୪ ଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ପ୍ରଥମ ପର୍ଯ୍ୟାୟରେ ଫେବୃଆରୀ ୨ ଓ ୩ ତାରିଖରେ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ୫ ଓ ୬ ତାରିଖରେ ବନ୍ଦ ରହିବ ମରାମତି କାର୍ଯ୍ୟ। ଶ୍ରୀପଞ୍ଚମୀ ତଥା ବନକଲାଗି ବିଶେଷ ନୀତିକୁ ନଜରରେ ରଖି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଏହି ଦିନ ବ୍ୟତୀତ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଜାରି ରହିବ। ଡିସେମ୍ବର ୧୭ ରୁ ଜାରି ରହିଛି ଭଣ୍ଡାର ମରାମତି କାର୍ଯ୍ୟ। ଇତି ମଧ୍ୟରେ ନୀତିକାନ୍ତି ଯୋଗୁଁ ପ୍ରାୟ ୧୩ ଦିନ ବନ୍ଦ ରହିଛି ମରାମତି କାର୍ଯ୍ୟ।
Trending
- ବିନା ଟାହିଆରେ ବଡ଼ଦାଣ୍ଡକୁ ଓହ୍ଲାଇଲେ କାଳିଆ ସାଆନ୍ତ,ଚାରିଆଡ଼େ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି
- ରଥଯାତ୍ରାରେ ଅଘଟଣ , ମରିଚିକୋଟ ଛକରେ ଦଳାଚକଟାରେ ଜଣେ ମୃତ,150 ଆହତ
- ଦନ୍ଦିଘୋଷ ରଥରେ ବିରାଜମାନ କାଳିଆ ସାଆନ୍ତ, କଳା ଶ୍ରୀମୁଖକୁ ଚାହିଁ ଭାବ ବିହ୍ବଳ ହେଉଛନ୍ତି ଭକ୍ତ
- ସୁଦର୍ଶନଙ୍କ ପହଣ୍ଡି ପଛକୁ ପଛ ଆରମ୍ଭ ହୋଇଛି ପ୍ରଭୁ ଶ୍ରୀବଳଭଦ୍ରଙ୍କ ଗୋଟି ପହଣ୍ଡି ,ଅପେକ୍ଷାରତ ତାଳଧ୍ବଜରେ ହେଲେ ରଥାରୂଢ
- ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହଣ୍ଡି ବିଜେ
- ଆସନ୍ତାକାଲି ସକାଳ ସୁଦ୍ଧା ପୁରୀର କେତେକ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା,ପୁରୀକୁ ରେଡ ୱାର୍ଣ୍ଣିଂ ଜାରି
- ନୋଏଡା ମମୁରା ଗାଁରେ ଏକ ବହୁ ମହଲା ବିଲିଡିଂରେ ଭୟଙ୍କର ଅଗ୍ନିକାଣ୍ଡ,୨ ମୃତ
- ପାରାଦୀପ-ହରିଦାସପୁର ରେଳଲାଇନର ହେବ ଦୋହରୀକରଣ
- ଆସନ୍ତାକାଲି ପବିତ୍ର ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ପ୍ରକାଶ ପାଇଛି,୪ଟାରୁ ଆରମ୍ଭ ହେବ ରଥଟଣା
- ରାତି ପାହିଲେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା , ଆଜି ଶ୍ରୀମନ୍ଦିରରେ ପ୍ରତିପଦା ତିଥିରେ ହେବ ଉଭାଯାତ୍ରା
Next Post