Browsing Tag

#odisha

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଆହୁରି ଦୁର୍ବଳ

ରାନ-ଆମେରିକା ଯୁୁଦ୍ଧ ବନ୍ଦ ହେବାର କୌଣସି ସମ୍ଭାବନା ଦେଖାଯାଉନଥିବାରୁ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଆହୁରି ଦୁର୍ବଳ ହୋଇପଡ଼ିଛି। ଗୁରୁବାର ମୁଦ୍ରା ବିନିମୟ ବଜାରରେ କାରବାର ଆରମ୍ଭ ହେବାର କିଛି ସମୟ ମଧ୍ୟରେ ଡଲାରର ବିନିମୟ ମୂଲ୍ୟ ୯୫ ଟଙ୍କାରୁ ଅଧିକ ହୋଇଥିଲା। ଏକ ସମୟରେ…

ପ୍ଲେ-ଅଫ୍ ରୁ ଏକପ୍ରକାର ବିଦା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ ଇଣ୍ଡିଆନ୍ସକୁ ଶନି ଦଶା । ୨୪୩ ରନ କରି ବି ହାରିଲା ମୁମ୍ବାଇ । ପ୍ଲେ-ଅଫ୍ ରାସ୍ତା ଧିରେ ଧିରେ ସଫା ହେବାକୁ ଲାଗିଲାଣି । ତେବେ ବୁଧବାର ଖେଳାଯାଇଥିବା ଏକ ମୁକାବିଲାରେ ୬ ଓ୍ୱିକେଟରେ ପରାସ୍ତ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ୨୪୩ ରନ୍ କରିଥିଲେ ମଧ୍ୟ ସନ୍ ରାଇଜର୍ସ ହାଇଦ୍ରାବାଦ…

ତାତିରେ ଲାଗିଲା ବ୍ରେକ୍ , ରାଜଧାନୀରେ ସଂଧ୍ୟାରେ  ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ରାଜଧାନୀରେ ସଂଧ୍ୟାରେ  ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷିଲା ।  ସନ୍ଧ୍ୟାରେ ହଠାତ ପାଗରେ ପରିବର୍ତ୍ତନ ହୋଇଥିଲା ।  ଆକାଶରେ କଳାହାଣ୍ଡିଆ ବାଦଲ ସହ ମାଡ଼ି ଆସିଲା ବର୍ଷା ପବନ ।  ଗତ କିଛି ଦିନ ଧରି ଗରମ ଓ ଗୁଳୁଗୁଳିରୁ ଲୋକଙ୍କୁ ଆଶ୍ବସ୍ତି ଦେଇଛି କାଳବୈଶାଖୀ ବର୍ଷା । କିଛି ଦିନ ପରେ ତାତିରେ…

ମାଟ୍ରିକ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର,ମେ ୨ରେ ପ୍ରକାଶ ପାଇବ ଫଳ

ମାଟ୍ରିକ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର। ମେ ୨ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ସେହି ଦିନ ମଧ୍ୟମା, ଓପନ ସ୍କୁଲ ପରୀକ୍ଷା ଫଳ ବି ପ୍ରକାଶ ହେବ। ମେ ୨ ଅପରାହ୍ଣ ୪ଟାରେ bseodisha.nic.inରେ ଉପଲବ୍ଧ ହେବ ରେଜ। ପ୍ରେସ୍ ରିଲିଜ୍ ଜରିଆରେ ଗୁରୁବାର ଏହାର…

କଟକ ଓଏମପି ସ୍ଥିତ ଷଷ୍ଠ ବାଟାଲିୟନ ପରିସରରେ ପୋଲିସକୁ ଧାରୁଆ ଅସ୍ତ୍ରରେ ସଂଘବଦ୍ଧ ଭାବେ ଆକ୍ରମଣ,ତିନି ଜଣ ପୋଲିସ…

କିଏ ସୁରକ୍ଷିତ ? ସମାଜକୁ ସୁରକ୍ଷା ଦେବା ପାଇଁ ପୋଲିସ । ହେଲେ ଏଠି ପୋଲିସକୁ ବି ଆକ୍ରମଣ । କଟକ ଓଏମପି ସ୍ଥିତ ଷଷ୍ଠ ବାଟାଲିୟନ ପରିସରରେ ପୋଲିସକୁ ଧାରୁଆ ଅସ୍ତ୍ରରେ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଛି । ଯେଉଁଥିରେ ତିନି ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର…

ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ୱସ୍ତି ,ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ

ରାଜ୍ୟରେ ଜାରି ରହିଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଲଗାତାର ନିଆଁ ମାଡ଼ରେ ଛଟପଟ ହେଉଥିବା ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରାରେ ଅଳ୍ପ ହ୍ରାସ ଘଟିଛି । ୪୪-୪୫ ଡିଗ୍ରୀ ତାତିରେ ସିଝୁଥିବା ପାରଦ ବୁଧବାର ୪୨.୪ ଡିଗ୍ରୀକୁ ଖସି ଆସିଥିଲା । ସବୁଠାରୁ…

ଆଜିର ରାଶିଫଳ

ମେଷ: ବୈବାହିକ ଜୀବନ ମଧ୍ୟ ସୁଖଦ ରହିବ । ଆପଣଙ୍କ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଆପଣ ବିବାଦରେ ଫସିପାରନ୍ତି । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । ଆପଣ ସାମାଜିକ ଏବଂ ଧାର୍ମିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିପାରିବେ । ଯାତ୍ରା କରିବାରୁ ଦୂରେଇ ରୁହନ୍ତୁ । ବୃଷ: ଆଜି…

ଆସନ୍ତାକାଲି ବିଧାନସଭାର ସ୍ବତନ୍ତ୍ର ଅଧିବେଶନ , ବିରୋଧୀଙ୍କୁ ମହିଳା ବିରୋଧୀ କହି ନିନ୍ଦା ପ୍ରସ୍ତାବ ଆଣିବେ ଶାସକ ଦଳ

ଆସନ୍ତାକାଲି ବିଧାନସଭାର ସ୍ବତନ୍ତ୍ର ଅଧିବେଶନ । ସଂସଦରେ ମହିଳା ସଂରକ୍ଷଣ ବିଲ କାଟ ଖାଇବା ପରେ ଏହାକୁ ନେଇ ବିଧାନସଭାରେ ହେବ ସ୍ବତନ୍ତ୍ର ଆଲୋଚନା । ବିରୋଧୀଙ୍କୁ ମହିଳା ବିରୋଧୀ କହି ନିନ୍ଦା ପ୍ରସ୍ତାବ ଆଣିବେ ଶାସକ ଦଳ । ଯାହାକୁ କଟାକ୍ଷ କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । କାଲି…

ଗେମିଂ ୟୁଜର୍ସଙ୍କ ପାଇଁ OnePlus ଆଣିଲା ବେଷ୍ଟ ଫୋନ , ଜାଣନ୍ତୁ ଏହାର ଫିଚର୍ସ

ଆଉ ଏକ ପାୱାରଫୁଲ୍ ଫୋନ୍ ଲଞ୍ଚ କରିଛି OnePlus । ଏହି ଚୀନ୍ କମ୍ପାନୀର ଫୋନ୍ ପା ୱାରଫୁଲ୍ ଫିଚର୍ସରେ ପରିପୂର୍ଣ୍ଣ । ଏହା କମ୍ପାନୀର ପ୍ରଥମ ଫୋନ୍ ଯେଉଁଥିରେ ଏକ ବିଲ୍ଟ-ଇନ୍ ଗେମିଂ କଣ୍ଟ୍ରୋଲର ଅଛି, ଯାହା ଏହାକୁ ସ୍ୱତନ୍ତ୍ର ଭାବରେ ଗେମିଂ ୟୁଜର୍ସଙ୍କ ପାଇଁ ବେଷ୍ଟ ହେବ । ତେବେ ଜାଣନ୍ତୁ…

କେନ୍ଦୁଝରକୁ ୧୩୩୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝରକୁ ୧୩୩୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ । ପ୍ରାୟ ୭୦୫ କୋଟିର ୬୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ପ୍ରାୟ ୨୫୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ୨୪ଟି ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେହିପରି ୧୦୧ଟି…