ଆମାଜନ ନୂଆ ବର୍ଷ ୨୦୨୪ ପାଇଁ ନୂଆ ବର୍ଷ ୨୦୨୪ ସେଲ୍ ଘୋଷଣା କରିବ ବୋଲି କୁହାଯାଉଛି । ପ୍ରଥମ ଥର ପାଇଁ ଏହି ସେଲରେ iPhone 15 ଦାମରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିବ । ତେବେ ବର୍ତ୍ତମାନ ସୁଦ୍ଧା ସେଲ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ, କିନ୍ତୁ ଆସନ୍ତା ସପ୍ତାହରେ କମ୍ପାନୀ ଏ ସମ୍ପର୍କରେ ଏକ ବଡ ଘୋଷଣା କରିପାରେ ବୋଲି କୁହାଯାଉଛି ।ବର୍ତ୍ତମାନ ଆମାଜନରେ ମିଳୁଥିବା iPhone 15ର ଦାମ ୭୬,୯୯୦ ଟଙ୍କାରେ ଲିଷ୍ଟ ହୋଇଛି । କିନ୍ତୁ କୁହାଯାଉଛି ଯେ ଏହା ଆମାଜନରେ ପ୍ରାୟ ୧୦,୦୦୦ ଟଙ୍କା ଡିସକାଉଣ୍ଟ ସହିତ ଲିଷ୍ଟ ହେବ । କିନ୍ତୁ ଏହି ଅଫର ଅଳ୍ପ ସମୟ ପାଇଁ ରହିବ । ତେଣୁ ଗ୍ରାହକଙ୍କ ପାଖରେ ଅଧିକ ସମୟ ରହିବ ନାହିଁ । ଏହି ଅଫର ସର୍ବାଧିକ ୩ ରୁ ୪ ଦିନ ପର୍ଯ୍ୟନ୍ତ ରହିବ । ଯଦି ଆପଣ ଭାବୁଛନ୍ତି iPhone 15 କିପରି ଏତେ ଶସ୍ତାରେ ମିଳିବ, ତେବେ ଆପଣଙ୍କୁ କହି ରଖିବାକୁ ଚାହିଁବୁ ଯେ ଏହା ମେଡ୍ ଇନ୍ ଇଣ୍ଡିଆ iPhone 15 ।
Trending
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
Prev Post
Next Post