ମେଟ୍ରୋ ଓଡ଼ିଆ (୨୪.୩.୨୦୨୨):
ଆଜି ୟୁକ୍ରେନ୍ ଆକ୍ରମଣକୁ ମାସେ ପୁରିଛି | ହେଲେ ରୁଷୀୟ ସେନା ଯୁଦ୍ଧ ତୀବ୍ରତର କରିବା ପରେ ବେର୍ଡିୟାନ୍ସ୍କ୍ ବନ୍ଦରରେ ନିଆଁ ଲାଗିଯାଇଥିବା ନେଇ ଜାତୀୟ ଗଣମାଧ୍ୟମରୁ ରିପୋର୍ଟ ମିଳିଛି । ରୁଷୀୟ ସୈନିକମାନେ ବୋମା ପକାଇ ଗୋଟାଏ ଇନ୍ଧନ ଟ୍ୟାଙ୍କ୍ ନଷ୍ଟ କରିପକାଇବାରୁ ବନ୍ଦରରେ ନିଆଁ ଲାଗିଯାଇଛି। ଏହା ବ୍ୟତିରେକେ, ରୁଷୀୟ ଜାହାଜଗୁଡ଼ିକ ଉପରେ ମଧ୍ୟ ଆକ୍ରମଣ ଆକ୍ରମଣ ହୋଇଥିବା ଖବର ଆସିଛି। କିନ୍ତୁ, ଏ ସଂକ୍ରାନ୍ତରେ ସରକାରୀ ସୂତ୍ରରୁ କୌଣସି ସ୍ୱକାରୋକ୍ତି ଆସିନାହିଁ।

ରୁଷୀୟ ଆକ୍ରମଣର ଏକ ମାସ ପୂର୍ତ୍ତୀ ଅବସରରେ ୟୁକ୍ରେନୀୟ ପ୍ରତିରୋଧକୁ ସମର୍ଥନ କରିବା ଲାଗି ଆଜି ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି ବିଶ୍ୱବାସୀଙ୍କୁ ଆହ୍ୱନ କରିଛନ୍ତି।ଏହା ବ୍ୟତିରେକେ, ରୁଷୀୟ ଜାହାଜଗୁଡ଼ିକ ଉପରେ ମଧ୍ୟ ଆକ୍ରମଣ ଆକ୍ରମଣ ହୋଇଥିବା ଖବର ଆସିଛି। କିନ୍ତୁ, ଏ ସଂକ୍ରାନ୍ତରେ ସରକାରୀ ସୂତ୍ରରୁ କୌଣସି ସ୍ୱୀକାରୋକ୍ତି ଆସିନାହିଁ। ରୁଷୀୟ ଆକ୍ରମଣର ଏକ ମାସ ପୂର୍ତ୍ତୀ ଅବସରରେ ୟୁକ୍ରେନୀୟ ପ୍ରତିରୋଧକୁ ସମର୍ଥନ କରିବା ଲାଗି ଆଜି ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି ବିଶ୍ୱବାସୀଙ୍କୁ ଆହ୍ୱନ କରିଛନ୍ତି।