ଆମାଜନ ନୂଆ ବର୍ଷ ୨୦୨୪ ପାଇଁ ନୂଆ ବର୍ଷ ୨୦୨୪ ସେଲ୍ ଘୋଷଣା କରିବ ବୋଲି କୁହାଯାଉଛି । ପ୍ରଥମ ଥର ପାଇଁ ଏହି ସେଲରେ iPhone 15 ଦାମରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିବ । ତେବେ ବର୍ତ୍ତମାନ ସୁଦ୍ଧା ସେଲ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ, କିନ୍ତୁ ଆସନ୍ତା ସପ୍ତାହରେ କମ୍ପାନୀ ଏ ସମ୍ପର୍କରେ ଏକ ବଡ ଘୋଷଣା କରିପାରେ ବୋଲି କୁହାଯାଉଛି ।ବର୍ତ୍ତମାନ ଆମାଜନରେ ମିଳୁଥିବା iPhone 15ର ଦାମ ୭୬,୯୯୦ ଟଙ୍କାରେ ଲିଷ୍ଟ ହୋଇଛି । କିନ୍ତୁ କୁହାଯାଉଛି ଯେ ଏହା ଆମାଜନରେ ପ୍ରାୟ ୧୦,୦୦୦ ଟଙ୍କା ଡିସକାଉଣ୍ଟ ସହିତ ଲିଷ୍ଟ ହେବ । କିନ୍ତୁ ଏହି ଅଫର ଅଳ୍ପ ସମୟ ପାଇଁ ରହିବ । ତେଣୁ ଗ୍ରାହକଙ୍କ ପାଖରେ ଅଧିକ ସମୟ ରହିବ ନାହିଁ । ଏହି ଅଫର ସର୍ବାଧିକ ୩ ରୁ ୪ ଦିନ ପର୍ଯ୍ୟନ୍ତ ରହିବ । ଯଦି ଆପଣ ଭାବୁଛନ୍ତି iPhone 15 କିପରି ଏତେ ଶସ୍ତାରେ ମିଳିବ, ତେବେ ଆପଣଙ୍କୁ କହି ରଖିବାକୁ ଚାହିଁବୁ ଯେ ଏହା ମେଡ୍ ଇନ୍ ଇଣ୍ଡିଆ iPhone 15 ।
Trending
- ବିହାର ବିଧାନସଭା ନିର୍ବାଚନ , ଦିନ ୧୦ଟା ସୁଦ୍ଧା ୧୩.୧୩% ମତଦାନ
- ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବ୍ରହ୍ମପୁରରେ ଚଢ଼ାଉ କରିଛି
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
Prev Post
Next Post