୧୭ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ

ରାଜ୍ୟରେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି । ଏହି ସମୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩ରୁ ୪୪ ଡିଗ୍ରୀ ସେଲ୍‍ସିୟସ୍‍ ଛୁଇଁବାର ସମ୍ଭାବନା ରହିଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଆଜି…

ଆଜି ତୃତୀୟ ପାଳି ସରକାରର ପ୍ରଥମ କ୍ୟାବିନେଟ୍ ବୈଠକ

ମୋଦି ୩.୦ ସରକାର ଶପଥ ଗ୍ରହଣ ପରେ ଆଜି ପ୍ରଥମ କ୍ୟାବିନେଟ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ତୃତୀୟ ପାଳି ସରକାରର ପ୍ରଥମ କ୍ୟାବିନେଟ୍ ବୈଠକ ବସିପାରେ। ସନ୍ଧ୍ୟା ୫ଟା ରେ ପ୍ରଧାନମନ୍ତ୍ରୀଙ୍କ ଲୋକ କଲ୍ୟାଣ ମାର୍ଗ ବାସଭବନରେ ବସିପାରେ। ସେଠାରେ ୧୦୦ ଦିନ କାର୍ଯ୍ୟ ଖସଡା…

ମାଟ୍ରିକ୍‌ରେ ‘ଏ-୧’ ଗ୍ରେଡ୍‌ ,ମାତ୍ର ଯୁକ୍ତ୨ରେ ପାସ୍‌ କରିପାରୁ ନାହାନ୍ତି

ବର୍ଷକୁ ବର୍ଷ ଉଚ୍ଚମାଧ୍ୟମିକ ବିଦ୍ୟ‌ାଳୟ(ଯୁକ୍ତ୨ କଲେଜ) ଛାତ୍ରଛାତ୍ରୀ ‌ପରୀକ୍ଷାରେ ଖରାପ ପ୍ରଦର୍ଶନ କରୁଛନ୍ତି। ମାଟ୍ରିକ୍‌ରେ ‘ଏ-୧’ ଗ୍ରେଡ୍‌ ହାସଲ କରି ଭଲ ସରକାରୀ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହେଉଛନ୍ତି ସତ ମାତ୍ର ଯୁକ୍ତ୨ରେ ପାସ୍‌ କରିପାରୁ…

ଆଜିର ରାଶିଫଳ

ମେଷ: କାର୍ଯ୍ୟରେ ସଫଳତା ହାସଲ କରିବେ। ବିରୋଧୀମାନେ ବନ୍ଧୁତାର ହାତ ବଢ଼ାଇବେ। ଜମି କିଣିବାର ଯୋଗ ଅଛି। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। ବୃଷ: ଆପଣ ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। ଆୟ ବୃଦ୍ଧିର ଅବସର ମିଳିବ। ସାମାଜିକ କାର୍ଯ୍ୟ କରନ୍ତୁ, ଲାଭ…

ବୈଷ୍ଣୋଦେବୀ ଯାଉଥିବା ଶ୍ରଦ୍ଧାଳୁଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ, ୧୦ ମୃତ

ଜମ୍ମୁରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ବୈଷ୍ଣବ ଦେବୀ ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କ ବସ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ସୁରକ୍ଷାକର୍ମୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଆତଙ୍କବାଦୀଙ୍କୁ…

ବୁମରାଙ୍କ କମାଲ : ଜିତିଲା ଭାରତ, ହାରିଲା ପାକିସ୍ତାନ

ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଭାରତୀୟ ଟିମ । ଭାରତ କଡ଼ା  ମହାମୁକାବିଲାରେ ପାକିସ୍ତାନକୁ ହରାଇଛି । ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ କାହିଁକି ମହାଲଢ଼େଇର ମାନ୍ୟତା ଲାଭ କରିଛି ତାହା ମଧ୍ୟ ପୁଣି ପ୍ରମାଣିତ ହୋଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୨୦ ରନ୍‌ର ଲକ୍ଷ୍ୟ…

ମୋଦୀ ସରକାର ୩.0 : ଶପଥ ନେଲେ ଶାହ, ରାଜନାଥ, ଗଡକରୀ,ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟରେ ସାମିଲ

ଆରମ୍ଭ ହୋଇଛି ମୋଦୀ ସରକାରଙ୍କ ତୃତୀୟ ଇନିଂସ । ଆଜି ସଂଧ୍ୟା ୭ଟା ୧୫ ମିନିଟରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।…

ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ

ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇ ଏକ ବିରଳ ରେକର୍ଡ ହାସଲ କରଛନ୍ତି। ୧୯୬୨ ପରଠାରୁ ପ୍ରଥମ ଥର ଜଣେ ନେତା କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସେ ଦେଶର ପ୍ରଥମ…

କିଛି ସମୟ ପରେ ତୃତୀୟ ପାଳି ପାଇଁ ଶପଥନେବେ ମୋଦୀ

କିଛି ସମୟ ପରେ ଆରମ୍ଭ ପ୍ରଧାନମନ୍ତ୍ରୀଙ୍କ ଶପଥଗ୍ରହଣ ସମାରୋହ । ୭.୧୫ରେ ତୃତୀୟ ପାଳି ପାଇଁ ଶପଥନେବେ ମୋଦୀ । ଏହାକୁ ନେଇ ବଡ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଶପଥଗ୍ରହଣ କାର୍ଯ୍ୟକ୍ରମ ପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ନିମନ୍ତ୍ରଣ ମିଳିଛି । ତେବେ ସେ ଏଥିରେ ସାମିଲ…

ସନ୍ୟାସ ନେଲେ ଭି କେ ପାଣ୍ଡିଆନ୍‌

ସନ୍ୟାସ ନେଲେ ଭି କେ ପାଣ୍ଡିଆନ୍‌ । ରାଜ୍ୟ ରାଜନୀତିରୁ ସନ୍ୟାସ ନେଲେ । କିଛି ମାସ ପୂର୍ବରୁ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିବା ଭୈରବ କାର୍ତ୍ତିକ ପାଣ୍ଡିଆନ୍‌ ଆଜି ରାଜନୀତି ଛାଡ଼ିଛନ୍ତି। ସେ ରାଜନୀତିରୁ ସନ୍ୟାସ ନେଇଥିବା ଭିଡିଓ ବାର୍ତ୍ତା…