କମିଲା ବସ୍ ଭଡ଼ା

ମେଟ୍ରୋ ଟିଭି ଓଡିଶା (୨୬.୫.୨୦୨୨)

ବସ ଯାତ୍ରୀଙ୍କ ପାଇଁ ଖୁସି ଖବର  | ଡିଜେଲ ଡର କମିଲା ପରେ ବସ ଭଡା ହ୍ରାସ ପାଇଛି | କିଲୋମିଟର ପିଛା ସାଧାରଣ ବସ୍ ଭଡ଼ା ୩ ପଇସା କମିଥିବା ସୂଚନା ମିଳିଛି । ସବୁ ପ୍ରିମିୟମ ଭଡା ୨ ତାଙ୍କ ୫୩ରୁ ୨ ତାଙ୍କ ୪୪ କୁ ହ୍ରାସ ପାଇଛି | ଏକ୍ସପ୍ରେସ ବସ ୯୬ ରୁ ୯୩ ପଇସାକୁ ହ୍ରାସ ପାଇଛି |

ଡିଲକ୍ସ ୧.୩୫ ରୁ ୧.୨୯ କୁ ଖସିଛି | ଏସି ଡିଲକ୍ସ ଭଡା ୧.୬୩ ରୁ ୧.୫୭ କୁ କମିଛିବସ ଯାତ୍ରୀଙ୍କ ପାଇଁ ଖୁସି ଖବର  | ଡିଜେଲ ଡର କମିଲା ପରେ ବସ ଭଡା ହ୍ରାସ ପାଇଛି | କିଲୋମିଟର ପିଛା ସାଧାରଣ ବସ୍ ଭଡ଼ା ୩ ପଇସା କମିଥିବା ସୂଚନା ମିଳିଛି । ସବୁ ପ୍ରିମିୟମ ଭଡା ୨ ତାଙ୍କ ୫୩ରୁ ୨ ତାଙ୍କ ୪୪ କୁ ହ୍ରାସ ପାଇଛି | ଏକ୍ସପ୍ରେସ ବସ ୯୬ ରୁ ୯୩ ପଇସାକୁ ହ୍ରାସ ପାଇଛି | ଡିଲକ୍ସ ୧.୩୫ ରୁ ୧.୨୯ କୁ ଖସିଛି | ଏସି ଡିଲକ୍ସ ଭଡା ୧.୬୩ ରୁ ୧.୫୭ କୁ କମିଛି