ଦୀଘା ‘ଜଗନ୍ନାଥ ମନ୍ଦିର’ ‘ଜଗନ୍ନାଥ ଧାମ’ ନୁହେଁ – ପୁରୀ ଗଜପତି ରାଜା ଦିବ୍ୟସିଂହ ଦେବ
ପଶ୍ଚିମବଙ୍ଗର ଦୀଘାରେ ନବନିର୍ମିତ ଜଗନ୍ନାଥ ମନ୍ଦିରକୁ ନେଇ ଚାଲିଥିବା ବିବାଦ ନେଇ ପୁରୀ ଗଜପତି ରାଜା ଦିବ୍ୟସିଂହ ଦେବ ସୋମବାର ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ, ଦୀଘା ‘ଜଗନ୍ନାଥ ମନ୍ଦିର’ ‘ଜଗନ୍ନାଥ ଧାମ’ ନୁହେଁ।