ମା’ କଟକଚଣ୍ଡୀଙ୍କୁ ଦର୍ଶନ କଲେ ପାଣ୍ଡିଆନ

cuttack chandi pandian

ମେଟ୍ରୋ ଟିଭି ଓଡିଶା (୨୧.୪.୨୦୧୨)

୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି କଟକ ଗସ୍ତ କରିଛନ୍ତି । କଟକର ଚଣ୍ଡି ମନ୍ଦିରକୁ ଗସ୍ତ କରିବା ସହ ମନ୍ଦିରର ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିବା ଜଣାପଡ଼ିଛି । ସୂଚନା ମୁତାବକ ଆଜି ସକାଳୁ ୫-ଟି ସଚିବ ଭି-କେ ପାଣ୍ଡିଆନ୍‌ କଟକ ଗସ୍ତ କରିଥିଲେ ।

ସେଠାରେ ମା’ କଟକଚଣ୍ଡୀଙ୍କ ଦର୍ଶନ କରିଥିଲେ । ଦର୍ଶନ ସାରିବା ପରେ ମନ୍ଦିରର ମୁଖ୍ୟ ପୁଜାରୀଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହ ମନ୍ଦିରର ବଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିବା ସୂଚନା ମିଳିଛି ।