ଆଇସିସି ଟି-୨୦ ରାଙ୍କିଙ୍ଗ : ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱର ଏକ ନମ୍ବର ଅଲରାଉଣ୍ଡର

ଆଇସିସି ବୁଧବାର ଟି-୨୦ ରାଙ୍କିଙ୍ଗ ପ୍ରକାଶ କରିଛି। ଭାରତୀୟ ଟି-୨୦ ଦଳର ଉପ-ଅଧିନାୟକ ତଥା ତାରକା ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱର ଏକ ନମ୍ବର ଅଲରାଉଣ୍ଡର ହୋଇଛନ୍ତି। ର଼୍ୟାଙ୍କିଙ୍ଗରେ ସେ ଶ୍ରୀଲଙ୍କାର ୱାନିନ୍ଦୁ ହାସରଙ୍ଗାଙ୍କ ସହ ମିଳିତ ନମ୍ବର ୱାନ ହୋଇଛନ୍ତି। ଶ୍ରୀଲଙ୍କାର ତାରକା…

ବାତ୍ୟା ବେରିଲ୍ ଜାମାଇକା ମୁହାଁ ହୋଇଛି

ବାତ୍ୟା ବେରିଲ୍ ଜାମାଇକା ମୁହାଁ ହୋଇଛି। ବେରିଲ୍ ବୁଧବାର ଜାମାଇକାରେ ଲ୍ୟାଣ୍ଡଫଲ୍ କରିବ। ତେଣୁ ଟି -୨୦ ବିଶ୍ୱକପ ୨୦୨୪ ଜିତିବା ପରେ ଭାରତୀୟ ଦଳ ସୁରକ୍ଷା ଦୃଷ୍ଟିରୁ ବାରବାଡୋସରେ ଅଟକି ରହିଛନ୍ତି। ବେରିଲ୍ କେବଳ କାରିବିଆନ୍ ଦେଶରେ ନୁହେଁ, ଆମେରିକା, ଭେନେଜୁଏଲା ଏବଂ ବ୍ରାଜିଲରେ ମଧ୍ୟ…

ପରଦାକୁ ଆସିବ ଭକ୍ତ ଓ ଭଗବାନଙ୍କ ମିଳନର କାହାଣୀ ‘ଜଗା ମୋ ଜଗତଜିତା

ଓଡିଆ ଦର୍ଶକଙ୍କ ମନ ଜାଣି ନେଇ ଆସୁଛି ଭକ୍ତ ଓ ଭଗବାନଙ୍କ ମିଳନର କାହାଣୀର ଚଳଚ୍ଚିତ୍ର ‘ଜଗା ମୋ ଜଗତଜିତା’ । ଏହି ରଥଯାତ୍ରା ପାଇଁ ସମ୍ପୂର୍ଣ୍ଣ ନୂଆ ଓ ଭିନ୍ନ କାହାଣୀ ସହିତ ଦର୍ଶକଙ୍କୁ ବାନ୍ଧି ରଖିବା ପାଇଁ ଜୀ ସାର୍ଥକ ପ୍ରସ୍ତୁତ କରିଛି ଏହି ଜଗନ୍ନାଥଙ୍କ ମାନବୀୟ ଲୀଳାର ଏକ ନିଆରା କାହାଣୀ…

ବୃଦ୍ଧି ପାଉଛି ଜିକା ଭୂତାଣୁ ସଂକ୍ରମଣ, ଗର୍ଭବତୀଙ୍କ ସମେତ 6 ଜଣ ସଂକ୍ରମିତ ଚିହ୍ନଟ

ପୁଣେରେ ବୃଦ୍ଧି ପାଉଛି ଜିକା ଭୂତାଣୁ ସଂକ୍ରମଣ। ଦୁଇ ଜଣ ଗର୍ଭବତୀଙ୍କ ସମେତ 6 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସହରର ଏରାଣ୍ଡୱାନେ ଅଞ୍ଚରେ ଚାରି ଜଣ ଏବଂ ମୁନଧୱା ଅଞ୍ଚଳରେ ଦୁଇ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ…

ଦିଲ୍ଲୀରେ ପହଞ୍ଚିବ ଭାରତୀୟ କ୍ରିକେଟ୍‌ ଦଳ

ଜୁଲାଇ ୨ ତାରିଖରେ ଖବର ପ୍ରକାଶ ପାଇଥିଲା ଯେ ସେମାନେ ମଙ୍ଗଳବାର ଦିନ ସ୍ଥାନୀୟ ସମୟ ୬ଟା ସୁଦ୍ଧା ବାରବାଡୋସ ଛାଡି ବୁଧବାର ସନ୍ଧ୍ୟା ସୁଦ୍ଧା ଦିଲ୍ଲୀରେ ପହଞ୍ଚିବେ ବୋଲି।ତେବେ ନିକଟରେ ମିଳିଥିବା ସୂତ୍ରରୁ କୁହାଯାଇଛି ଯେ ଏହି  ଯୋଜନାରେ ପରିବର୍ତ୍ତନ କରାଯାଇଛି। ଇଣ୍ଡିଆ ଟୁଡେର ବିକ୍ରାଣ୍ଟ…

ଫିଲ୍ମ ପାଇଁ ପାରିଶ୍ରମିକ ନେଲେନି ଅକ୍ଷୟ

ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ବାରମ୍ବାର ଫ୍ଲପ ହେଉଥିବାରୁ ପୂଜା ଏଣ୍ଟରଟେନମେଣ୍ଟର ଏଭଳି ଅବସ୍ଥା ‌ହୋଇଥିବା କୁହାଯାଉଥିବା ବେଳେ ଏହାକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସିସାରିଛି। ଏମଧ୍ୟରେ ନିର୍ମାତା ଜ୍ୟାକି ଭଗନାନି ଏହା ଉପରେ ନୀରବତା ଭାଙ୍ଗିଛନ୍ତି। ସେ କହିଛନ୍ତି ଯେ ଅକ୍ଷୟ…

ଦେବଦୂତ ସାଜିଲେ ସେନା ଯବାନ

ଅମରନାଥ ଯାତ୍ରାରୁ ଫେରୁଥିବା ଏକ ବସ୍‌ର ବ୍ରେକ୍‌ ଫେଲ୍‌ ହୋଇଯିବାରୁ ସେଥିରେ ଯାତ୍ରା କରୁଥିବା ୪୪ ଯାତ୍ରୀଙ୍କ ଜୀବନ ବିପଦରେ ପଡ଼ିଥିଲା । ଏହି ସମୟରେ ଦେବଦୂତ ସାଜିଥିଲେ ସେନା ଯବାନ । ଭାରତୀୟ ସେନା ଏବଂ ଜମ୍ମୁ-କଶ୍ମୀର ପୋଲିସ୍‌ ମଙ୍ଗଳବାର ରାମବନ ଜିଲାର ରାଜ୍ୟ ରାଜପଥ ୪୪ରେ ଅମରନାଥରୁ…

ମୋ ବସ୍ ହବ ଆମ ବସ୍

‘ମୋ’ ବସର ନାମ ବଦଳି ହୋଇପାରେ ଆମ ବସ୍ । ଆବଶ୍ୟକ ପଡିଲେ ଏହା ଉପରେ ଆଲୋଚନା ହେବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି, ‘ମୋ’ର ଅର୍ଥ ହେଉଛି ଅହଂ ଭାବ, ତେଣୁ ଆମେ ହେଲେ ଭଲ ହେବ । ‘ମୋ’ ବସ ସେବା ଲୋକ ମାନଙ୍କୁ ସୁବିଧା ଯୋଗାଉଥିବା ବେଳେ ଏହା…

ମୌସୁମୀର ମଜା ନେବା ପୂର୍ବରୁ ସ୍ବାସ୍ଥ୍ୟ କିପରି ଯତ୍ନ ନେବେ

ଅସହ୍ୟ ଗରମ ପରେ ମୌସୁମୀର ଆଗମନ ଯେତିକି ଖୁସି ଦେଇଥାଏ, ତା’ଠୁ ଅଧିକ ଚିନ୍ତାରେ ପକାଇଥାଏ ଏହାଜନିତ ସଂକ୍ରମଣ ରୋଗ। ତେବେ ବର୍ଷାଦିନେ ପେଟ ସମସ୍ୟା, ପାଚନତନ୍ତ୍ର ସମସ୍ୟା ଦେଖାଯାଇଥାଏ। ମୌସୁମୀ ବର୍ଷାର ମଜା ନେବା ପୂର୍ବରୁ ଏହାଜନିତ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଜାଣନ୍ତୁ…

ଜୁନ୍ ୧୧ରୁ ୨୭ ତାରିଖ ମଧ୍ୟରେ ଦେଶରେ ସ୍ବାଭାବିକ ବର୍ଷା ଠାରୁ କମ୍ ବର୍ଷା

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମଗ୍ର ଦେଶକୁ ଛୁଇଁଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି। ଚଳିତବର୍ଷ ମୌସୁମୀ ବାୟୁ ଏହାର ଧାର୍ଯ୍ୟ ସମୟର ୬ଦିନ ପୂର୍ବରୁ ସମଗ୍ର ଦେଶକୁ ଛୁଇଁଛି। ଜୁଲାଇ ୮ରେ ମୌସୁମୀ ବାୟୁ ସମଗ୍ର ଦେଶକୁ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଥିଲା।…