Trending
- ଓଏସଆରଟିସିର ସମସ୍ତ ଗାଡିଗୁଡିକୁ ଇଭି କରାଯିବ
- ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ବଡ଼ ଝଟକା,ଏୟାର ଇଣ୍ଡିଆ ଜୁନ୍ ମାସରୁ ତିନି ମାସ ପାଇଁ ଅନେକ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ
- ମେ ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ୫ ଦେଶ ୟୁଏଇ, ନେଦରଲ୍ୟାଣ୍ଡ, ସ୍ୱୀଡେନ,ନରୱେ ଏବଂ ଇଟାଲୀ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ତୈଲ ସଂକଟକୁ ସାମାନ୍ୟ ମୁକାବିଲା ପାଇଁ ନିଜର କାରକେଡ ଗାଡ଼ି ସଂଖ୍ୟା ହ୍ରାସ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ପେଟ୍ରୋଲ ଏବଂ ଡିଜେଲର ଦରଦାମ ବୃଦ୍ଧିକୁ ନେଇ ଚେତବାନୀ ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର
- ବଡ଼ଦାଣ୍ଡରେ ୮ଟି ଅସ୍ଥାୟୀ ହସ୍ପିଟାଲ ଖୋଲାଯିବ ,ରୋଗୀଙ୍କ ଭିଡ଼ କମାଇବା ନେଇ ପ୍ରଥମ କରି TRIAGE,
- ତାଲିମ ବିମାନ କ୍ରାସ୍ ଲ୍ୟାଣ୍ଡିଂ,ପାଇଲଟ୍ ସୁରକ୍ଷିତ
- ଖରିଫ ୨୦୨୬ ପାଇଁ ଆବଶ୍ୟକତାଠାରୁ ୫୧% ଅଧିକ ସାର ଉପଲବ୍ଧ
- ସାଇବର୍ ଅପରାଧ ରୋକିବାରେ ମୁଲ୍ ଆକାଉଣ୍ଟ୍ ଏକ ପ୍ରମୁଖ ପ୍ରତିବନ୍ଧକ
- ବିଶ୍ୱର ୪୦ରୁ ଅଧିକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଇଛନ୍ତି ଜରୁରୀକାଳୀନ ପଦକ୍ଷେପ
Browsing Tag
#odisha
ଚିନି ରପ୍ତାନୀ ଉପରେ କଟକଣା ଲାଗୁ
ମେଟ୍ରୋ ଟିଭି ଓଡିଶା (୧.୬.୨୦୨୨)
ଚିନି ରପ୍ତାନୀ ଉପରେ ସରକାର ଲାଗୁ କରିଥିବା କଟକଣା ଆଜିଠାରୁ କାର୍ଯ୍ୟକାରୀ ହୋଇଛି । ଭାରତ ବିଶ୍ୱରେ ସବୁଠୁ ଅଧିକ ଚିନି ଉତ୍ପାଦନ ସହିତ ଅଧିକ ଚିନି ବ୍ୟବହାର କରିଥାଏ । ଗତ ସପ୍ତାହରେ କେନ୍ଦ୍ର ସରକାର ଚିନି ରପ୍ତାନୀ ଉପରେ କଟକଣା ଲାଗୁ କରିଥିଲେ ।
!-->!-->!-->!-->…
ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ମେଟ୍ରୋ ଟିଭି ଓଡିଶା (୧.୬.୨୦୨୨)
ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ପୁରୀ ପୌର ସଦନରେ ପ୍ରସ୍ତୁତି ବୈଠକ ବସିଛି। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବା ବେଳେ ଏଥିରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ସୂଚନା ଓ!-->!-->!-->…
ଫାଇଭ-ଟି ହାଇସ୍କୁଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ମେଟ୍ରୋ ଟିଭି ଓଡିଶା (୧.୬.୨୦୨୨)
ଫାଇଭ-ଟି ହାଇସ୍କୁଲ ରୂପାନ୍ତରଣ ଶିକ୍ଷା କ୍ଷେତ୍ରରେ ନୂଆ ଅଧ୍ୟାୟ ଲେଖିବ ଓଡ଼ିଶା | ଆଜି ରାଜ୍ୟର ୫ ଜିଲ୍ଲାରେ ୫୩୨ଟି ସ୍କୁଲକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ଣ ସାଢେ ୫ଟାରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ!-->!-->!-->…
ବାରବାଟୀରେ ମ୍ୟାଚ୍ ବନ୍ଦ ପାଇଁ ହାଇକୋର୍ଟରେ ମାମଲା
ମେଟ୍ରୋ ଟିଭି ଓଡିଶା (୧.୬.୨୦୨୨)
ବାରବାଟୀ ଷ୍ଟାଡିୟମରେ ହବାକୁ ଥିବା ଟି-୨୦ ମ୍ୟାଚ୍ ବନ୍ଦ କରିବା ପାଇଁ ହାଇକୋର୍ଟରେ ଏକ ମାମଲା ଦାୟର ହୋଇଛି । ଢେଙ୍କାନାଳ ଜିଲ୍ଲା ଭୁବନର ଜନୈକ ବ୍ୟକ୍ତି ବାରବାଟୀ ଷ୍ଟାଡିୟମରେ ହେବାକୁଥିବା ଟି-୨୦ ମ୍ୟାଚ ବନ୍ଦ କରିବାକୁ ହାଇକୋର୍ଟରେ ଜନ ସ୍ୱାର୍ଥ!-->!-->!-->…
କମିଲା ଏଲପିଜି ଦର
ମେଟ୍ରୋ ଟିଭି ଓଡିଶା (୧.୬.୨୦୨୨)
ଆଜିଠାରୁ ୧୯ କେ.ଜି. ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ ଦର ହ୍ରାସ ପାଇଛି । ଦେଶର ତୈଳ ବିପଣନକାରୀ କମ୍ପାନି ସବୁ ଏହି ଘୋଷଣା କରିଛନ୍ତି | ସୂଚନା ଅନୁସାରେ, ଆଜିଠାରୁ ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ ଆଗ ଅପେକ୍ଷା ୧୩୫ ଟଙ୍କା କମିଛି।
!-->!-->!-->!-->…
ଜୁନ ମାସରେ ଓଡିଶାରେ ପ୍ରବଳ ଛେଚିବ
ମେଟ୍ରୋ ଟିଭି ଓଡିଶା (୧.୬.୨୦୨୨ )
ଚଳିତ ବର୍ଷ ଜୁନ୍ ମାସରେ ଓଡ଼ିଶାରେ ଅଧିକ ବର୍ଷା ହେବ । ଏପରିକି ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଦକ୍ଷିଣ-ପଶ୍ଚିମ ମୌସୁମୀ!-->!-->!-->!-->!-->!-->!-->…