Browsing Tag

#odisha

ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନେଇ ବିରୋଧୀଙ୍କ ଅକଲ ଗୁଡମ

ବିକାଶର ଧାରାରେ ସାମିଲ ହେବେ ଆଦିବାସୀ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁଙ୍କ ନାମ ଆସିବା ପରେ ବିରୋଧୀ ଶିବିରରେ ଅଦୃଶ୍ୟ ଭୟ ସୃଷ୍ଟି ହୋଇଛି ।  ଏହାର କାରଣ ହେଉଛି ସେ ଆଦିବାସୀ । ପୁଣି ମହିଳା । ଓଡ଼ିଶାରେ ଯେପରି ଶ୍ରୀମତି ମୁର୍ମୁଙ୍କୁ ସ୍ବାଗତ ଦିଆଗଲା , ନବୀନଙ୍କ

ଅମରନାଥର ପବିତ୍ର ଗୁମ୍ଫା ମନ୍ଦିର ନିକଟରେ ବାଦଲଫଟା ବର୍ଷା

ଜମ୍ମୁ- କଶ୍ମୀର ଅମରନାଥର ପବିତ୍ର ଗୁମ୍ଫା ମନ୍ଦିର ନିକଟରେ ବାଦଲଫଟା ବର୍ଷା ହୋଇ ପ୍ରାୟ ୧୫ ଜଣଙ୍କର ମୃତ୍ୟୁ ଘଟିଛି।  ଏଥିସହ 40ରୁ ଅଧିକ ତୀର୍ଥଯାତ୍ରୀ ନିଖୋଜ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ।  ଉଦ୍ଧାର କାର୍ଯ୍ୟରେ ପୁଲିସ, ଏନଡିଆରଏଫ  ଓ ଭାରତୀୟ ସେନା ଲାଗିପଡ଼ିଛି। ପ୍ରବଳ ପାଣି

ପହଞ୍ଚିଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ 

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଭୁବନେଶ୍ବରରେ ପହଁଚିଛନ୍ତି । ବିମାନବନ୍ଦରରେ ପହଁଚିବା ପରେ ତାଙ୍କୁ ବିଜେପି ପକ୍ଷରୁ ଜୋରଦାର ସ୍ବାଗତ କରାଯାଇଛି । ପ୍ରଥମେ ରାଜ୍ୟ ଅତିଥି ଭବନରେ ବିଜେପି ନେତାଙ୍କୁ ଭେଟିଛନ୍ତି । ସେଠାରେ ବିଜେପି ବିଧାୟକ ଏବଂ ସାଂସଦମାନେ

ରେଲଓ୍ବେ ଅଣ୍ଡରପାସ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବାଲେଶ୍ବର: ବାଲେଶ୍ବରର ଚାନ୍ଦବାଲି ବ୍ଲକ୍ ଜନ୍ତୁଳି ନୂଆ ଗାଁ ଗ୍ରାମପଂଚାୟତର ଶତାଧିକ ଚାଷୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଭଦ୍ରକ ଏବଂ ଧାମରା ମଧ୍ୟରେ ଆଦାନି ପୋର୍ଟ ଦ୍ବାରା କରାଯାଇଥିବା ରେଲଲାଇନ ଏହି ଚାଷୀଙ୍କ ପାଇଁ ଏବେ ଦୁର୍ବିସହ ହୋଇପଡିଛି । ଚାଷୀମାନଙ୍କ ଧାନ ବିଲ

ମୁଖ୍ୟମନ୍ତ୍ରୀଙ୍କ ଦ୍ବିତୀୟ ବାହାଘର : ଭୋଜିର ମେନୁ ଭାଇରାଲ

 ମୁଖ୍ୟମନ୍ତ୍ରୀ ମାନ୍ ଦ୍ବିତୀୟ ଥର ପାଇଁ ବିବାହ କରିଛନ୍ତି । ପୁଣି ମାନଙ୍କ ଦେହରେ ହଳଦୀ ଲାଗିଛି । ପଂଜାବୀ ରୀତି ନୀତିରେ ହାତଗଣ୍ଠି ପଡିଛି । ବାହାଘର ହୋଇଛି । ଚଣ୍ଡିଗଡ଼ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଦ୍ବିତୀୟ ଥର ପାଇଁ ବିବାହ ଅନୁଷ୍ଠିତ ହୋଇଛି । ବିବାହରେ ଦିଲ୍ଲୀ

ବିଶ୍ବ ଚକୋଲେଟ୍ ଡେରେ ଚକୋଲେଟ ଖାଆନ୍ତୁ

ମେଟ୍ରୋ ଟିଭି ଓଡ଼ିଶା ବ୍ୟୁରୋ: ଆଜି ବିଶ୍ବ ଚକୋଲେଟ ଡେ । ଆଜିର ଦିନରେ ଚକୋଲେଟ ଖାଇବାର ଉପକାର ବିଷୟରେ ଆପଣ ନିହାତି ଜାଣିବା କଥା । ଆଜିକାଲି ଜୀବନରେ ମଣିଷ ଏତେ ଚିନ୍ତାରେ ରହୁଛି ଯେ ସ୍ବାସ୍ଥ୍ୟର ଯନ୍ତ୍ର ନେବା ଭୁଲି ଯାଉଛି ଏଭଳି ଷ୍ଟ୍ରେସରେ ରହୁଥିବା ମଣିଷ ପାଇଁ ଚକୋଲେଟ

ଆସୁଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁ

ଭୁବନେଶ୍ବର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଆସୁଛନ୍ତି ଓଡ଼ିଶା । ଓଡ଼ିଶା ଗସ୍ତବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଜୋରଦାର ସ୍ବାଗତ ପାଇଁ ଅପେକ୍ଷାରେ ଅଛନ୍ତି । ଏପରିକି ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ରାଜ୍ୟ ଅତିଥି ଭାବେ ଦ୍ରୈାପଦୀ

କାଶୀବାସୀଙ୍କୁ ୧୮୦୦ କୋଟି ପ୍ରକଳ୍ପର ଉପହାର ଦେବେ ମୋଦି

୧୮୦୦ କୋଟି ପ୍ରକଳ୍ପର ଉପହାର ଦେବେ ମୋଦି । ଉତ୍ତର ପ୍ରଦେଶ ଆଜି ଗସ୍ତ କରିବା ବେଳେ ଏହି ଘୋଷଣା କରିବେ ପ୍ରଧାନମନ୍ତ୍ରୀ ମୋଦି । ବିଧାନସଭା ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ସଂସଦୀୟ କ୍ଷେତ୍ର ବାରାଣସୀକୁ ପ୍ରଥମ ଥର ପାଇଁ ଆଜି ଗସ୍ତ କରୁଛନ୍ତି । ଏହି ଗସ୍ତକାଳରେ

ଆଜି ବି ପ୍ରବଳ ବର୍ଷିବ

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ଓଡ଼ିଶାର ବିଭିନ୍ନ ଜିଲ୍ଲା ସହ କଟକ ଓ ଭୁବନେଶ୍ୱରରେ ମଧ୍ୟ ପ୍ରବଳ ବର୍ଷା ହେଉଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଆଜି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।