Browsing Tag

#odisha

କୋଇଲା ହବ ହେବ ଅନୁଗୁଳ

ତାଳଚେରରୁ ସରି ଆସୁଛି କୋଇଲା। ଏଥିପାଇଁ ଛେଣ୍ଡିପଦା ଉପ‌ରେ ଏବେ ସରକାରଙ୍କ ଆଖି। ଛେଣ୍ଡିପଦା ବ୍ଲକ୍‌ରେ ପ୍ରଚୁର ପରିମାଣର କୋଇଲା ମହଜୁଦ୍‌ ଥିଲା ବେଳେ ଖୋଳିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତ ୫ ବର୍ଷରେ ଅନୁଗୁଳ ଜିଲ୍ଲାର ୧୬ଟି ନୂଆ କୋଲ୍‌ ବ୍ଲକ୍‌ ଆବଣ୍ଟନ କରାଯାଇଥିଲା ବେଳେ…

ସର୍ବଭାରତୀୟ ଡ଼ିିଜିପି ସମ୍ମିଳନୀର ଦ୍ବିତୀୟ ଦିନ : ଆଜି ଯୋଗ ଦେବେ ପ୍ରଧାନମନ୍ତ୍ରୀ

ପୋଲିସ ମହାନିର୍ଦ୍ଦେଶକ / ମହାନିରୀକ୍ଷକମାନଙ୍କ ସର୍ବଭାରତୀୟ ସମ୍ମିଳନୀ ଶୁକ୍ରବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ଶନ ସେଣ୍ଟରରେ ଆରମ୍ଭ ହୋଇଛି। ଏହି ସମ୍ମିଳନୀକୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଉଦ୍‌ଘାଟନ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଜାତୀୟ…

ପ୍ରଧାନମନ୍ତ୍ରୀଙ୍କୁ ଭୁବନେଶ୍ବରରେ ଭବ୍ୟ ସ୍ବାଗତ

ପ୍ରଧାନମନ୍ତ୍ରୀଙ୍କୁ ଭୁବନେଶ୍ବରରେ ଭବ୍ୟ ସ୍ବାଗତ । ପ୍ରିୟ ନେତାଙ୍କୁ ଦେଖିବାକୁ ଜନସମୁଦ୍ର ପାଲଟିଥିଲା ବିମାନ ବନ୍ଦର ପାଖ ରାସ୍ତା। ରାଜଧାନୀର ରାଜରାସ୍ତାରେ ଦେଖିବାକୁ ମିଳିଲା ପାରମ୍ପରିକ ବାଦ୍ୟ ସାଙ୍ଗକୁ ଲୋକକଳା ଓ ଲୋକନୃତ୍ୟର ଝଲକ। ଅପେକ୍ଷା କରିଥିଲେ ହଜାର ହଜାର ସଂଖ୍ୟାରେ ଲୋକେ।…

ହାର୍ଡକୋର ମହିଳା ମାଓବାଦୀ ମାଧବୀ ଗିରଫ

ଓଡ଼ିଶାରେ ଧରା ପଡ଼ିଲେ ଛତିଶଗଡ ମହିଳା ମାଓବାଦୀ। ଆନ୍ତି ମାଡବି ଓରଫ ଲାକେକୁ ଗିରଫ କରିଛି ମାଲକାନଗିରି ପୁଲିସ। ଏମଭି ୭୯ ଥାନା କୁର୍ତ୍ତୀ ଜଙ୍ଗଲରୁ ଗିରଫ କରାଯାଇଛି। ମାଓନେତା ଉଦୟଙ୍କ ପ୍ରୋଟେକ୍ସନ ଟିମ୍ ସଦସ୍ୟା ଥିଲେ ଲାକେ। ତାଙ୍କ ନାଁରେ ୨ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ୧୧ଟି…

କେନ୍ଦ୍ର ସରକାର ଓଡ଼ିଶାର ବିକାଶ ପାଇଁ ସବୁବେଳେ ସମର୍ଥନ ଦେଇ ଆସୁଛନ୍ତି

ଜୟ ଜଗନ୍ନାଥ...ଜୟ ଜଗନ୍ନାଥ...। ଓଡ଼ିଶାର ଭାଇ-ଭଉଣୀମାନଙ୍କୁ ମୋର ନମସ୍କାର, ଜୁହାର। ଓଡ଼ିଶାର ସବୁ ପରିବାର ମା’-ମାଉସୀ, ଭାଇ-ଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ନିକଟରେ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ଓଡ଼ିଶା ପର୍ବରେ ଯୋଗଦେବାର ସୁଯୋଗ ମିଳିଥିଲା। ସେଠାରେ ଓଡ଼ିଶାର ଚା’…

ଭୁବନେଶ୍ବରରେ ମୋଦୀଙ୍କ ଘୋଷଣା : ଓଡ଼ିଶାରେ ପାଳନ ହେବ ପ୍ରବାସୀ ଭାରତୀୟ ଦିବସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱ ଆସି ନିଜ ଉଦବୋଧନରେ ବାଲିଯାତ୍ରା କଥା ମନେପକାଇଛନ୍ତି । ଆଉ କହିଛନ୍ତି, ଚଳିତ ମାସରେ ଓଡିଶାରେ ବାଲିଯାତ୍ରାର ସଫଳ ଆୟୋଜନ ହେଲା । ଆଉ ଆଜି ମୁଁ ଏଠାରେ ଡିଜିପି ସମ୍ମିଳନୀରେ ଯୋଗ ଦେବାକୁ ଆସିଛି । ଆମେ ଦେଶରେ ୧୦୦ରୁ ୧୫୦ ବର୍ଷ ହେବ ଏହି ସମ୍ମିଳନୀ…

ମୋଦୀଙ୍କୁ ଦେଖିବାକୁ ଜନସମୁଦ୍ର ପାଲଟିଛି ଭୁବନେଶ୍ବର

ଓଡ଼ିଆରେ ଅଭିଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ । ସମସ୍ତଙ୍କୁ ଓଡ଼ିଆରେ ଶୁଭେଚ୍ଛା ଜଣାଇ ଅଭିଭାଷଣ ଆରମ୍ଭ କଲେ । ଅଭିଭାଷଣ ଆରମ୍ଭ କରିବା ସମୟରେ ଦିଲ୍ଲୀରେ ଓଡିଶା ପର୍ବ କଥା ବଖାଣିଲେ । ଏହାସହ ଲିଙ୍ଗରାଜଙ୍କ ଭୂମିକୁ ଆସିଥିବାର ସୁଯୋଗ ମିଳିଥିବାରୁ ଖୁସି ବ୍ୟକ୍ତ କଲେ। ବିମାନ ବନ୍ଦରରେ…

ରାଜ କୁନ୍ଦ୍ରାଙ୍କ ବାସଭବନ ଇଡ଼ିର ଚଢଉ

ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଦିନ ଅଶ୍ଳୀଳ ନେଟୱାର୍କ ସହ ଜଡିତ ଅର୍ଥ ହେର୍‌ଫେର୍‌ ମାମଲାରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ବାସଭବନ ତଥା କାର୍ଯ୍ୟାଳୟରେ ଚଢ଼ଉ କରିିଛି। କେନ୍ଦ୍ରୀୟ ଏଜେନ୍ସି ଏହି ତଦନ୍ତ ଆରମ୍ଭ କରି…

ଆସୁଛି ବାତ୍ୟା 12 ଜିଲ୍ଲାକୁ ଆଲର୍ଟ ଜାରି

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହୋଇ ଶୁକ୍ରବାର ବାତ୍ୟାର ରୂପ ନେବ। ଏହା ପ୍ରଭାବରେ ତାମିଲନାଡ଼ୁରେ ପ୍ରବଳ ବର୍ଷା ହେଉଥିବା ବେଳେ ଭୁବନେଶ୍ବର ସମେତ ଜିଲାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ଆରମ୍ଭ ହୋଇଯାଇଛି। ତେବେ ଶନିବାର ତାମିଲନାଡୁ-ଆନ୍ଧ୍ର…

ଭୁୁବନେଶ୍ୱରରେ  ଆରମ୍ଭ ହେଲା ଡିଜିପି ସମ୍ମିଳନୀ

ଭୁୁବନେଶ୍ୱରରେ  ଆରମ୍ଭ ହେଲା ଡିଜିପି ସମ୍ମିଳନୀ । ସମ୍ମିଳନୀରେ ଉପସ୍ଥିତ ଅଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ । ସବୁ ରାଜ୍ୟର ଡିଜିପି ମଧ୍ୟ ଉପସ୍ଥିତ ଅଛନ୍ତି । ସମ୍ମିଳନୀକୁ ଉଦଘାଟନ କଲେ ଶାହ । ତିନି ଦିନ ଧରି ଚାଲିବ ଏହି ସମ୍ମିଳନୀ । ଆରମ୍ଭ ହୋଇଛି ୫୯ ତମ ଡିଜି-ଆଇଜି ସମ୍ମିଳନୀ । ଏହି…