ଭାରତୀୟ ବାୟୁସେନାର ସୁଖୋଇ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ

ଭାରତୀୟ ବାୟୁସେନାର ଏକ ସୁଖୋଇ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ମହାରାଷ୍ଟ୍ରର ନାଶିକରେ ଏହି ଦୁର୍ଘଟଣା ଘଟିଛି। ନାଶିକ୍ ରେଞ୍ଜ୍ ସ୍ପେଶାଲ୍ ଇନ୍ସପେକ୍ଟର ଜେନେରାଲ୍ ଡି ଆର କରାଲେ କହିଛନ୍ତି ଯେ ସୁଖୋଇ ସୁ -30 ଏମକେ ବିମାନର ପାଇଲଟ୍ ତଥା ସହ-ପାଇଲଟ୍ ସୁରକ୍ଷିତ ଭାବେ ବାହାରକୁ…

ହିମାଚଳ ମଣ୍ଡି ଆସନରେ ଲୋକସଭା ପ୍ରାର୍ଥୀ କଙ୍ଗନା ରାଣାୱତ୍ ଆଗରେ

ହିମାଚଳ ପ୍ରଦେଶର ୪ଟି ଲୋକସଭା ଆସନର ଫଳାଫଳ ଆସିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କିଛି ସମୟ ପରେ ଏହା ସ୍ପଷ୍ଟ ହୋଇଯିବ ଯେ ରାଜ୍ୟରେ ବିଜେପି ନା କଂଗ୍ରେସ କିଏ ସରକାର ଗଠନ କରିବ। ତେବେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ହିମାଚଳ ପ୍ରଦେଶର ହଟ୍‌ ସିଟ୍‌ ମଣ୍ଡି। ମଣ୍ଡି ଆସନରୁ ମଇଦାନରେ…

ଭୁବନେଶ୍ବର ମଧ୍ୟମ ଆସନ: ଜିତିଲେ ଅନନ୍ତ ନାରାୟଣ ଜେନା

ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳ ନେଇ ଭୋଟ ଗଣତି ଜାରି ରହିଛି। ଶାସକ ଦଳ ବିଜେଡ଼ିକୁ ବିଜେପି ଚଳିତ ଥର କଡ଼ା ଟକ୍କର ଦେଇଛି। ଭୁବନେଶ୍ବର ମଧ୍ୟମ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ବିଜୟୀ ହୋଇଛନ୍ତି। ତେବେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଅନନ୍ତଙ୍କୁ କଡ଼ା…

ଝାରସୁଗୁଡ଼ାରେ ବିଜେପିକୁ ମିଳିଛି ପ୍ରଥମ ସଫଳତା

ଝାରସୁଗୁଡ଼ାରେ ବିଜେପିକୁ ମିଳିଛି ପ୍ରଥମ ସଫଳତା। ଝାରସୁଗୁଡ଼ା ଏବଂ ବ୍ରଜରାଜନଗରର ବିଜେପି ବିଧାନସଭା ପ୍ରାର୍ଥୀ ଯଥାକ୍ରମେ ଟଙ୍କଧର ତ୍ରିପାଠୀ ଓ ସୁରେଶ ପୂଜାରୀ ବିଜୟୀ ହୋଇଛନ୍ତି। ଟଙ୍କଧର ତ୍ରିପାଠୀ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡିର ଦୀପାଳି ଦାସଙ୍କୁ ୧୩୨୨ ଭୋଟରେ ପରାଜିତ…

୨୫ ବର୍ଷ ପରେ ରାଜ୍ୟର ରାଜନୈତିକ ସମୀକରଣରେ ନୂଆ ଧାରା

ଓଡ଼ିଶାରେ ଭୋଟ ଗଣତି ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ବିଧାନସଭା ପ୍ରାରମ୍ଭିକ ଧାରାରେ, ରାଜ୍ୟରେ ବିଜେପି ଆଗରେ ଚାଲୁଥିବାବେଳେ, ଶାସକ ଦଳ ବିଜେଡି ବହୁ ଆସନରେ ପଛୁଆ ରହିଛି।  ରାଜ୍ୟର ୧୪୭ ବିଧାନସଭା ଆସନ ମଧ୍ୟରୁ ବିଜେପି ୭୮ ଓ ବିଜେଡି ୫୪ ସିଟ୍‌ରେ ଆଗୁଆ ଅଛନ୍ତି। ସେହିପରି କଂଗ୍ରେସ ୧୨,…

କଣ୍ଟାବାଞ୍ଜି ଆସନରେ ବଦଳିଗଲା ଟ୍ରେଣ୍ଡ

ଓଡ଼ିଶା ନିର୍ବାଚନର ଫଳାଫଳ ଉପରେ ଏବେ ସମସ୍ତଙ୍କ ନଜର । ଭୋଟ ଗଣତି ସମୟରେ ପ୍ରତିଟି ଆସନରେ ପ୍ରତି ମୁହୂର୍ତ୍ତରେ ବଦଳୁଛି ଟ୍ରେଣ୍ଡ । କଣ୍ଟାବାଞ୍ଜି ବିଧାନସଭା ଆସନରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗୁଆ ରହିଥିବା ବେଳେ…

ଫୋନେପ୍ ୧୦୦୦ ଟଙ୍କା ନିବେଶ କଲେ ମିଳିବ ୨୦ ଲକ୍ଷ!

ଆପଣ ଫୋନେପ୍ ବ୍ୟବହାର କରୁଛନ୍ତି କି….ଯଦି ହଁ ତେବେ ଖୁସି ଖବର । ଯଦି ଆପଣଙ୍କୁ କେହି କହିବେ ଯେ ଯଦି ଆପଣଙ୍କୁ ଫୋନ ପେରେ  ୨୦ ଲକ୍ଷ ଟଙ୍କା ଲାଭ ପାଇପାଇବେ? ତେବେ ଜାଣିବା ପରେ ନିହାତି ଆଶ୍ଚର୍ଯ୍ୟ ହୋଇଯିହେ । ତା ବି ପୁଣି ୧ ହଜାର ଟଙ୍କା ଖର୍ଚ୍ଚ କଲେ… ଆସନ୍ତୁ ଜାଣିବା କେମିତି… ଫୋନ୍…

ମେଦଭେଦେଭ ବିଦା: କ୍ବାର୍ଟରରେ ସାବାଲେଙ୍କା, ରିବାକିନା

ବିଶ୍ବ ୫ ନମ୍ବର ତଥା ୨୦୨୧ ୟୁଏସ୍‌ ଓପନ୍‌ ବିଜେତା ଡାନିଲ ମେଦଭେଦେଭ ଚଳିତ ଫ୍ରେଞ୍ଚ୍‌ ଓପନ୍‌ ଟେନିସ୍‌ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ସୋମବାର ପ୍ରିକ୍ବାର୍ଟରଫାଇନାଲ୍‌ରେ ଏହି ରୁଷିଆ ଖେଳାଳିଙ୍କୁ ୪-୬, ୬-୨, ୬-୧, ୬-୩ ସେଟ୍‌ରେ ପରାସ୍ତ କରି ଅଷ୍ଟ୍ରେଲିଆର ଆଲେକ୍ସ ଡି’ମିନୌର…

ଭୁବନେଶ୍ୱର ଲୋକସଭା ଆସନରେ

ଆରମ୍ଭ ହୋଇଛି ଲୋକସଭା ଓ ୨ ରାଜ୍ୟର ବିଧାନସଭା ନିର୍ବାଚନ ଭୋଟ ଗଣତି । କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ବିଭିନ୍ନ କେନ୍ଦ୍ରରେ ଭୋଟ ଗଣତି ହୋଇଛି । ୭୦ଟି ଭୋଟ ଗଣତି କେନ୍ଦ୍ରରେ ୨.୫ କୋଟି ଭୋଟ ଗଣତି ଚାଲିଛି । ୬୯ଟି କେନ୍ଦ୍ରରେ ଇଭିଏମ୍ ଓ ବାଲାଟ ଏବଂ ଗୋଟିଏ ସେଣ୍ଟରରେ କେବଳ ପୋଷ୍ଟାଲ…

ଆରମ୍ଭ ହେଲା +୩ ପାଠ୍ୟକ୍ରମ ନାମଲେଖା

ଆଜିଠାରୁ +୩ ରେ ଅନଲାଇନ ମାଧ୍ୟମରେ ନାମଲେଖା ଆରମ୍ଭ ହୋଇଯାଇଛି । ସାମ୍‌ସ ୱେବସାଇଟ www.samsodisha.gov.inରେ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ଅନଲାଇନ ଫର୍ମ ଜରିଆରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ପୋର୍ଟାଲ ଆବେଦନର ସମୟ ସୀମା ରାତି ୧୧ଟା ୪୫ ମିନିଟ ପର୍ଯ୍ୟନ୍ତ ରହିଛି ।ଉଚ୍ଚ ଶିକ୍ଷା…