ରୁଷୀୟ ସେନା ଆକ୍ରମଣରେ ବେର୍ଡିୟାନ୍‌ସ୍କ୍‌ ବନ୍ଦରରେ ନିଆଁ

TOPSHOT - Ukrainian soldiers and rescue officers search for bodies in the debris at the military school hit by Russian rockets the day before, in Mykolaiv, southern Ukraine, on March 19, 2022. - Ukrainian media reported that Russian forces had carried out a large-scale air strike on Mykolaiv, killing at least 40 Ukrainian soldiers at their brigade headquarters. (Photo by BULENT KILIC / AFP) (Photo by BULENT KILIC/AFP via Getty Images)

ମେଟ୍ରୋ ଓଡ଼ିଆ (୨୪.୩.୨୦୨୨):

ଆଜି ୟୁକ୍ରେନ୍‌ ଆକ୍ରମଣକୁ ମାସେ ପୁରିଛି | ହେଲେ ରୁଷୀୟ ସେନା ଯୁଦ୍ଧ ତୀବ୍ରତର କରିବା ପରେ ବେର୍ଡିୟାନ୍‌ସ୍କ୍‌ ବନ୍ଦରରେ ନିଆଁ ଲାଗିଯାଇଥିବା ନେଇ ଜାତୀୟ ଗଣମାଧ୍ୟମରୁ ରିପୋର୍ଟ ମିଳିଛି । ରୁଷୀୟ ସୈନିକମାନେ ବୋମା ପକାଇ ଗୋଟାଏ ଇନ୍ଧନ ଟ୍ୟାଙ୍କ୍‌ ନଷ୍ଟ କରିପକାଇବାରୁ ବନ୍ଦରରେ ନିଆଁ ଲାଗିଯାଇଛି। ଏହା ବ୍ୟତିରେକେ, ରୁଷୀୟ ଜାହାଜଗୁଡ଼ିକ ଉପରେ ମଧ୍ୟ ଆକ୍ରମଣ ଆକ୍ରମଣ ହୋଇଥିବା ଖବର ଆସିଛି। କିନ୍ତୁ, ଏ ସଂକ୍ରାନ୍ତରେ ସରକାରୀ ସୂତ୍ରରୁ କୌଣସି ସ୍ୱକାରୋକ୍ତି ଆସିନାହିଁ।

An explosion is seen in an apartment building after Russian’s army tank fires in Mariupol, Ukraine, Friday, March 11, 2022. (AP Photo/Evgeniy Maloletka)

ରୁଷୀୟ ଆକ୍ରମଣର ଏକ ମାସ ପୂର୍ତ୍ତୀ ଅବସରରେ ୟୁକ୍ରେନୀୟ ପ୍ରତିରୋଧକୁ ସମର୍ଥନ କରିବା ଲାଗି ଆଜି ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି ବିଶ୍ୱବାସୀଙ୍କୁ ଆହ୍ୱନ କରିଛନ୍ତି।ଏହା ବ୍ୟତିରେକେ, ରୁଷୀୟ ଜାହାଜଗୁଡ଼ିକ ଉପରେ ମଧ୍ୟ ଆକ୍ରମଣ ଆକ୍ରମଣ ହୋଇଥିବା ଖବର ଆସିଛି। କିନ୍ତୁ, ଏ ସଂକ୍ରାନ୍ତରେ ସରକାରୀ ସୂତ୍ରରୁ କୌଣସି ସ୍ୱୀକାରୋକ୍ତି ଆସିନାହିଁ। ରୁଷୀୟ ଆକ୍ରମଣର ଏକ ମାସ ପୂର୍ତ୍ତୀ ଅବସରରେ ୟୁକ୍ରେନୀୟ ପ୍ରତିରୋଧକୁ ସମର୍ଥନ କରିବା ଲାଗି ଆଜି ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି ବିଶ୍ୱବାସୀଙ୍କୁ ଆହ୍ୱନ କରିଛନ୍ତି।