Browsing Tag

#world

ନୂଆ ଦଳ ଗଢ଼ିପାରନ୍ତି ମସ୍କ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ବିଲିୟନେୟାର ଏଲନ୍ ମସ୍କଙ୍କ ‘ବ୍ରୋମାନ୍ସ’ (ନିବିଡ଼ ସମ୍ପର୍କ)ର ପରିସମାପ୍ତି ସହ ଏହା ଅତିମାତ୍ରାରେ ତିକ୍ତ ହୋଇଉଠିଛି। ଉଭୟ ଟ୍ରମ୍ପ ଓ ମସ୍କ ପରସ୍ପର ବିରୋଧରେ ଏକପ୍ରକାର ଯୁଦ୍ଧ ଘୋଷଣା କରିଥିବାରୁ ଏହା ସୋସିଆଲ୍‌ ମିଡିଆରେ  ଚର୍ଚ୍ଚାର ବିଷୟ…

ରେପୋ ହାର ୦.୫୦ ପ୍ରତିଶତ ହ୍ରାସ

ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ନେତୃତ୍ବାଧୀନ ମୁଦ୍ରାନୀତି କମିଟି ରେପୋ ହାରରେ ୦.୫୦ ପ୍ରତିଶତ ହ୍ରାସ କରିଛନ୍ତି। ଫଳରେ ଏହି ଗୁରୁତ୍ବପୂର୍ଣ୍ଣ ସୁଧ ହାର ୫.୫ ପ୍ରତିଶତକୁ ହ୍ରାସ ପାଇଛି। ଏହାର ପ୍ରଭାବରେ ଆଗାମୀ ଦିନରେ ଘର, ଗାଡ଼ି ଓ ବ୍ୟକ୍ତିଗତ କାର୍ଯ୍ୟ ଲାଗି…

ରଜରେ ତିନିଟିଯାକ ସିନେମାରେ କଣ୍ଠଦାନ କରିଛନ୍ତି କରିଛନ୍ତି ସୁଗାୟିକା ଅନ୍ତରା ଚକ୍ରବର୍ତ୍ତୀ

ଚଳିତ ବର୍ଷ ରଜରେ ମୁକ୍ତିଲାଭ କରୁଥିବା ତିନିଟିଯାକ ଓଡ଼ିଆ ଛବିରେ କଣ୍ଠଦାନ କରିବାର ସୁଯୋଗ ପାଇଛନ୍ତି ସୁଗାୟିକା ଅନ୍ତରା ଚକ୍ରବର୍ତ୍ତୀ। ରଜର ପ୍ରଥମ ସିନେମା ‘ଫାଷ୍ଟ ଲଭ୍’ରେ ସୋମେଶ ଶତପଥୀଙ୍କ ସଂଗୀତ ନିର୍ଦ୍ଦେଶନାରେ ସେ ଗାଇଛନ୍ତି ‘ଜୟ ହୋ..’। ଏଣେ ଅଭିଜିତ ମଜୁମ୍‌ଦାରଙ୍କ ସ୍ବର ସଂଯୋଜିତ…

ଆଜିର ରାଶିଫଳ

ବୁଧ ଓ ଶୁକ୍ରଙ୍କ ଲାଭ ଯୋଗର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ। ଗ୍ରହଙ୍କ ଚଳନ ଓ ଜୀବନରେ ଶୁଭ,ଅଶୁଭ ପ୍ରଭାବ କାରଣରୁ ବିଭିନ୍ନ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ଭିନ୍ନ ଭିନ୍ନ ପ୍ରଭାବ ପଡିଥାଏ । ବୁଧ ଓ ଶୁକ୍ର ଗ୍ରହ ଏକାଠି ହେବା ସହ ଶୁଭ ସ୍ଥିତିରେ ରହିବା କାରଣରୁ ଲାଭ…

ବର୍ଷାରେ ଭିଜିବ ସଜବାଜରୁ ଶେଷ ରଜ

ସପ୍ତାହକ ପରେ ଓଡ଼ିଶାର ଗଣପର୍ବ ରଜ । ଏଥର ରଜକୁ ମନଭରି ଉପଭୋଗ କରିବେ ଓଡ଼ିଶାବାସୀ । କାରଣ ଏଥର ରଜରେ ତାତି କମିବ, ବର୍ଷା ବଢିବ । ବର୍ଷାରେ ଭିଜିବ ସଜବାଜରୁ ଶେଷ ରଜ। କୋହଲା ପାଗରେ ଜମିବ କବାଡି ଓ ଦୋଳି ଖେଳ। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ…

ଆରପାରିରେ ପୂର୍ବତନ ଭାଜପା ବିଧାୟକ ମହମ୍ମଦ ରଫିକ୍‌

ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ମହମ୍ମଦ ରଫିକ୍‌ଙ୍କ ଶୁକ୍ରବାର ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କର ୭୧ ବର୍ଷ ହୋଇଥିଲା। ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ ସଭାପତି ଭାବେ ମଧ୍ୟ ସେ କାମ କରିଥିଲେ।ମେଲଛାମୁଣ୍ଡା ନିର୍ବାଚନ ମଣ୍ଡଳୀର…

4 ଟି ପ୍ରସ୍ତାବ ବାଜିଲା କ୍ୟାବିନେଟ ମୋହର , ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜାନା କୁ ମିଳିଲା ଅନୁମୋଦନ

ରାଜ୍ୟ କ୍ୟାବିନେଟନ୍‌ର ଗୁରତ୍ବପୂର୍ଣ୍ଣ ବୈଠକ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସହରୀ ବିକାଶା ଯୋଜନାକୁ ମିଳିଲା ଅନୁମୋଦନ…

ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ

ଆପଣ  ସତର୍କ ରୁହନ୍ତୁ କାରଣ ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ଏଯାବତ୍ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬, କଟକ ଜିଲ୍ଲାରୁ ୯ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଣେ ପୁରୀ,…

ଆଜି ରୁକ୍ମିଣୀ ହରଣ ଏକାଦଶୀ , ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ

ଆଜି ରୁକ୍ମିଣୀ ହରଣ ଏକାଦଶୀ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ । ଏଥିପାଇଁ ଆଜି ଚଳଚଞ୍ଚଳ ପୁରୀ । ସଜେଇ ହୋଇଛି ଶ୍ରୀମନ୍ଦିର । ସକାଳ ଧୂପ ପରେ ବିଭିନ୍ନ ନୀତାକାନ୍ତି କରାଯିବ । ଏହାପରେ ରୁକ୍ମିଣୀ ହରଣ ନୀତି ଅନୁଷ୍ଠିତ ହେବ । ବିମଳା ମନ୍ଦିର…

ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଜମ୍ମୁ-କାଶ୍ମୀର ଗସ୍ତରେ ଥିବାବେଳେ ସେଠାରେ ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍‌ଘାଟନ କରିଛନ୍ତି। ଚେନାବ ରେଲଓ୍ବେ ସେତୁ ଉଦ୍‌ଘାଟନ କରି ତ୍ରିରଙ୍ଗା ଉଡ଼ାଇଛନ୍ତି ମୋଦୀ। ୧୫ ଶହ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ଏହି…