ଆସନ୍ତା ୪୮ ଘଣ୍ଟାରେ ରାଜ୍ୟରେ ଲଘୁଚାପ ସୃଷ୍ଟି ହୋଇପାରେ

ଆସନ୍ତା ୪୮ ଘଣ୍ଟାରେ ରାଜ୍ୟରେ ଲଘୁଚାପ ସୃଷ୍ଟି ହୋଇପାରେ । ଗଲ୍ଫ ଅଫ ମନାର ଓ ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବରିଷ୍ଠ କୃଷି ପାଣିପାଗବିତ୍ ପ୍ରଫେସର…

ଆଜିର ରାଶିଫଳ

ମେଷ: ବିଳମ୍ବିତ କାର୍ଯ୍ୟଗୁଡ଼ିକ ସମାପ୍ତ ହେବ । ଆପଣଙ୍କୁ ପ୍ରିୟଜନଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ମିଳିବ । ଆଶା ଏବଂ ଉତ୍ସାହ ଆପଣଙ୍କ କାର୍ଯ୍ୟକଳାପକୁ ବୃଦ୍ଧି କରିବ । ସ୍ୱାସ୍ଥ୍ୟ ଭଲ ରହିବ । ପରିବାର ସଦସ୍ୟମାନେ ସାହାଯ୍ୟ କରିବେ, ଏବଂ ଆପଣ ଆର୍ଥିକ ଅସୁବିଧାରୁ ମଧ୍ୟ ମୁକ୍ତି ଅନୁଭବ…

ବିଶ୍ଵବ୍ୟାପୀ ଖାଦ୍ୟ ଦର ଗତ ୩ ବର୍ଷରେ ସବୁଠୁ ଉଚ୍ଚ ସ୍ତରରେ

ବିଶ୍ଵବ୍ୟାପୀ ଖାଦ୍ୟ ଦର ଗତ ୩ ବର୍ଷରେ ସବୁଠୁ ଉଚ୍ଚ ସ୍ତରରେ ପହଞ୍ଚିଯାଇଛି। ଜାତିସଂଘ(ୟୁଏନ୍) ପକ୍ଷରୁ ଜାରି ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ(ଏଫ୍ଓ) ଅନୁସାରେ, ଏପ୍ରିଲରେ ଖାଦ୍ୟ ସାମଗ୍ରୀ ମୂଲ୍ୟ ସୂଚକାଙ୍କରେ ୧.୬% ବୃଦ୍ଧି ଘଟିଛି । ଏହା ପୂର୍ବ…

ନୋରୋଭାଇରସ୍’ ଖେଳାଇଲା ଆତଙ୍କ , ୧୧୫ ଆକ୍ରାନ୍ତ

କାରିବିୟାନ୍ ପ୍ରିନ୍ସେସ୍ (Caribbean Princess) କ୍ରୁଜ୍ ଜାହାଜରେ 'ନୋରୋଭାଇରସ୍' (Norovirus) ର ବଡ଼ ଧରଣର ସଂକ୍ରମଣ ଦେଖାଦେଇଛି । ହନ୍ତା ଭାଇରସ୍ ପରେ ଏହି ଭାଇରସ୍ ଏବେ ଦେଖାଦେଇଛି । ଯାହା ବିଗତ କିଛି ଦିନ ତଳେ ଲୋକଙ୍କୁ ଚକିତ କରିଥିଲା । ନୋରୋଭାଇରସ୍ କଣ ଏହା ବିଷୟରେ ଜାଣନ୍ତୁ…

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜୋସେଫ ବିଜୟ

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜୋସେଫ ବିଜୟ। ୧୯୬୭ ପରେ ପ୍ରଥମ ଅଣଦ୍ରାବିଡ଼ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ନେଇଛନ୍ତି। ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ। ଚେନ୍ନାଇର ନେହରୁ ଷ୍ଟାଡିୟମରେ ଐତିହାସିକ ଶପଥ ଉତ୍ସବ ଅନୁଷ୍ଠିତ ହୋଇଛି। ଉତ୍ସବରେ ବିରୋଧୀ ଦଳ ନେତା…

ବାଲିଅନ୍ତା ବର୍ବରତା ଘଟଣାରେ ୪ ପୋଲିସ୍‌ କର୍ମଚାରୀ ନିଲମ୍ବିତ

ଆଉ ତ୍ରାହି ନାହିଁ ! ବାଲିଅନ୍ତା ବର୍ବରତା ଘଟଣାରେ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ। ୪ ପୋଲିସ୍‌ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। IICଙ୍କୁ ମୁଖ୍ୟାଳୟକୁ ବଦଳି କରାଯିବା ସହ ୪ ପୋଲିସଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି। ଜଣେ SI, ଜଣେ ASI, ଜଣେ OAPFଙ୍କୁ ସସପେଣ୍ଡ୍‌ କରାଯାଇଛି।…

ଆସୁଛି ଲଘୁଚାପ

ଆସନ୍ତା ୧୧ ତାରିଖରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ। ଶ୍ରୀଲଙ୍କା ନିକଟସ୍ଥ ଗଲ୍ଫ ଅଫ ମନାର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେବ। ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ଏହି ଆକଳନ କରିଛି। ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର…

ଫାୟାର ଷ୍ଟେସନ ଓଭରବ୍ରିଜରେ ୩ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍, ୩ ମୃତ 

ଫାୟାର ଷ୍ଟେସନ ଓଭରବ୍ରିଜରେ ୩ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍, ୩ ମୃତ  ।  ଆଜି ରାଜଧାନୀ ଭୁବନେଶ୍ୱରରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଫାୟାର ଷ୍ଟେସନ ଓଭରବ୍ରିଜରେ ଘଟିଛି ।  ସୂଚନା ଅନୁଯାୟୀ, ଏକ ଦ୍ରୁତଗାମୀ…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ: ଆପଣଙ୍କ ଜୀବନସାଥୀଙ୍କ ପରାମର୍ଶ ଲାଭଦାୟକ ହେବ । ସମୟ ନକାରାତ୍ମକ ହେବାକୁ ଯାଉଛି । ଗତକାଲିର କଠିନ ପରିଶ୍ରମ ଆଜି ଫଳପ୍ରଦ ହେବ । ଆପଣଙ୍କ କାମରେ ଥିବା ବାଧା ଦୂର ହେବ । ଆପଣଙ୍କୁ ବାହାରୁ ଏବଂ ଭିତର ଉଭୟ ଦିଗରୁ ନିରନ୍ତର ସମର୍ଥନ ମିଳିବ । ତଥାପି, ଜଟିଳତାରେ ସାମିଲ ହେବା ପରିହାର…

ଓଡ଼ିଶାରେ ହେବ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ 

ଓଡ଼ିଶାରେ ହେବ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ  ।  ରାଜ୍ୟରେ ଏସବୁ କୋର୍ଟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଯୋଜନା ରହିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।   ଦିନକୁ ଦିନ ବଢ଼ୁଥିବା ସାଇବର ଠକେଇ ଏବଂ ଅପରାଧ ରୋକିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ…