ଟିମ୍ ଇଣ୍ଡିଆ ଟି-୨୦ ବିଶ୍ବ ଚାମ୍ପିଅନ

ଭାରତ ଟି-୨୦ ବିଶ୍ବକପ୍ ଚାମ୍ପିଅନ ହୋଇଛି ।ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଚାମ୍ପିଅନ ହୋଇଛି ।୧୭୭ ରନର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ପରାସ୍ତ ହୋଇଛି ।ଟସ୍‌ ଜିଣି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଅଧିନାୟକ ରୋହିତ…

ଚିନ୍ତିତ ମୋବାଇଲ୍ ଗ୍ରାହକ

ଦେଶର ତିନି ପ୍ରମୁଖ ଟେଲିକମ୍ କମ୍ପାନି ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍‌ ଓ ଭୋଡାଫୋନ୍ ଆଇଡିଆ ବା ୱି ସେମାନଙ୍କ ଟାରିଫ୍‌ ଦାମ୍‌ରେ ଆଖିଦୃଶିଆ ବୃଦ୍ଧି କରିଛନ୍ତି। ଗତକାଲି ଜିଓ ଏହାର ଟାରିଫ୍‌ ବଢ଼ାଇବା ପରେ ଶୁକ୍ରବାର ଏୟାରଟେଲ୍‌ ଓ ଭୋଡାଫୋନ୍ ଆଇଡିଆ ଟାରିଫ୍‌ ବଢ଼ାଇଛନ୍ତି। ଏହି ତିନି…

ଆରମ୍ଭ ହେଲା ବହୁ ପ୍ରତିକ୍ଷୀତ ଅମରନାଥ ଯାତ୍ରା

ଆରମ୍ଭ ହେଲା ବହୁ ପ୍ରତିକ୍ଷୀତ ଅମରନାଥ ଯାତ୍ରା ।ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପ୍ରଥମ ଦଫାରେ ଶ୍ରଦ୍ଧାଳୁମାନେ ଶ୍ରୀନଗର ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି । ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରଥମେ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ…

ସୁସ୍ଥ ହେଉଛନ୍ତି ମହାପ୍ରଭୁ

ସ୍ନାନବେଦୀରେ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ଶ୍ରୀଜିଉ । ଅଣସର ପିଣ୍ଡିରେ ଚାଲିଛି ଶାସ୍ତ୍ରାନୁମୋଦିତ ଚିକିତ୍ସା । ମହାପ୍ରଭୁଙ୍କ ଗୁପ୍ତସେବା କରୁଛନ୍ତି ଦଇତାପତି ସେବାୟତ । ଗତକାଲି ମହାପ୍ରଭୁଙ୍କୁ ଶ୍ରୀଅଙ୍ଗରେ ଫୁଲୁରିତେଲ ଲାଗି କରାଯାଇଥିଲା । ଆଜି ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶ କ୍ରମେ…

ନୂଆ ନାଁରେ ଚାଲିବ ଲକ୍ଷ୍ମୀ ବସ୍

ବଦଳିବ ‘ଲକ୍ଷ୍ମୀ ବସ୍’ର ନାଁ । ନୂଆ ନାମ ମୁଖ୍ୟମନ୍ତ୍ରୀ ବସ୍ ସେବା ହେବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି । ସରକାର ବଦଳିବା ପରେ ‘ଲକ୍ଷ୍ମୀ ବସ୍’ର ଭବିଷ୍ୟତକୁ ନେଇ ଦେଖାଦେଇଥିଲା ଅନିଶ୍ଚିତତା । ବିଜେଡି ସରକାର ଏହି ଯୋଜନାକୁ ଗତବର୍ଷ ଆରମ୍ଭ କରିଥିଲେ । ଅଳ୍ପ…

ହସ୍ପିଟାଲରେ ଭର୍ତ୍ତି ହେଲେ ଶତ୍ରୁଘ୍ନ ସିହ୍ନା

ହସ୍ପିଟାଲରେ ଭର୍ତ୍ତି ହେଲେ ଶତ୍ରୁଘ୍ନ ସିହ୍ନା। ତାଙ୍କୁ ମୁମ୍ୱାଇର କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହଠାତ୍‌ ଏମିତି କଣ ହେଲା ଯେ, ସେ ହସ୍ପିଟାଲରେ ଭର୍ତ୍ତି ହେଲେ ବୋଲି ଫ୍ୟାନ୍ସଙ୍କ ମଧ୍ୟରେ ଚିନ୍ତା। କହିବାକୁ ଗଲେ ଏବେ ନିକଟରେ ପାଞ୍ଚ ଦିନ ପୂର୍ବେ ଝିଅ ବାହାଘର…

୨୪ ଘଂଟାରେ ପ୍ରବଳ ବର୍ଷା

ଗତ ୨୪ ଘଂଟାରେ ୧୦ଟି ସ୍ଥାନରେ ହୋଇଛି ପ୍ରବଳ ବର୍ଷା । ବର୍ଷାର ରିପୋର୍ଟକୁ ନେଇ ଆଂଚଳିକ ପାଣିପାଗ ନିର୍ଦ୍ଦେଶକ ମନୋରମା ମହାନ୍ତିଙ୍କ ସୂଚନା । ନୟାଗଡ ଭାପୁରରେ ସର୍ବାଧିକ ୧୭୦ ଦଶମିକ ୫ ମିଲିମିଟର ବର୍ଷା ରେକର୍ଡ । ଲଘୁଚାପ ବର୍ତମାନ ଉତର ପଶ୍ଚିମ ବଙ୍ଗୋପସାଗରରେ ରହିଛି । ଯାହାର ପ୍ରଭାବରେ…

ଅମ୍ବାନୀ ପରିବାରରେ ବାହାଘର ପାଇଁ ଜୋରସୋର ପ୍ରସ୍ତୁତି

ବିଶ୍ୱର ପ୍ରସିଦ୍ଧ ଉଦ୍ୟୋଗପତି ଭାବରେ ଜଣାଶୁଣା ଅମ୍ବାନୀ ପରିବାରରେ ଏବେ ଅନନ୍ତ ଅମ୍ବାନୀଙ୍କ ବାହାଘର ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ବିଗତ ଦିନରେ ନୀତା ଅମ୍ବାନୀ ଧର୍ମନଗରୀ କାଶୀରେ ବାବା କାଶୀ ବିଶ୍ୱନାଥ ଓ ମା’ ଅନ୍ନପୂର୍ଣ୍ଣା ଦେବୀଙ୍କୁ ନିଜ ପୁଅ ଅନନ୍ତ ଓ ବହୂ ରାଧିକାର ବିବାହ…

ବାହାରିବ ୫୦ ହଜାର ଚାକିରି

ଆଗାମୀ ୩ ବର୍ଷ ମଧ୍ୟରେ ପ୍ରତ୍ୟକ୍ଷ ଭାବେ ୫୦ ହଜାର ନୂଆ ଚାକିରି ଏବଂ ଅପ୍ରତ୍ୟାଶିତ ଭାବେ ୫ରୁ ୭ ଲକ୍ଷ ଲୋକଙ୍କୁ ରୋଜଗାର ଦେବାକୁ ସରକାର ଯୋଜନା କରୁଥିବା ଜଣାପଡ଼ିଛି । ଉତ୍ତର ପ୍ରଦେଶର ଯୋଗୀ ସରକାର ଏହି ଦାବି କରିଛନ୍ତି । ନୋଏଡାରେ ଉତ୍ତର ପ୍ରଦେଶ ସରକାର ପ୍ରୋଜେକ୍ଟ ଫିଲ୍ମ ସିଟି ଉପରେ…

କୋଲେଷ୍ଟରଲ କମାଏ ଅଁଳାରସ 

ସକାଳେ ଚାମୁଚେ ଅଁଳାରସ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏହା ରକ୍ତ ସଞ୍ଚାଳନ ବୃଦ୍ଧି କରିବା ସହିତ କୋଲେଷ୍ଟରଲ ସ୍ତର ହ୍ରାସ କରେ। ଫଳରେ ରକ୍ତଚାପରୁ ମିଳିଥାଏ ମୁକ୍ତି। ପିପ୍‌ପଳୀ ସହିତ ସୈନ୍ଧବ ଲୁଣ ଏକତ୍ର ଚୂର୍ଣ୍ଣ କରି ସେଥିରେ ଅଁଳାରସ ମିଶାଇ ଉଷୁମ ଜଳ ସହିତ ସେବନ କଲେ ବଦହଜମି,…