ମାଇଣ୍ତ ଫ୍ରେସ୍ କରେ କପେ ଚା

ବର୍ତ୍ତମାନ ସମୟରେ ମୁଣ୍ଡବିନ୍ଧା ହେଉ କି ମାଇଣ୍ତ ଫ୍ରେସ୍  ଟିକେ ଚା ହେଇଗଲେ ଲାଗେ ସତରେ ଦିନ ହେଉ କି ସଂଜ ସବୁ ଭଲରେ ଯାଏ ।  ବିଦ୍ୟାର୍ଥୀ ହୁଅନ୍ତୁ ଅବା ଚାକିରିଆ ସମସ୍ତେ ବର୍ତ୍ତମାନ ମାନସିକ ଦୁଃଶ୍ଚିନ୍ତା କାରଣରୁ ମସ୍ତିଷ୍କ ଯନ୍ତ୍ରଣାର ସମ୍ମୁଖୀନ ହେଉଛନ୍ତି । ଆଉ ସେ ସବୁ ପାଇଁ ସବୁ ର ଭଲ ଉପଚାର  ହେଉଛି ଗରମ କପେ ଚା ‘ ।

Leave a comment