Browsing Tag

#odisha

ଫ୍ୟାନରେ ଝୁଲି ପଡିଲେ ସ୍ବାମୀ ଓ ସ୍ତ୍ରୀ

ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ। ଘର ଭିତରେ ଫ୍ୟାନରେ ଝୁଲି ପଡିଛନ୍ତି ସ୍ବାମୀ ଓ ସ୍ତ୍ରୀ। ଏଥିରେ ସ୍ତ୍ରୀଙ୍କର ମୃତ ଘଟିଥିବା ବେଳେ ସ୍ବାମୀ ଗୁରୁତର ଅବସ୍ଥାରେ ମେଡିକାଲ୍ ରେ ଭର୍ତ୍ତି ହୋଇଛନ୍ତି। ଲଷ୍ମୀସାଗର ଥାନା ସିଦ୍ଧିବିନାୟକ ଆପର୍ଟମେଣ୍ଟରେ ଘଟିଛି ଏହି ଘଟଣା। ଗୁରୁତର ସ୍ୱାମୀ ସଞ୍ଜୟ

ମାଗଣାରେ ବୁଷ୍ଟର ଡୋଜ୍‍ ନେବାକୁ ଭିଡ୍

୧୮ ବର୍ଷରୁ ଅଧିକ ବର୍ଷ ବୟସ୍କଙ୍କୁ ଆଜି ଠାରୁ ମାଗଣାରେ ଦିଆଯାଉଛି ବୁଷ୍ଟର ଜୋଡ୍‍। ତେବେ ସରକାରୀ ଡାକ୍ତରଖାନାରେ ବୁଷ୍ଟର ଡୋଜ ନେବାକୁ ଭିଡ ଦେଖାଯାଇଛି । ବର୍ଷା ସତ୍ତ୍ବେ ଲୋକମାନେ ଧାଡିରେ ଯାଇ ବୁଷ୍ଟର ଡୋଜ ଦେଉଛନ୍ତି । ଆଜି ରାଜ୍ୟରେ ୨୩୨୦ ଟିକାକରଣ କେନ୍ଦ୍ରରେ ଦିଆଯାଉଛି

କାଉଡ଼ିଆଙ୍କ ପାଇଁ ମାସ୍କ୍‌ ବାଧ୍ୟତାମୂଳକ

ଦୁଇ ବର୍ଷ ହେବ କରୋନା ଯୋଗୁଁ କାଉଡି ଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଏଥିପାଇଁ ପ୍ରଶାସନ ଅନୁମତି ଦେଇଛି । ତେଣୁ ଧବଳେଶ୍ୱର ପୀଠ ସହ ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିବ । ଏଥିପାଇଁ ଆଠଗଡ ଉପଜିଲ୍ଲପାଳ ତଥା ଦେବୋତ୍ତର କମିସନର ହେମନ୍ତ କୁମାର ସ୍ୱାଇଁଙ୍କ ସହ ପୂଜକ ସମିତିର ମିଳିତ

ସରକାରଙ୍କ ଉପରେ ବର୍ଷିଲେ ଅପରାଜିତା

କୋଣାର୍କ ସୁରକ୍ଷା ପରିଷଦ ପକ୍ଷରୁ ଶାମୁକା ପଡିଆରେ ଆୟୋଜିତ ଏକ ବିଶାଳ ଜନ ସମାବେଶରେ ଯୋଗ ଦେଇ ସରକାରଙ୍କ ଉପରେ ବର୍ଷିଛନ୍ତି ସାଂସଦ ଅପରାଜିତା । କୋଣାର୍କ ଜମିଜମା ସମସ୍ୟା ଓ ସ୍ୱାସ୍ଥ୍ୟସେବା ନେଇ ରାଜ୍ୟ ସରକାର କୈାଣସି ପଦକ୍ଷେପ ନେଉନଥିବାରୁ ଅପରାଜିତା ସମାଲୋଚନା କରିଛନ୍ତି ।

ନୂଆ ରୂପରେ କଙ୍ଗନା

ନୂଆ ରୂପରେ କଙ୍ଗନା । ଇନ୍ଦିରା ଗାନ୍ଧିଙ୍କ ରୂପରେ ବଲିଉଡ କୁଇନ । ରିଲିଜ୍ ହୋଇଥିବା ଆଗାମୀ ଫିଲ୍ମ ‘ଏମର୍ଜେନ୍ସି’ର ଟିଜରରେ ଏପରି କିଛି ଦମଦାର ଲୁକରେ ଆସିଛନ୍ତିି କଙ୍ଗନା । ଟିଜରଟି ଏକ ଫୋନକଲରୁ ଆରମ୍ଭ ହୋଇଛି । କଙ୍ଗନାଙ୍କ ଲୁକ୍, ଭଏସ୍, ଓ ଏକ୍ସପ୍ରେସନକୁ ଇନ୍ଦିରାଙ୍କ ପରି

ପେଟ୍ରୋଲ 5, ଡିଜେଲ 3 ଟଙ୍କା ହ୍ରାସ କଲେ ସିନ୍ଦେ ସରକାର

ମହାରାଷ୍ଟ୍ରରେ ପେଟ୍ରୋଲ ଡିଜେଲ ଦର ହ୍ରାସ ପାଇଛି । ସରକାର ବଦଳିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୁରୁବାର ଦିନ ଘୋଷଣା କରିଛନ୍ତି ଯେ ରାଜ୍ୟରେ ପେଟ୍ରୋଲ ଲିଟର ପିଛା 5 ଟଙ୍କା ଏବଂ ଡିଜେଲ ଲିଟର ପିଛା 3

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜ୍ କୋହଲି, ବୁମରା ଖେଳିବେନି

ମେଟ୍ରୋ ଟିଭି ଓଡ଼ିଶା: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଦଳର ଏଥର କୋହଲିଙ୍କୁ ବାହାରେ ରଖାଯାଇଛି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ଭାରତ ନିଜ ଦଳ ଘୋଷଣା କରିଛି। ବିରାଟ କୋହଲି ଏବଂ ଜସପ୍ରୀତ ବୁମ୍ରା

ଅରୁଣ, ଗାୟତ୍ରୀ, ସୁଜାତା ,କିଏ ବିଜେଡିର ଉତ୍ତରାଧିକାରୀ ନେତା ?

ଓଡ଼ିଶାରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ କ୍ରମାଗତ 5 ଥର ଜିତି ଶାସନ କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ଖୋଜା ଚାଲିଛି । ବିଶେଷ କରି ତିନୋଟି ନାମକୁ ନେଇ ବିଜେଡି ଦଳରେ ଯେତିକି ଓଡ଼ିଶାର ଜନସାଧାରଣଙ୍କ ମଧ୍ୟରେ ସେତିକି ଚର୍ଚା ହେଉଛି । ମୁଖ୍ୟମନ୍ତ୍ରୀ

ଆସନ୍ତାକାଲିଠୁ ମାଗଣା ବୁଷ୍ଟର ଡୋଜ୍

ଆସନ୍ତାକାଲି ଠାରୁ ୧୮ ରୁ ୫୯ ବର୍ଗର ଲୋକଙ୍କୁ ମାଗଣା ଟିକାକରଣକୁ ନେଇ ପାରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।ବର୍ତ୍ତମାନ ପ୍ରିକସନ ଡୋଜ୍ ଉପରେ ଅଧିକ ଗୁରୁ୍ୱ ଦିଆଯାଉଛି । କରୋନା ଯୋଦ୍ଧା, ସମ୍ମୁଖ ଧାଡିର ଯୋଦ୍ଧା, ସ୍ୱାସ୍ଥ୍ୟ କର୍ମୀ ଓ ୬୦

ବିଜୟଶଙ୍କରଙ୍କ ଅଡୁଆ ବଢ଼ିଲା, କ୍ରାଇମବ୍ରାଞ୍ଚ କରିବ ତଦନ୍ତ

ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ଅଡୁଆ ବଢ଼ିବାରେ ଲାଗିଛି । ବିଜୟଶଙ୍କରଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଏଣିକି ତଦନ୍ତ କରିବ କ୍ରାଇମବ୍ରାଞ୍ଚ ଟିମ୍‌ । ଏନେଇ ଜଗତସିଂହପୁର ଏସପି କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଛି । ବିଜୟ ଶଙ୍କରଙ୍କ ବାନ୍ଧବୀ ସୋମାଲିକା ଆଣିଥିବା ଅଭିଯୋଗର