ଅପଣଙ୍କ ପାଖରେ ଅଛି କି ପୁରୁଣା ନୋଟ କିମ୍ବା କଏନ,ତେବେ ସାବଧାନ! ଆରବିଆଇ ଦେଲା ଚେତାବନୀ
ମେଟ୍ରୋ ଟିଭି ଓଡିଶା (୨୨.୫.୨୦୨୨ )
ବର୍ତ୍ତମାନ ଦିନରେ ପୁରୁଣା ମୁଦ୍ରା ଏବଂ ନୋଟ୍ କିଣିବା ଏବଂ ବିକ୍ରୟ କରିବାର ଧାରା ତୀବ୍ର ହୋଇଛି। ଅନେକ ଅନଲାଇନ୍ ଏବଂ ଅଫଲାଇନ୍ ପ୍ଲାଟଫର୍ମ ଅଛି ଯେଉଁଠାରେ ପୁରୁଣା ନୋଟ ଏବଂ ମୁଦ୍ରା ବିକ୍ରି ହେଉଛି। କିନ୍ତୁ କେନ୍ଦ୍ରୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)!-->!-->!-->…