Browsing Tag

#odisha

 ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ଭାରତର କୂଟନୈତିକ ଆଭିମୁଖ୍ୟକୁ ବଡ଼ ସମର୍ଥନ

ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ଭାରତର କୂଟନୈତିକ ଆଭିମୁଖ୍ୟକୁ ବଡ଼ ସମର୍ଥନ ମିଳିଛି। ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ସମସ୍ତ ୨୧ ସଦସ୍ୟ ଦେଶ ଏକମତ ହୋଇ ‘ନୂଆଦିଲ୍ଲୀ ଘୋଷଣା-୨୦୨୬’ ଗ୍ରହଣ କରିଛନ୍ତି। ଏହି ଘୋଷଣାରେ ପହଲଗାମରେ ହୋଇଥିବା ଆତଙ୍କବାଦୀ…

ୟୁଏଇରେ ତିନି ଦିନିଆ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟି ଟଙ୍କାର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

ୟୁଏଇରେ ତିନି ଦିନିଆ ନିବେଶ ଅଭିଯାନ ଶେଷ । ଆସିଲା ୨ଲକ୍ଷ ୪୩ ହଜାର ୧୬୨ କୋଟି ଟଙ୍କାର ନିବେଶ ପ୍ରସ୍ତାବ । ୬ ଲକ୍ଷ ୧୮ ହଜାର ୭୨୫ ନିଯୁକ୍ତି ସମ୍ଭାବନା । ଆବୁଧାବୀ ଓ ଦୁବାଇରେ ଅନୁଷ୍ଠିତ ତିନିଦିନିଆ କାର୍ଯ୍ୟକ୍ରମରେ ୫୨ ଟି ଓ୍ଵାନ୍-ଅନ୍-ଓ୍ଵାନ୍ ନିବେଶକ ବୈଠକ ଓ ରାଉଣ୍ଡ ଟେବଲ୍ ଆଲୋଚନା…

ବନତାରାରୁ ନନ୍ଦନକାନନକୁ ଆସିଲେ ୪୦ରୁ ଅଧିକ ଜୀବଜନ୍ତୁ,ପର୍ଯ୍ୟଟକଙ୍କ ପାଇଁ ଏହା ହେବ ଏକ ନୂଆ ଅନୁଭୂତି

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ନୂଆ ଅତିଥି। ଗୁଜୁରାଟର ବନତାରାରୁ ନନ୍ଦନକାନନକୁ ଆସିଛନ୍ତି ୪୦ରୁ ଅଧିକ ଜୀବଜନ୍ତୁ। ଏହି ନୂଆ ଅତିଥିଙ୍କ ମଧ୍ୟରେ ରହିଛନ୍ତି ଜେବ୍ରା, ୱାଲାବି, କଙ୍ଗାରୁ ଏବଂ କସୁଆରି ଭଳି ବିରଳ ଓ ଆକର୍ଷଣୀୟ ପ୍ରାଣୀ। କେବଳ ଜୀବଜନ୍ତୁ ନୁହନ୍ତି, ବନତାରାରୁ…

ଆଜି ବର୍ଷିବ କାଲି କମିବ

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ୨୪ ଘଣ୍ଟାରେ ବର୍ଷା ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି ଯେ ବର୍ଷା ପ୍ରକୋପ ଶନିବାର ମଧ୍ଯ ଜାରି ରହିବ । ରବିବାରଠାରୁ ଧୀରେ ଧୀରେ ବର୍ଷା କମିବ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର…

୧୨ ବର୍ଷ ପରେ ସିଂହ ରାଶିରେ ବୃହସ୍ପତି ଚଳନ,ଆର୍ଥିକ ସ୍ଥିତିରେ ଉନ୍ନତିର ସମ୍ଭାବନା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ମାସରେ ବୃହସ୍ପତି ଏକ ବଡ଼ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ୩୧ ଅକ୍ଟୋବର, ୨୦୨୬ ଦିନ ୧୨:୦୧ ସମୟରେ ସିଂହ ରାଶିରେ ପ୍ରବେଶ କରିବେ। ଜ୍ୟୋତିଷମାନଙ୍କ ଅନୁସାରେ, ବୃହସ୍ପତି ପ୍ରାୟ ଏକ ବର୍ଷ ପାଇଁ ଗୋଟିଏ ରାଶିରେ ରହିଥା’ନ୍ତି, କିନ୍ତୁ ଏଥର ଏହା…

ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍

ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଜଙ୍ଗଲ ଅଞ୍ଚଳରୁ ୫ଟି ଶିଶୁ ଓରାଙ୍ଗଉଟାନ୍ ଉଦ୍ଧାର ଘଟଣାକୁ ଗୁରୁତ୍ୱର ସହ ନେଇଛି ଇଣ୍ଡୋନେସିଆ ସରକାର। ବନ୍ୟପ୍ରାଣୀମାନଙ୍କର ଯତ୍ନ, ସେମାନଙ୍କ ପ୍ରକୃତ ଉତ୍ପତ୍ତିସ୍ଥଳ ଚିହ୍ନଟ ଏବଂ ଆବଶ୍ୟକ ହେଲେ ସମସ୍ତଙ୍କୁ ଇଣ୍ଡୋନେସିଆକୁ ଫେରାଇ ନେବା ପାଇଁ ପ୍ରକ୍ରିୟା ଆରମ୍ଭ…

ସାର୍ବଜନୀନ ହେବନି ରତ୍ନଭଣ୍ଡାର ଗଣତି ମଣତି ରିପୋର୍ଟ -ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ସାର୍ବଜନୀନ ହେବନି ରତ୍ନଭଣ୍ଡାର ଗଣତି ମଣତି ରିପୋର୍ଟ । ରତ୍ନଭଣ୍ଡାର ଗଣତି ମଣତି ତାଲିକା ଏକ ଗୁପ୍ତ ସେବା, ଏହା କୌଣସି ରିଲ୍ସ ନୁହେଁ । ସଂପୂର୍ଣ୍ଣ ସ୍ୱଚ୍ଛତାର ସହ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କରାଯାଉଛି । ମହାପ୍ରଭୁଙ୍କ ନୀତି ବହୁଳତାକୁ ଦେଖି ରତ୍ନଭଣ୍ଡାର ଗଣତି ମଣତି କରାଯାଉଛି…

ଲଘୁଚାପ ପ୍ରଭାବରେ ଦୁଇ ଦିନ ବର୍ଷା,କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଲଘୁଚାପ ପ୍ରଭାବରେ ଦୁଇ ଦିନ ବର୍ଷା। ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି । ଆଜି ସକାଳ ୮ଟା ୩୦ ପର୍ଯ୍ୟନ୍ତ ଅତିପ୍ରବଳ ବର୍ଷା ପାଇଁ କଳାହାଣ୍ଡି ଓ କନ୍ଧମାଳ…

ଆଜି କଥାବାର୍ତ୍ତାରେ ସଂଯମ ରଖିଲେ ଅନେକ ସମସ୍ୟାକୁ ଏଡ଼ାଇପାରିବେ

ମେଷ: ଆଜି ଆପଣଙ୍କ ମନ ଆଧ୍ୟାତ୍ମିକତା ଓ ଧାର୍ମିକ କାର୍ଯ୍ୟ ଦିଗରେ ଆକୃଷ୍ଟ ହେବ । କୋର୍ଟ ମାମଲା କିମ୍ବା ଆଇନଗତ ବିଷୟରେ ସତର୍କ ରୁହନ୍ତୁ । କଥାବାର୍ତ୍ତାରେ ସଂଯମ ରଖିଲେ ଅନେକ ସମସ୍ୟା ଏଡ଼ାଇପାରିବେ । ଯାତ୍ରା ପାଇଁ ଯୋଜନା ହୋଇପାରେ । ବୃଷ: ନୂଆ ପ୍ରକଳ୍ପ ଆରମ୍ଭ କରିବାରେ ଲାଭ…

ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ

ଆସନ୍ତା ୧୪ ତାରିଖରେ ହେବାକୁ ଯାଉଥିବା ଶ୍ରୀଗଣେଶ ପୂଜାକୁ ଶୃଙ୍ଖଳିତ ଓ ଭକ୍ତିପୂର୍ଣ୍ଣ ପରିବେଶରେ ପାଳନ କରିବାକୁ ଛତ୍ରପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ଛତ୍ରପୁର ଥାନା ପରିସରରେ ବୁଧବାର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ…