ଛତିଶଗଡରେ ୮ ନକ୍ସଲଙ୍କୁ ଏନକାଉଣ୍ଟର

ଛତିଶଗଡ ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲା ଜଙ୍ଗଲରେ ନକ୍ସଲ ଓ ସୁରକ୍ଷା ବଳ ମଧ୍ୟରେ ବଡ଼ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ୮ ନକ୍ସଲ ନିପାତ ହୋଇଥିବାବେଳେ ଜଣେ ଯବାନ ସହିଦ ହୋଇଛନ୍ତି । ଅନ୍ୟ ଦୁଇ ଯବାନ ଆହତ ହୋଇଛନ୍ତି ।ପୋଲିସ ଅଧିକାରୀଙ୍କ କହିବା ମୁତାବକ, ୧୨ ତାରିଖରୁ ଅବୁଝମାଡରେ…

ପାନରୁ ମିଳିବ ଫାଇଦା

ପାନ ଖାଇ ରଜମଉଜ ବନାଇବାର ମଧ୍ୟ ସ୍ୱତନ୍ତ୍ର ପରମ୍ପରା ରହିଛି । କୁହାଯାଏ ପାନ ଖାଇବା ଦ୍ୱାରା ଆମ ପାଚନତନ୍ତ୍ର ଭଲ ଭାବରେ କାମ କରିିଥାଏ । ଏହା ବ୍ୟତିତ ପାନପତ୍ରର ସଠିକ୍ ବ୍ୟବହାର ଦ୍ୱାରା ଓଜନ ହ୍ରାସ କରାଯାଇ ପାରିଥାଏ ।ଏବେ ସୋସିଆଲ ମିଡିଆରେ ଏ ସଂପର୍କୀତ ଏକ ଭିଡିଓ ଭାଇରାଲ୍ ହେଉଛି । ଏହି…

ଯୁଦ୍ଧ ବନ୍ଦ ଲାଗି ପୁଟିନଙ୍କ ସର୍ତ୍ତ

ଯୁଦ୍ଧ ବନ୍ଦ ଲାଗି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରଖିଲେ ସର୍ତ୍ତ। ଯଦି ନାଟୋରେ ଯୋଗଦେବା ଲାଗି କରିଥିବା ଯୋଜନାକୁ ୟୁକ୍ରେନ ରଦ୍ଦ କରେ ତେବେ ରୁଷିଆ ତୁରନ୍ତ ଅସ୍ତ୍ରବିରତି ଘୋଷଣା କରିବ। ଏହାସହ ୟୁକ୍ରେନର ଚାରିଟି ଅଧିକୃତ ଅଞ୍ଚଳରୁ ରୁଷିଆ ନିଜର ସୈନ୍ଯ ପ୍ରତ୍ଯାହାର କରିବ ବୋଲି…

ଚାମ୍ପିୟନ ସ୍କ୍ରିନିଂରେ ବିଦ୍ୟାବାଲାନ

କାର୍ତ୍ତିକ ଆର୍ଯ୍ୟନଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ଚନ୍ଦୁ ଚାମ୍ପିୟନ ଆଜି ସିନେମା ହଲରେ ରିଲିଜ ହେଉଛି । ଏହି ଫିଲ୍ମ ରିଲିଜର ଗୋଟିଏ ଦିନ ପୂର୍ବରୁ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ରଖାଯାଇଛି, ଯେଉଁ ବହୁ ବଲିଉଡ ଷ୍ଟାର ସାମିଲ ହୋଇଥିଲେ । ଅରଶଦ ବାରସୀ, ରୁଚାଚଡ୍ଡା, ଶରବରୀ ବାଘ, ରାନିତ ରାୟ,…

ମହଙ୍ଗା ବିଜୁଳି ବିଲରୁ ମୁକ୍ତି

ଗ୍ରୀଷ୍ମ ପ୍ରବାହ ବଢ଼ି ଯାଇଛି ଯେ ଲୋକମାନେ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଛୁଛି। ଗୋଟିଏ ପଟେ ଗରମ ଓ ଅନ୍ୟପଟେ ପୁଣି ବିଜୁଳି କାଟ ଲୋକଙ୍କୁ କଲବଲ କରୁଛି। ଏଭଳି ପରିସ୍ଥିତିରେ ଆପଣ ସବୁଜ ଶକ୍ତି ସାହାଯ୍ୟରେ ବିଜୁଳି କାଟ ଏବଂ ମହଙ୍ଗା ବିଜୁଳି ବିଲରୁ ମୁକ୍ତି ପାଇପାରିବେ ।…

ଟି-୨୦ ବିଶ୍ୱକପ୍‌ ଅଧାରୁ ଭାରତ ଫେରିବେ

ଜୁନ ୧୪ରେ ଫ୍ଲୋରିଡା ଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ଦଳର ଅଭ୍ୟାସ ଅଧିବେଶନ ବର୍ଷା ଯୋଗୁ ବାତିଲ ହୋଇଛି। ଟିମ ଇଣ୍ଡିଆ ଶନିବାର କାନାଡାକୁ ଭେଟିବ। ରୋହିତ ଶର୍ମା ଅଧିନାୟିକତ୍ୱରେ ଟିମ ଇଣ୍ଡିଆ ବର୍ତ୍ତମାନ ପର୍ଯ୍ୟନ୍ତ ୨୦୨୪ ଟି-୨୦ ବିଶ୍ୱକପରେ ଗ୍ରୁପ ପର୍ଯ୍ୟାୟରେ ସେମାନଙ୍କର ସମସ୍ତ…

ରାମ ମନ୍ଦିରକୁ ବୋମାରେ ଉଡ଼ାଇଦେବାକୁ ଧମକ,ଅଯୋଧ୍ୟାରେ ହାଇଆର୍

ଉତ୍ତରପ୍ରଦେଶର ଅଯୋଧ୍ୟାରେ ଥିବା ପ୍ରସିଦ୍ଧ ରାମମନ୍ଦିରକୁ ବେମାରେ ଉଡ଼ାଇେଦେବାକୁ  ଆତଙ୍କୀ ସଙ୍ଗଠନ ଜୈସ – ଇ ମହମ୍ମଦ ଧମକ ଦେଇଛି । ଫଳରେ ଆଯୋଧ୍ୟାରେ ହାଇଆାଲର୍ଟ ଜାରି କରାଯାଇଛି । ରାମ ମନ୍ଦିରର ସୁରକ୍ଷା ବଢାଇ ଦିଆଯାଇଥିଲା  ବେଳେ ମହର୍ଷି ବାଲ୍ମିକୀ ବିମାନବନ୍ଦର ଓ ଅନ୍ୟାନ୍ୟ…

ବର୍ଷକୁ ଦୁଇଥର ହେବ ବୋର୍ଡ ପରୀକ୍ଷା

ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ୨୦୨୫-୨୬ ଅଧିବେଶନରୁ ବର୍ଷକୁ ଦୁଇଥର କରାଯିବ । ଛାତ୍ରମାନଙ୍କୁ ଉଭୟ ପରୀକ୍ଷାରେ ହାଜର ହେବାକୁ ବିକଳ୍ପ ଦିଆଯିବ ଏବଂ ସେମାନଙ୍କର ସର୍ବୋତ୍ତମ ପ୍ରଦର୍ଶନ ଚୂଡ଼ାନ୍ତ ସ୍କୋର ଭାବରେ ବିବେଚନା କରାଯିବ । ଦୁଇଥର ବୋର୍ଡ ପରୀକ୍ଷା କରିବା ପାଇଁ ଦୁଇଟି…

ରାମଫୋସା ପୁଣି ହେଲେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି

ସିରିଲ ରାମାଫୋସା ପୁଣିଥରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ସଂସଦ ଶୁକ୍ରବାର ସିରିଲ ରାମାଫୋସାଙ୍କୁ ସପ୍ତମ ସଂସଦର ଜାତୀୟ ସଭାର ପ୍ରଥମ ବୈଠକରେ ରାଷ୍ଟ୍ରପତି ଭାବରେ ମନୋନୀତ କରିଛି। ରାମାଫୋସା ଆଫ୍ରିକୀୟ ଜାତୀୟ କଂଗ୍ରେସର ସଭାପତି ଅଟନ୍ତି।

ରଜ ସଂକ୍ରାନ୍ତିରେ ଘରେ ଘରେ ମଉଜ

ରଜ କେବଳ ଗୋଟିଏ ପର୍ବ ନୁହିଁ । ବରଂ ଗୋଟିଏ ଜାତିର ନିଜସ୍ବ ପରମ୍ପରାର ନମୁନା । ରଜ ଆସିଲେ ଖୁସି ହୋଇଉଠେ ଓଡ଼ିଶାର ପୁରପଲ୍ଲୀ । ସାରା ଓଡ଼ିଶା ଖୁସିରେ ପାଳନ କରେ ତାର ଅତି ପ୍ରିୟ  ପର୍ବ ରଜ । ସାଙ୍ଗସାଥୀ ମେଳରେ ରଜେଦାଳି ଖେଳ ଆଉ ତା ସାଙ୍ଗକୁ ପାନର ପସରା ଓ ପୋଡ଼ପିଠାର ମହକ । ଚାରିଆଡ଼େ…