Browsing Tag

#world

ପ୍ରାଇଭେଟ ଜେଟ୍ ରେ ମସାଜ ସମୟରେ ଯୌନ ଶୋଷଣ

ମେଟ୍ରୋ ଟିଭି ଓଡିଶା (୨୦.୫.୨୦୨୨ ) ବିଶ୍ୱର ସବୁଠୁ ଧନି ବ୍ୟକ୍ତି ଏଲନ ମସ୍କଙ୍କ ବିରୋଧରେ ଆସିଛି ଯୌନ ଶୋଷଣ ଅଭିଯୋଗ । ଏହି ମାମଲାକୁ ରଫାଦଫା କରିବା ଲାଗି ୨୦୧୮ରେ ଦୁଇଜଣ ମହିଳାଙ୍କୁ ୨କୋଟ ଟଙ୍କା ମଧ୍ୟ ଦିଆଯାଇଥିଲା । ଏହି ଦୁଇଜଣ ମହିଳା ଏଲନଙ୍କ ଏହାୟସ୍ପେସ୍ ଫାର୍ମ ସ୍ପେସଏକ୍ସ

ବିଶ୍ୱରେ ଘୋର ଖାଦ୍ୟ ସଂକଟ

ମେଟ୍ରୋ ଟିଭି ଓଡିଶା (୨୦.୫.୨୦୨୨ ) ବିଶ୍ୱରେ ଏବେ ଘୋର ଖାଦ୍ୟ ସଂକଟ । ଗ୍ରାସିଛି ଭୋକର କରାଳ ରାକ୍ଷସ । ଏହାକୁ ନେଇ ଜାତିସଂଘ ଗଭୀର ଚିନ୍ତାପ୍ରକଟ କରିଛି । ଜାତିସଂଘ ସେକ୍ରେଟାରୀ ଜେନେରାଲ ଏଣ୍ଟୋନିୟୋ ଗୁଟରେସ୍‌ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି କି ବିଶ୍ୱର ବୃହତ ଭୂଖଣ୍ଡ ଖାଦ୍ୟ

ସିଦ୍ଧୁଙ୍କୁ ଜେଲ

ମେଟ୍ରୋ ଟିଭି ଓଡିଶା (୧୯.୫.୨୦୨୨ ) ନବଜୋତ ସିଂହ ସିଦ୍ଧୁଙ୍କୁ ଜେଲ ଦଣ୍ଡାଦେଶ | ରୋଡ୍ ରେଜ୍ କେସରେ ସିଦ୍ଧୁଙ୍କୁ ସୁପ୍ରିମକୋର୍ଟ ଗୋଟିଏ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ମାମଲା ୧୯୯୮ରେ ଘଟିଥିଲା। ସିଦ୍ଧୁଙ୍କୁ ପ୍ରଥମେ ଏହି ମାମଲାରେ ଆଶ୍ଵସ୍ତି ମିଳିଥିଲା। ହେଲ ରୋଡ୍ ରେଜ

କଡାକଡି ହେଲା କରୋନା କଟକଣା

ମେଟ୍ରୋ ଟିଭି ଓଡିଶା (୧୯.୫.୨୦୨୨ ) ଆମେରିକାର ନ୍ୟୁୟର୍କ ସହରରେ କୋଭିଡ୍‌ ସଂକ୍ରମଣ ବଢିଛି। ନ୍ୟୁୟର୍କ ରେ କୋଭିଡ୍‌ ଷଷ୍ଠ ଲହରର ସଙ୍କେତ ମିଳିସାରିଥିବାରୁ ସବୁ ଅଂଚଳରେ ପ୍ରଶାସନିକ ତତ୍ପରତା ବଢ଼ିଯାଇଛି। ଗତକାଲିଠାରୁ ନ୍ୟୁୟର୍କ ସହରରେ କଟକଣା କଡ଼ାକଡ଼ି କରାଯାଇଛି।

ଭାରତ-ବାଂଲାଦେଶ ମଧ୍ୟରେ ଚାଲିବ ଟ୍ରେନ୍‌

ମେଟ୍ରୋ ଟିଭି ଓଡିଶା (୧୯.୫.୨୦୨୨ ) ଆସନ୍ତା ମେ’ ୨୯ ତାରିଖରୁ ଭାରତରୁ ବଂଲାଦେଶକୁ ଗଡ଼ିବ ଟ୍ରେନ୍‌। ଏ ସମ୍ପର୍କରେ ରେଳମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। କୋଭିଡ୍‌ ଯୋଗୁ ୨୦୨୦ ମାର୍ଚ୍ଚ ମାସରେ କୋଲକାତା ଓ ବାଂଲାଦେଶ ମଧ୍ୟରେ ଟ୍ରେନ୍‌ ସେବା ବାତିଲ କରାଯାଥିଲା। ଏବେ ଏହି ଟ୍ରେନ୍‌

ବିମାନ ଆକ୍ରମଣରେ ୮ମୃତ୍ୟୁ

ମେଟ୍ରୋ ଟିଭି ଓଡିଶା (୧୮.୮.୨୦୨୨ ) ୟୁକ୍ରେନ-ରୁଷ୍‌ ମଧ୍ୟରେ ଯୋଦ୍ଧ ଦୁଇ ମାସରୁ ଅଧିକ ଦିନହେବ ଲାଗିରହିଥିବା ବେଳେ ଉତ୍ତର ୟୁକ୍ରେନରେ ରୁଷ୍‌ ଆକ୍ରମଣ ଜୋରଦାର କରିଛି । ରୁଷ୍‌ର ବିମାନ ଆକ୍ରମଣ ଯୋଗୁଁ ଉତ୍ତର ୟୁକ୍ରେନର ଚେର୍ନିହିବ ସ୍ଥିତ ଦେସନା ଗ୍ରାମରେ ୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ

ବର୍ଗର ରୁ ବାହାରିଲା ବେଙ୍ଗ

ମେଟ୍ରୋ ଟିଭି ଓଡିଶା (୧୭.୫.୨୦୨୨) ବର୍ତ୍ତମାନ ସମୟରେ ସମସ୍ତେ ହାଇଜିନିକ ଖାଦ୍ୟ ପସନ୍ଦ କରୁଛନ୍ତି | ଜଣେ ବ୍ୟକ୍ତି ରେଷ୍ଟୁରାଣ୍ଟ ଯାଇ ଅର୍ଡର କଲେ ବର୍ଗର । କିନ୍ତୁ ସେଥିରୁ ବାହାରିଲା ଅପରିଷ୍କାର ଭୟଙ୍କର ଜିନିଷ । ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ | ଏଭଳି ଘଟଣା ସାମ୍ନାକୁ