ଛତିଶଗଡ଼ରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ

ଆବୁଝମାଡ଼ ଅଞ୍ଚଳ ସୋନପୁର ଓ କୋହକମେଟା ସୀମାବର୍ତ୍ତୀ ଅଞ୍ଚଳରେ ଫାୟରିଂ । BSF ଓ DRG ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ । ଏନକାଉଣ୍ଟରରେ DRG ବାହିନୀର ପ୍ରଧାନ ଆରକ୍ଷକ ବିରେନ୍ଦ୍ର କୁମାର ସୋରି ସହିଦ ହୋଇଥିବା ସୂଚନା ।