ରାଜ୍ୟରେ ବଢ଼ିବାରେ ଲାଗିଛି AIDS ରୋଗୀଙ୍କ ସଂଖ୍ୟା । ପ୍ରତିବର୍ଷ ନୂଆ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ, ଯୁବପିଢି଼ ଏବେ ଏହାର କବଳରେ । ଏବେ ଖୋଲାମେଲାରେ AIDS ରୋଗୀମାନେ ବୁଲୁଥିବାରୁ, ଏହି ରୋଗ କାହାକୁ କେତେବେଳେ ବ୍ୟାପିବ, ତାର ଠିକଣା ନାହିଁ ।ରାଜ୍ୟରେ ପୁରୁଷଙ୍କ ସହ ପୁରୁଷଙ୍କର ଆପ୍ରାକୃତିକ ଯୌନ ସମ୍ପର୍କ ଯୋଗୁ ଏଚଆଇଭି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ରିପୋର୍ଟ ଆସିଛି । ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ଏହି ସଂକ୍ରମିତଙ୍କ ଭିତରେ ସବୁଠୁ ଅଧିକ ଅଛନ୍ତି ଯୁବଗୋଷ୍ଠୀ । ରାଜ୍ୟ ସରକାର ୨୦୩୦ ସୁଦ୍ଧା ଓଡ଼ିଶାକୁ AIDS ମୁକ୍ତ କରିବାକୁ ଚାହୁଥିଲେ ବି, ଏହି ସଂଖ୍ୟା କିନ୍ତୁ କମିବାର ନା ଧରୁନି । ଯୁବଗୋଷ୍ଠୀ କୌଣସି ନା କୌଣସି ବାଟରେ AIDS କବଳରେ ଛନ୍ଦି ହେଉଥିବାବେଳେ, ସମଲିଙ୍ଗୀ ସମ୍ପର୍କ ଏହାର ଗୋଟିଏ ମୁଖ୍ୟ କାରଣ ବୋଲି ଜଣାପଡ଼ିଛି ।
Trending
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
- ଆଜି ପବିତ୍ର ଦୋଳପୂର୍ଣ୍ଣିମା,ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ
Next Post