ଆପଣ ଭାରତୀୟ ସ୍ଥଳ ସେନାରେ ଯୋଗଦେବାକୁ ଆଗ୍ରହୀ, ତେବେ ଆପଣ ଭାରତୀୟ ସେନାର ଅଫିସିଆଲ ୱେବସାଇଟ, joinindianarmy.nic.in କୁ ଯାଇ ଆବେଦନ କରିପାରିବେ। ସେନା ବାହିନୀରେ କେଉଁ କେଉଁ ପଦବୀ ଖାଲି ରହିଛି ସେ ସମସ୍ତ ସୂଚନା ପାଇଁ ଆପଣ ସରକାରୀ ବିଜ୍ଞପ୍ତି ମାଧ୍ୟମରେ ବିସ୍ତୃତ ରାଲରି କାର୍ଯ୍ୟସୂଚୀ ଯାଞ୍ଚ କରିପାରିବେ ।ଭାରତୀୟ ସେନାର ଏହି ନିଯୁକ୍ତି ରାଲି ମାଧ୍ୟମରେ ଅନେକ ପଦବୀ ପୂରଣ ହେବାକୁ ଯାଉଛି। ଯଦି ଆପଣ ମଧ୍ୟ ଭାରତୀୟ ସେନାରେ ଯୋଗ ଦେଇ ଦେଶର ସେବା କରିବାକୁ ଚାହାଁନ୍ତି, ତେବେ ବିଜ୍ଞପ୍ତିରେ ଦିଆଯାଇଥିବା ତାରିଖ ଅନୁଯାୟୀ ଆପଣ ନିଯୁକ୍ତି ରାଲିରେ ଯୋଗଦାନ କରିପାରିବେ। ଏଥିପାଇଁ ଆପଣଙ୍କୁ ନିର୍ଦ୍ଧାରିତ ପ୍ରକ୍ରିୟା ସମାପ୍ତ କରିବାକୁ ପଡିବ ।ଭାରତୀୟ ସେନା ରାଲିରେ ଯୋଗଦେବା ପାଇଁ ଯୋଗ୍ୟତା-
ଯେଉଁ ଆଶାୟୀ ସେନାର ଏହି ପଦବୀ ଗୁଡ଼ିକ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେ ନିଶ୍ଚିତ ଭାବରେ କୌଣସି ସ଼୍ବୀକୃତିପ୍ରାପ୍ତ ବୋର୍ଡ କିମ୍ବା ଅନୁଷ୍ଠାନରୁ ଦଶମ, ଦ୍ୱାଦଶ ଶ୍ରେଣୀ ପାସ କରିଥିବା ଆବଶ୍ୟକ।ଭାରତୀୟ ସେନାରେ ଏହିପରି ଚୟନ ହୁଏ –ଭାରତୀୟ ସେନାରେ ଚାକିରି ପାଇବାକୁ ଆଗ୍ରହୀ ଆଶାୟୀମାନେ ଭାରତୀୟ ସେନା ନିଯୁକ୍ତି ରାଲି ପାଇଁ ଦିଆଯାଇଥିବା କାର୍ଯ୍ୟସୂଚୀ ଏବଂ ବିଜ୍ଞପ୍ତି ଯାଞ୍ଚ କରିବା ଜରୁରୀ ।
Trending
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
- ଆସନ୍ତାକାଲି ମିଳିବ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି,ରାଜ୍ୟର ୪୧ ଲ୪ରୁ ଉର୍ଦ୍ଧ କୃଷକ ପରିବାର ଉପକୃତ ହେବେ
- ଭିତରକନିକାରେ ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ,ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା
Prev Post