଜ୍ୟର ବହୁ ସହରରେ ତାପମାତ୍ରା ୩୫ରୁ ୩୮ ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁଛି । ଆସନ୍ତା ୩ ଦିନ…

ଆଜିର ରାଶିଫଳ

ମେଷ: ଆର୍ଥିକ ସ୍ଥିତି ପୂର୍ବପରି ଠିକ୍ ରହିବ ଓ ପାରିବାରିକ ଜୀବନ ସୁଖରେ କଟିବ । ଭାଗୀଦାରୀଙ୍କ ସହିତ ଲାଗିରହିଥିବା ଦ୍ୱନ୍ଦ୍ୱ ବା ମତଭେଦର ସମାଧାନ ହେବ । ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା ପ୍ରତିଯୋଗିତାରେ ବିଜୟୀ ହେବେ। ବୃଷ: ବ୍ୟବସାୟରେ ଉଚିତ୍ ପନ୍ଥା ଗ୍ରହଣ କରି ଲାଭବାନ ହେବେ ।…

ହୀରାକୁଦରେ ତୁରନ୍ତ କେନ୍ଦ୍ରୀୟ ମେଡିକାଲ ଟିମ୍‌ ନିୟୋଜିତ କରାଯାଉ

ସମ୍ବଲପୁର ଜିଲାର ହୀରାକୁଦ ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଝାଡ଼ାବାନ୍ତି ସଂକ୍ରମଣକୁ ରୋକିବା ପାଇଁ ପ୍ରଭାବିତ ଅଞ୍ଚଳରେ ତୁରନ୍ତ କେନ୍ଦ୍ରୀୟ ମେଡିକାଲ ଟିମ୍‌ ନିୟୋଜିତ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମନସୁଖ ମାଣ୍ଡଭୀୟଙ୍କୁ ଚିଠି ଜରିଆରେ ଅନୁରୋଧ…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନୂଆବୋହୂଙ୍କ ନିବେଦନ

ମୁଁ ଲିପ୍ସା ଭୋଇ । ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠ ପଢ଼ିଛି । ମୋ ସ୍ୱାମୀ ଚାଷ କରନ୍ତି । କଟକ ଜିଲ୍ଲା ନିଆଳି ବ୍ଲକ୍ ରତନପୁର ଗ୍ରାମ ୫ ନମ୍ବର ୱାର୍ଡ ପାରବସ୍ତ ସାହିରେ ଘର । ଏହି ଗାଁରେ କେବେ ସୂର୍ଯ୍ୟ ଉଦୟ ହୋଇନାହିଁ । ଗାଁକୁ ଭଲ ରାସ୍ତାଟିଏ ନାହିଁ । ପିଇବା ପାଇଁ ଭଲ ପାଣି ନାହିଁ ।…

ଓଡ଼ିଶାରେ ସରକାର ଗଢ଼ିଲେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ: ବିଜେପି

ଆଗାମୀ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ଜୋରଦାର ଲଢ଼ାଇ କରିବ। ଓଡ଼ିଶାର ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଅବତୀର୍ଣ୍ଣ କରାଇବ। ଆମେ ଭଲ ଭାବରେ ନିର୍ବାଚନ ଲଢ଼ିବୁ। ନୂଆଦିଲ୍ଲୀରେ ଅନୁଷ୍ଠିତ ବିଜେପିର ବୈଠକରେ ସାମିଲ ହୋଇ…

ଫୋକସରେ ନୂଆ ଭୋଟର ଓ ଛାତ୍ରଛାତ୍ରୀ , ସୋସିଆଲ୍ ମିଡିଆ ପାଲଟିବ ପ୍ରମୁଖ ଅସ୍ତ୍ର

ନୂଆ ଭୋଟର ସହ ଛାତ୍ରଛାତ୍ରୀଙ୍କ ଉପରେ ସବୁ ରାଜନୈତିକ ଦଳର ଆଖି । ସେମାନଙ୍କୁ ନିଜ ଆଡକୁ ଆଣିବା ପାଇଁ ପ୍ରସ୍ତୁତ ହେଉଛି ରଣନୀତି । ଏଥିପାଇଁ ବିଜୁଛାତ୍ର ଜନତା ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ରାଜ୍ୟ ସରକାରଙ୍କ ନୂଆ-ଓ ଏବଂ ସ୍କଲାରସିପ ଭଳି କାର୍ଯ୍ୟକ୍ରମକୁ ଅସ୍ତ୍ର କରି…