ରଜରେ ତିନିଟିଯାକ ସିନେମାରେ କଣ୍ଠଦାନ କରିଛନ୍ତି କରିଛନ୍ତି ସୁଗାୟିକା ଅନ୍ତରା ଚକ୍ରବର୍ତ୍ତୀ
ଚଳିତ ବର୍ଷ ରଜରେ ମୁକ୍ତିଲାଭ କରୁଥିବା ତିନିଟିଯାକ ଓଡ଼ିଆ ଛବିରେ କଣ୍ଠଦାନ କରିବାର ସୁଯୋଗ ପାଇଛନ୍ତି ସୁଗାୟିକା ଅନ୍ତରା ଚକ୍ରବର୍ତ୍ତୀ। ରଜର ପ୍ରଥମ ସିନେମା ‘ଫାଷ୍ଟ ଲଭ୍’ରେ ସୋମେଶ ଶତପଥୀଙ୍କ ସଂଗୀତ ନିର୍ଦ୍ଦେଶନାରେ ସେ ଗାଇଛନ୍ତି ‘ଜୟ ହୋ..’। ଏଣେ ଅଭିଜିତ ମଜୁମ୍ଦାରଙ୍କ ସ୍ବର ସଂଯୋଜିତ…